Browsing Category

ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ଖିରୋଦ ବେହେରାଙ୍କ ଅକାଳ ବିୟୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀ ଖବର କାଗଜରେ କାର୍ଯ୍ୟ ରତ ଖିରୋଦ ବେହେରାଙ୍କ ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇ ଯାଇଛିା ସେ ଗତ ଦୁଇବର୍ଷ ହେଲା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଛିା

ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର,ଉତେଜନା ହୋଇ ଲୋକେ ରାସ୍ତା ରୋକ…

ଫୁଲବାଣୀ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲମ୍ବାଗୁଡ୍ରି ନାଳ,ପୋଲ ନିକଟରେ ସୋମବାର ଦିନ ଅପରାହ୍ନ ବେଳେ ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଦ୍ବାରା ଜଣେ ମୃତ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାଭର୍ତ୍ତି କରାଯାଇଛି ।ସୂଚନା ପ୍ରକାରେ

ଦ୍ଵିତୀୟ ଥର ପାଇଁ ଓଡିଶା ବଡି ବିଲଡର୍ସ ଏସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ ହେଲେ ନବରଙ୍ଗପୁରର ରୋମିଓ ପାତ୍ର

ନବରଙ୍ଗପୁର : ନବରଙ୍ଗପୁର ଗୌଶିକ ଫିଟନେସ ପାର୍କ ଜିମ୍ ର ପ୍ରତିଷ୍ଠାତା ଶ୍ରୀ ରୋମିଓ ପାତ୍ର ବୋଡି ବିଲଡିଙ୍ଗ କ୍ଷେତ୍ରରେ ସେ ନବରଙ୍ଗପୁର କୁ ରାଜ୍ୟ ଏବଂ ଜାତୀୟ ସ୍ତର ରେ ବହୁବାର ଗର୍ବିତ କରେଇଛନ୍ତି, ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଠାରୁ ତାଲିମ ପାଇ ଏହି ଜିମ ର ଅନେକ ସଦସ୍ୟ

ବସ ଓ ବାଇକ ମୁହାମୁହିଁ ଧକ୍କା ବାଇକ ଚାଳକ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ିବାହାର ରାସ୍ତା ମୁହନିରେ ଯାତ୍ରୀ ବାହି ବସ ସହିତ ଗୋଟିଏ ବାଇକ ମୁହାମୁହିଁ ଧକ୍କା ହେଇଥିଲା | ଯାହା ଫଳରେ ବାଇକ ଚାଳକଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲା | ବୀରମିତ୍ରପୁର

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ ୫/୮ : ହିଞ୍ଜିଳି ଥାନା ସମରଝୋଳ ଛକ ନିକଟ ଗହିର ବିଲ ମଧ୍ୟରେ ସୋମବାର ହିଞ୍ଜିଳି ପୁଲିସ ଜଣେ ବିବାହିତ ଯୁବକର ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୫ କେଉଟସାହି ବାସିନ୍ଦା ବିପ୍ରଚରଣ ବେହେରାଙ୍କ ପୁଅ ଟିକି

ଆସନ୍ତା ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୂଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ

ଖଡୁରା ସମାଜ ଫୁଲବାଣୀ ପକ୍ଷରୁ କାଉଡିଆଙ୍କୁ ସେବା ଓ ଶୁଖିଲା ଖାଦ୍ୟ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଗଠିତ ହୋଇଥିବା ନିଖିଳ ଉତ୍କଳ ଖଡୁରା ସମାଜ ଆଜି ସମଗ୍ର ରାଜ୍ୟରେ ବେଶ ପରିଚୟ ସୃଷ୍ଟି କରି ପାରିଛି ସାମାଜ ସେବା କ୍ଷେତ୍ରରେ । ଆଜି ସେହି ନିଖିଳ ଖଡୁରା ସମାଜ ଫୁଲବାଣୀ ପୁଣି କାଉଡିଆଙ୍କୁ ସେବା ପ୍ରଦାନ କରିଛି । ରବିବାର ଠାରୁ

ଶ୍ରାବଣୀ ଯାତ୍ରାର ତୃତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା : ଶ୍ରାବଣ ମାସର ତୃତୀୟ ସୋମବାର ରେ ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଏହି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ

ଶ୍ରୀ ସତ୍ୟସାଇ ପାଦୁକା ଯାତ୍ରା

ଫୁଲବାଣୀ : ଓଡ଼ିଶା ରାଜ୍ୟ ସତ୍ୟ ସାଇ ସଂଗଠନ ଦ୍ଵାରା ରାଜ୍ୟର ୩୫ ଟି ଜିଲ୍ଲା ଜୋନରେ ବିଭକ୍ତ ସମସ୍ତ ଜିଲ୍ଲା ଠାରୁ ଗ୍ରାମ ପଯ୍ୟନ୍ତ ପ୍ରାୟ ଦଶ ହଜାର ଗ୍ରାମ ଶ୍ରୀ ସତ୍ୟ ସାଇ ପାଦୁକା ଯାତ୍ରା ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୪ ତାରିଖ ଦିନ କନ୍ଧମାଳ

ଇଣ୍ଡିଆନ ଗ୍ୟାସ ଗ୍ରାହକ ଙ୍କୁ କର୍ମଚାରୀ ଙ୍କ ଦ୍ୱାରା ଶୋଷଣ…!

ଅଧିକାରୀ ନିରବ ଖାଉଟି ହନ୍ତସନ୍ତ… ବ୍ରହ୍ମପୁର: ୫-୮ ଆସିକା ସହରରେ ଯାହା ଦୁର୍ନୀତି ହେଲେ ବି ବାବୁ ମାନଙ୍କ ପ୍ରତି କେବେ ବି କାର୍ଯ୍ୟାନୁ ଷ୍ଠାନ ହେଉନ ଥିବା ଯୋଗୁଁ ପାଦ ପାଦରେ ଦୁର୍ନୀତି ହେଉଛି। ଆସିକା ରେ ଯିଏ ଯେମିତି ପାରିଲା ସେ ଯେ କୌଣସି ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଥିବା