Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଦଳି ପାଇଁ ନିର୍ଦ୍ଦେଶର ଘଣ୍ଟା କେଇଟା ମଧ୍ୟରେ ପୁଣି ଏହାକୁ ବାତିଲ କଲେ ସରକାର
ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ଏପରି ବଦଳି ବାତିଲକୁ ନେଇ ଚର୍ଚା ଜୋର
ମାଲକାନଗିରି,୧୦।୮ : ଘଣ୍ଟା କେଇଟା ମଧ୍ୟରେ ସରକାର ବଦଳାଇଲେ ନିଜ ନିର୍ଦ୍ଦେଶ । ପ୍ରଥମେ ଦେଲେ ବଦଳି ପାଇଁ ନିର୍ଦ୍ଦେଶ ଏହାର କିଛି ଘଣ୍ଟା ମଧ୍ୟରେ ପୁଣି ଆସିଲା ବଦଳି ବାତିଲ ପାଇଁ!-->!-->!-->…
କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅଭିଭାବକ ମାନଙ୍କୁ ସ୍ଵାଗତ!-->…
ସିନ୍ଧିଗୁଡା ପୋଲ ଦୁଇପାଖ ରାସ୍ତା ମରାମତି ପାଇଁ ଧାରଣା
ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ଗ୍ରାମ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମ ନିକଟରେ ଥିବା ପୋଲଟିର ଦୁଇପାଖ ଚଳିତ ବର୍ଷାରେ ଧୋଇ ଯାଇଥିଲା ଓ ଯେହେତୁ ଏହା ମାଲକାନଗିରି ସଦରକୁ ଯିବା ପାଇଁ ଏକ ମୁଖ୍ୟ ସଡ଼କ ମାର୍ଗ ହୋଇଥିବାରୁ ଯାତାୟାତ ରେ ବାଧା ଉପୁଜିଥିଲା ।!-->…
ରୋଟାରୀ କ୍ଲବ୍ ଫୁଲବାଣୀ ପକ୍ଷରୁ ଏମକେଏସପି ଶିକ୍ଷା ନିକେତନକୁ ୱାଟର୍ ପ୍ୟୁରିଫାଏର୍ ପ୍ରଦାନ
ଫୁଲବାଣୀ : ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ଏକ ୱାଟର୍ ପ୍ୟୁରିଫାଏର୍ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ରୋଟାରୀ କ୍ଲବ୍ ସଭାପତି ବିପ୍ରଚରଣ ପାତ୍ର ଏହି ୱାଟର୍ ପ୍ୟୁରିଫାଏର୍!-->…
କନ୍ଧମାଳ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟନ -୨୦୨୪
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁଡିପାଜୁ ଜବାହାର ନବୋଦୟ ବିଦ୍ୟାଳୟ ସଭାଗୃହଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ ହୋଇଯାଇଛି ।
ଉକ୍ତ ସମାରୋହରେ ଜିଲ୍ଲା ଅତିରକ୍ତି!-->!-->!-->…
କାରକୁ ବଞ୍ଚାଇବାକୁ ଯାଇ, ଅଳ୍ପକେ ବର୍ତ୍ତିଲେ ଟ୍ରେଲର ଚାଳକ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ମୁହାଣୀ ରେ ଗୋଟିଏ କାର କୁ ବଞ୍ଚାଇବାକୁ ଯାଇ ବିଲରେ ଓହ୍ଲାଇଲା ଟ୍ରେଲର ଅଳ୍ପକେ ବର୍ତ୍ତିଲେ ଚାଳକ | ଏହି ଟ୍ରେଲର ବିହାର ରାଜ୍ୟ ପତ୍ରାତୁ ଅଞ୍ଚଳରୁ!-->…
ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଂଚାୟତର ଭୂମିକା ଶୀର୍ଷକ ଆଲୋଚନା ଚକ୍ର
ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏଥି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିପର୍ଯ୍ୟୟ କହିଲେ ବନ୍ୟା, ବତ୍ୟା, ଭୂସ୍ଖଳନ, ବଜ୍ରାଘାତ ଯାହାକି ଧନ, ଜନ ଓ ଜିବନ ପ୍ରତି ବିପଦ ସୃଷ୍ଟି କରିଥାଏ ।!-->…
ଆସିକା ମେଡିକାଲର ଶୌଚାଳୟ ଏବଂ ସୁରକ୍ଷା କର୍ମୀ ରୁମରେ ତାଲା
ଆସିକା : ଅବ୍ୟବସ୍ଥା ଘେରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ l ଆସିକା ମେଡିକାଲକୁ ଆମ ହସ୍ପିଟାଲରେ ରୂପାନ୍ତୀକରଣ କରି ପୂର୍ବ ମୁଖ୍ୟମନ୍ତ୍ରୀ ଗତ ୧୭/୦୨/୨୪ ରେ ଭିଡିଓକନଫେରନସି ମାଧ୍ୟମରେ ଉଦଘାଟନ କରିଥିଲେ l ଗତ ଛଅ ମାସ ହେଲା ଉଦଘାଟନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ମେଡିକାଲ!-->…
ଆସିକା ୟୁନିୟନ ବ୍ୟାଙ୍କ ଏଜେଣ୍ଟ ବାହାନ ୮୦ ଲକ୍ଷ ଚଳୁ କରି ଜେଲ ଗଲେ…..
ଆଇପିଏଲ ଜୁଆ ଖେଳ କାଳ ହେଲା କି…..?
ଵ୍ରହ୍ମପୁର : ଆସିକା ୟୁନିୟନ ବ୍ୟାଙ୍କ ନାମରେ ଭାଗ୍ୟ ଲକ୍ଷ୍ମୀ ଡିପୋଜିଟ ସ୍କିମ ରେ ଗ୍ରାହକଙ୍କ ଠାରୁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଘୋଟଲା କରି ବନ୍ଧା ହେଲେ ଏଜେଣ୍ଟ l ଆସିକା ବିନାୟକ ବଜାର ରେ ଥିବା ପୁରୁଣା ଆନ୍ଧ୍ର ବ୍ୟାଙ୍କ ଏବଂ ବର୍ତମାନ!-->!-->!-->…
ଗାଙ୍ଗପୁର ଥାନାରେ ଥିବା ଜବତ ଚୋରା ବାଲିଗାଡ଼ିର ଲେଖା ଛିଡୁନି….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେବି ଚୋରାରେ ବାଲି ଚାଲାଣ ହେଉଛି। ଗତ ଜୁଲାଇ ଶେଷ ସପ୍ତାହ ରେ ସୋରଡ଼ା ବିଧାୟକ ଆସିକା ବ୍ଲକ ଅନ୍ତର୍ଗତ ଆମ୍ବପୁଆ ନିକଟରେ ଥିବା ନଦୀରୁ ବେଧଡକ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଖଣି, ରାଜସ୍ୱ ବିଭାଗ ଓ ପୋଲିସ କୁ ଖବର ଦେଇଥିଲେ। ଏହି ଚୋରା ବାଲି!-->…