Browsing Category

ଆଞ୍ଚଳିକ

ପ୍ରଥମ ଥର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହିନ୍ଦି ସାହିତ୍ୟ କୋକିଳl ପତ୍ରିକା ଉନ୍ମୋଚିତ…

ନବରଙ୍ଗପୁର : ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ଦ୍ଵାରା ଶିକ୍ଷା ବିଭାଗ ତରଫରୁ ପ୍ରଥମ ଥର ପାଇଁ ଏକ ହିନ୍ଦୀ ପତ୍ରିକା ନବରଙ୍ଗପୁର ସାହିତ୍ୟ କୋକିଳା ଉନ୍ମୋଚିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ

କିନ୍ନରମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କିନ୍ନର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୌଶଳ ପ୍ରଶିକ୍ଷଣ ନିମନ୍ତେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ କିନ୍ନର

କାହା ବଳରେ ବଳିଆନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ : ଅବସର ପରେ ବି ସ୍କୁଲ ଚଲାଉଛନ୍ତି

ମାଲକାନଗିରି : କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ସହସହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ଥାନରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରାଜ୍ୟରେ ତିରିଶତମ ପରିଗଣିତ ହେଉଥିବା ମାଲକାନଗିରି ଜିଲାରେ ପ୍ରାୟ

ଓାୟନାଡ ଭୁସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ…

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଏକ ପ୍ରାର୍ଥନା ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେରଳ ରାଜ୍ୟର ଓାୟନାଡରେ ଗତ ୨୯ ଜୁଲାଇ ବିଳମ୍ବିତ ରାତିରେ ଘଟିଥିବା ପ୍ରଚଣ୍ଡ ବିପର୍ଯ୍ୟୟ ପୂଣ୍ଣ ଭୁସ୍ଖଳନ ରେ ୩୩୪ ଜଣଙ୍କର ମୃତ ହୋଇଥିବା ବେଳେ ଶତାଧିକ

୭୮ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ ପ୍ରସ୍ତୁତି ବୈଠକ।

ଫୁଲବାଣୀ : ୭୮ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ  ପ୍ରସ୍ତୁତି ବୈଠକ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେଉତ୍ସବ କମିଟିର ଅଧିକ୍ଷ ତଥା କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଉପସ୍ଥିତ ରହି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ

ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଆଲୋଚନା ବୈଠକ

ଚିକିଟୀ : ନୂଆପଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାସିକ ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ତରଫରୁ ବ୍ଲକର ସମସ୍ତ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସ୍କୁଲ ପାହାଚ ଭୁଷୁଡିଲା

ମାଲକାନଗିରି : ମାଲକାନଗିରି ଭୁଷୁଡିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପାହାଚ । ଅଳ୍ପକେ ବର୍ତ୍ତିଲେ କୁନି କୁନି ଶିଶୁ। ମିଳିଥିବା ସୂଚନାନୁସାରେ ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ

ରୋଟାରି କ୍ଳବପକ୍ଷରୁ ଜାତୀୟ ଅଙ୍ଗଦାନ ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ରୋଟାରି କ୍ଳବ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟ ରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି, ଏହି ଦିବସ ରେ ରୋଟାରି କ୍ଳବ ର ସଭାପତି ଡ଼ଃ ବିମଳ ପ୍ରସାଦ ସାହୁ ଓ ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ଯୋଗଦେଇ ଅଙ୍ଗଦାନ ର ବିଶେସତ୍ୱେ ଉପରେ

ପ୍ରବଳ ବର୍ଷାରେ ବୁଡ଼ିଲା କଂଗୁରୁକୋଣ୍ଡା ପୋଲ, କାଲିମେଳା ବ୍ଲକକୁ ଯତାୟତ ବାଧାପ୍ରାପ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିଛିଦିନ ର ବ୍ୟବଧାନ ପରେ ଗତକାଲି ରାତିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି। ଉଭୟ ପୋଲ ଉପରେ ପାଖାପାଖୂ ୩/୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ବୋବାଇ ପଞ୍ଚାୟତ ଅନ୍ତର୍ଗତ ଆଧିବାସୀ ଚୋରବେଡ଼ା ଗ୍ରାମ ନିକଟରେ ଥିବା ଉଦୟପୁର ଓ ବୀରପୁର ଯିବା ସଂଲଙ୍ଗନୋ ଦ୍ବିମୁହାଁ ରାସ୍ତାରେ ଗତ କାଲି ରାତି ଆନୁମାନିକ ସମୟ ପ୍ରାୟ ୭.୩୦ ମିନିଟ ବର୍ଷା ରାତିରେ ସବୁଦିନ ଭଳି ଉଦୟପୁର ଗ୍ରାମର ଶଙ୍କର ମିସ୍ତ୍ରୀ (୪୫ )ଏକ