Browsing Category

ଆଞ୍ଚଳିକ

ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନି ସଚେତନତା କାର୍ଯ୍ୟକ୍ରମ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚାରପତି ପ୍ରସନ୍ନ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଓ ନିରନ୍ତର ଅଦାଲତର

ନିଃସର୍ତ୍ତ ର ମହାପ୍ରଭାବ ଖବର ପ୍ରକାଶ ପରେ ରାସ୍ତା ମରାମତି ଆରମ୍ଭ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ସହ ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡିକି ପଞ୍ଚାୟତ ଠାରୁ ଛତିଶଗଡ ଯିବା ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା

ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସୁମିତ୍ରା ସଭାପତି ଓ ପାର୍ଥ ସାରଥୀ ଆୟୋଜକ ସମ୍ପାଦକ…

ଫୁଲବାଣୀ : ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର କର୍ମକର୍ତ୍ତା ନିର୍ବାଚନ ବିଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ କୁମାର ମହାସୁଆର ସମ୍ପାଦକ ଓ ସୁମିତ୍ରା ତ୍ରିପାଠୀ ସଭାପତି ପଦ ବଜାୟ ରଖିଛନ୍ତି। ଅନ୍ୟ ମାନଙ୍କ

ଗଞ୍ଜାମ ଜିଲ୍ଲାରେ ପୁଣି ଆଳୁ ସଙ୍କଟ..!, ପ୍ରଶାସନ ନୀରବ…

ଉତ୍ତର ପ୍ରଦେଶ ରୁ ଆଳୁ ଆସିବା ଫମ୍ପା ଧୂଆଁ ବାଣ…….! ବ୍ରହ୍ମପୁର: ୬-୮ ମନ୍ତ୍ରୀ ଙ୍କ ତାଗିତ କାମ କରୁନି ପୁଣି ଆଳୁ ସଙ୍କଟ ଦେଖା ଦେଲାଣି। କେବଳ ବୟାନ ବାଜି କରିଲେ ଆଳୁ ସଙ୍କଟ ଦୂର ହେବ ନାହିଁ ଲୋକେ କିପରି ଆଳୁ ଦର ପୂର୍ବ ଭଳି ଶସ୍ତା ରେ ପାଇବେ ବୋଲି ଚର୍ଚ୍ଚା ହେଲାଣି। ସରକାର ଙ୍କ

ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର

ଅଧାପନ୍ତରିଆ ରାସ୍ତା ମରାମତି କାର୍ଯ୍ୟ ଯୋଗୁଁ ଫସିଲା ସିମେଣ୍ଟ ବୋଝେଇ ଟ୍ରକ…

ମାଲକାନଗିରି-ବାଲିମେଳା ମୂଖ୍ୟ ରାସ୍ତାର ମରାମତି ନିମନ୍ତେ ଠିକାଦାରଙ୍କ ଦ୍ୱାରା ଖୋଳା ଯାଇଥିବା ସ୍ଥାନ ମାନଙ୍କରେ ରାସ୍ତା ଏବେ ପାଲଟିଛି ମରଣଜନ୍ତା । ରାସ୍ତା ଖରାପ ଥିବାରୁ ଆଜି ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତା ତଥା ବାଲିମେଳା ଛକଠାରୁ ପ୍ରାୟ ଏକ କିମି ମଧରେ ରାସ୍ତାରେ ଥିବା

ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା , ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର

ରୋଡ ରୋମିଓଙ୍କ କବ୍ଜା ରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ : ଯାତ୍ରୀ ଙ୍କ ମନରେ ଶଙ୍କା…

ନାବାଳିକା ଛାତ୍ରୀମାନଙ୍କୁ କରୁଛନ୍ତି ଟାର୍ଗେଟ... ହିଞ୍ଜିଳିକାଟୁ ୬!୮ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ ।କଲେଜ ଛାତ୍ରଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ

ପରକ୍ରିୟା ପ୍ରୀତି, ଶେଷରେ ଯୁବତୀ ଜଣକ କଲେ ଆତ୍ମହତ୍ୟା…

ଖଜୁରୀପଡା // ଫୁଲବାଣୀ : ଜଣେ ୨୫ ବର୍ଷର ଯୁବତୀ ବିବାହ କରି ଦୁଇ ଦୁଇଟି ପୁତ୍ର ସନ୍ତାନର ମାଆ ହେବା ପରେ ପର ପୁରୁଷ ସହ ସମ୍ପର୍କ ରଖି ଦ୍ୱିତୀୟ ବିବାହ କରି କେଉଁ ପ୍ରକାର ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ ଆଉ ଶେଷରେ ନିଜକୁ ଆତ୍ମହୁତି ଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି

କୃଷି ଭିତ୍ତିକ ଉଁଆଷ ପର୍ବ ପାଳିତ…

ଉମରକୋଟ /ଝରୀଗାଁ (୦୬/୦୮/୨୦୨୪) ଜଣ ବସତୀ ସ୍ଥାପନ ହେବା ପରେ ପ୍ରାଚୀନ କାଳରୁ ଜଙ୍ଗଲର ଆଦିମ ପ୍ରକ୍ରୁତ ଆଦିବାସୀମାନେ ମାଟିକୁ ନିଜର ମାର ଦର୍ଜାଦେଇ ଭକ୍ତି ସହକାରେ ପୁଜା କରି ଆସୁଛନ୍ତି। ପାଣି, ପବନ, ମାଟି ଓ ଜଙ୍ଗଲ ସେମାନଙ୍କର ଆରାଧ୍ୟ ଦେବ ଦେବି। ଜଙ୍ଗଳରେ ରହୁଥିବା ଆଦିମ