Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟରେ ନବାଗତ (+୨ ପ୍ରଥମ ) ବର୍ଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ମାଲକାନଗିରି : ମାଲକାନଗିରି ବ୍ଲକ ସିନ୍ଧିରିମାଳ ପଞ୍ଚାୟତ ଅଧୀନରେ ଥିବା କସ୍ତୁରବା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨କଳା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି l ଏହି ସଭାକୁ ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ପାଟଲା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ!-->…
ଦଳପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୫ ବର୍ଷ ପୂର୍ତ୍ତି ନେଇ ପ୍ରସ୍ତୁତି ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ଦଳପଡ଼ା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତି ହୋଇଛି। ଏହାର ରଜତ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି!-->…
ଡାବୁଗାଁ କନ୍ୟାଆଶ୍ରମ ନିକଟରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ,୨ ବର୍ଷର ଝିଅ ମୃତ,ବାପା ଗୁରୁତର ଓ ପୁଅ…
କ୍ଷତି ପୂରଣ ଦାବିରେ ମୃତ ଝିଅକୁ ଧରି ରାସ୍ତା ଅବରୋଧ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଦୂର୍ଘଟଣାରେ ବାପା ସାମ୍ନାରେ ଚାଲିଗଲା ନିଜ ଗେଲ୍ହା ଝିଅର ଜୀବନ ।ଜୀବନ ସହ ଡାକ୍ତରଖାନା ରେ ସଙ୍ଘର୍ଷ କରୁଛି ବାପା, ନବରଙ୍ଗପୁର ଡାବୁଗାଁ ନିକଟସ୍ଥ!-->!-->!-->!-->!-->…
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ର କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ୍ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡ୍ କ୍ରସ୍ ସଭାପତି ଡ଼ଃ.ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ!-->…
ନିଜ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ
ନବରଙ୍ଗପୁର : ଗରିବ, ଅସହାୟ, ଦିବ୍ୟାଙ୍ଗ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଅର୍ଥାଭାବ ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ!-->…
୩୫ କିଲୋ ଗଞ୍ଜେଇ ସହ , ଜଣେ ଗିରଫ
ଉମରକୋଟ : ଉମରକୋଟ ଅବକାରୀ ବିଭାଗ ତରଫରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଉମରକୋଟ ଅବକାରୀ ବିଭାଗ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାଇ ଉମରକୋଟ ଅବକାରୀ ବିଭାଗର କର୍ମଚାରୀମାନେ କୌଣସି ସୂତ୍ର ରୁ ଖବର ପାଇ କୁନ୍ଦେଇ ଥାନା ଅନ୍ତର୍ଗତ ହିର୍ଲି!-->…
ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ପାଳନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡଃ!-->…
କାରକୁ ଅଟକାଇ ବ୍ୟବସାୟୀଙ୍କୁ ହତ୍ୟା…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ହାଥିବାରୀ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ନିର୍ଦ୍ଦୟ ହତ୍ୟା । ଏହି ଖବର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ତା ୩୦/୦୭/୨୪ ରିଖ ଦିନ ପ୍ରାୟ ୧୦ଟା ରାତିରେ କୁଆରମୁଣ୍ଡା ଏବଂ ହାତିବାରୀ ମଧ୍ୟରେ ଥିବା!-->…
ଯାତ୍ରୀ ଓ ରେଳବାଇର ସୁରକ୍ଷା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ସିପିଏମ୍…
କମାପଲ୍ଲୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ
ବ୍ରହ୍ମପୁର : ଦେଶରେ ରେଳ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଗୋଟିଏ ଦିନରେ ଚକ୍ରଧର ପୁରରେ ପାସିଞ୍ଜେର ଓ ସମ୍ବଲପୁରରେ ମାଲବାହୀ ଟ୍ରେନ ଦୁର୍ଘଟଣା ଏବଂ ହୀରାଖଣ୍ଡ ଏକ୍ସପ୍ରେସରେ ଷଣ୍ଢ ବାଡେଇହେବା ଏହାର ଜ୍ୱଳନ୍ତ ଉଦାହରଣ।ଏହା!-->!-->!-->…
ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ବ୍ରହ୍ମପୁର : ଆଜି ପ୍ରତିଷ୍ଠା ଉଛବ ଉପଲକ୍ଷେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେହିଁଯାଇଛି l ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଗଣେଶହଲ ଠାରେ ଆୟୋଜିତ ଏହି ରକ୍ତଦାନ ଶିବରରେ ସ୍ୱତକ ଓ!-->…