Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆନ୍ତର୍ଜାତୀୟ ଶ୍ରମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର
ଫୁଲବାଣୀ : ଆଇନସେବା ପ୍ରାଧିକରଣ , ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ସାଧନ ଅନୁଷ୍ଠାନ, ଫୁଲବାଣୀ ପରିସରରେ ଥିବା ସଭା ଗୃହରେ ଆନ୍ତର୍ଜାତୀୟ ଶ୍ରମ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶିଲା!-->…
ନିର୍ବାଚନ ପରେ ପାଣ୍ଡିୟାନ୍ ଓଡ଼ିଶାରେ ରହିବେ ତ ? : ବିଜେପି
ବ୍ରହ୍ମପୁର, ୨/୫ : ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ତାମିଲନାଡୁର ପୂର୍ବତନ ପ୍ରଶାସନ ଅଧିକାରୀ, ଓଡ଼ିଶା ସରକାର ଅଧିନରେ କାମ କରିଥିବା ପାଣ୍ଡିୟାନ୍ ମହାଶୟ ନିର୍ବାଚନ ପରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯିବା କହିବା ଏକ ଗଭୀର ରାଜନୈତିକ ଚକ୍ରାନ୍ତକୁ ଇଙ୍ଗିତ!-->!-->!-->…
କନ୍ଧମାଳ ବିଜେଡି ପକ୍ଷରୁ ଲୋକସଭା ପାର୍ଥି ଡଃ ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାନସଭା ପାର୍ଥି ପାଇଁ ଜୟଶ୍ରୀ କହଁର…
ଫୁଲବାଣୀ : ଆଜି ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିବସ l ୨୦୨୪ ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାର୍ଥି ନିମନ୍ତେ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଓ ଫୁଲବାଣୀ ବିଧାନସଭା ପାର୍ଥି ପାଇଁ ଜୟଶ୍ରୀ କହଁର ନାମାଙ୍କନ ପତ୍ର ଦାଖଲ କରିଥିଲେ l ସ୍ଥାନୀୟ ଫୁଲବାଣୀ!-->…
ପୋଖରୀ ପାଣିରେ ବୁଡି ଜଣେ ମୃତ, ଜଣେ ଗୁରୁତର…
ହିଞ୍ଜିଳିକାଟୁ, ୨ା୫: ଗୁରୁବାର ସକାଳେ ହିଞ୍ଜିଳି ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପୋଖରୀ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ସର୍ମ୍ପକୀୟ ଭାଇ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି!-->…
କନ୍ଧମାଳ ଡିସିସି ପକ୍ଷରୁ ଲୋକସଭା ପାର୍ଥି ଅମିର ଚାନ୍ଦ ନାୟକ ଓ ବିଧାନସଭା ପାର୍ଥି ପାଇଁ ପ୍ରତିଭା କହଁରଙ୍କ ନାମାଙ୍କନ…
ଫୁଲବାଣୀ : ଆଜି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିବସ l ୨୦୨୪ ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଡିସିସି ପକ୍ଷରୁ ଲୋକସଭା ପାର୍ଥି ନିମନ୍ତେ ଅମିର ଚାନ୍ଦ ନାୟକ ଓ ଫୁଲବାଣୀ ବିଧାନସଭା ପାର୍ଥି ପାଇଁ ପ୍ରତିଭା କହଁର ନାମାଙ୍କନ ପତ୍ର ଦାଖଲ କରିଥିଲେ l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳ!-->…
ଆଗୁଆ ଗ୍ରୀଷ୍ମ ଛୁଟି ଆଳରେ ଆସିକା ଅଞ୍ଚଳରେ ଛାତ୍ର ଛାତ୍ରୀ ଙ୍କ ମୁହଁରୁ ଆହାର ଛଡେଇ ବାକୁ ପ୍ରୟାସ….!
କେବଳ ଚାଉଳ ହେଲା ବଣ୍ଟନ, ମିଳିଲାନି ପରିବା, ଅଣ୍ଡା ସୋୟା ଓ ଟଙ୍କା…
ଵ୍ରହ୍ମପୁର: ୧-୫ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ଗ୍ରୀଷ୍ମ ଛୁଟି ହୋଇଥିବାରୁ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ସକାଶେ ଆସୁଥିବା ଚାଉଳ ଏବଂ ଅନ୍ୟ ସାମଗ୍ରୀ କୁ ଶିଶୁ ମାନଙ୍କୁ!-->!-->!-->!-->!-->…
ଚିକିଟିରେ ବିଜେଡିର ମହାସମାବେଶ, ପ୍ରଦୀପଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ଚିକିଟୀ : ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଚିକିଟୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ।ଚିକିଟୀପେଣ୍ଠରେ ଆୟୋଜିତ ବିଜେଡିର ଏହି ମହାସମାବେଶରେ ପାଣ୍ଡିଆନ ସିଧାସଳଖ ବିଜେପିର ବ୍ରହ୍ମପୁର ସାଂସଦ!-->…
ସିପିଆଇ (ଏମ୍.ଏଲ) ସମର୍ଥିତ ପୋଲସରା ବିଧାୟକ ପ୍ରାର୍ଥୀ ନିରାକାର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର : ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ)ସମର୍ଥିତ ପ୍ରାର୍ଥୀ ସାଥୀ ଅବନୀ ଗୟା ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପାଇଁ ପଞ୍ଚମ ଦିବସରେ ପୋଲସରା ନିର୍ବାଚନ କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଛତ୍ରପୁର ଏଡିଏମ!-->…
ବିଜେପିର କନ୍ଧମାଳ ଲୋକସଭା ପାଇଁ ସୁକାନ୍ତ ପାଣିଗ୍ରାହୀ, ବିଧାନସଭା ପାଇଁ ଉମା ଚରଣ ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ
ଫୁଲବାଣୀ : ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି କନ୍ଧମାଳ ଲୋକସଭା ପାଇଁ ସୁକାନ୍ତ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଫୁଲବାଣୀ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଉମା ଚରଣ ମଲ୍ଲିକ l ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିବସ l ବିଜେପି!-->…
ସାଇନ୍ସ ଅଲମ୍ପିୟାଡ଼ ଲେଭେଲ -୨ ପ୍ରତିଯୋଗିତାରେ ଦେଶରେ ପ୍ରଥମ ହେଲେ ଆଦ୍ୟାଶା
ଛତ୍ରପୁର : କମ ବୟସରୁ ସଫଳତା ପାଇଛନ୍ତି ୯ ବର୍ଷର କୁନି ଆଦ୍ୟାଶା l ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଆଦ୍ୟାଶା ଙ୍କ ଭିତରେ ଥିବା ପ୍ରତିଭା ଲୋକ ଲୋଚନକୁ ଆସିପାରିଛି l ସାଇନ୍ସ ଅଲମ୍ପିୟାଡ଼ ଲେଭେଲ -୨ ପ୍ରତିଯୋଗିତା ରେ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛତ୍ରପୁର ୟୁରୋ!-->…