Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଏସ୍ୟୁଜେର ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
କେନ୍ଦ୍ରାପଡା : ଲଗାଣ ବର୍ଷା ସତ୍ବେ ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏସୟୁଜେର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର!-->…
ସୃଜନ ସାହିତ୍ୟ ସଂସ୍କୃତି ସଂସଦର,ପଞ୍ଚମ ବାର୍ଷିକ ଉତ୍ସବ ପାଳିତ !
ଛତ୍ରପୁର : ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ପଞ୍ଚମ ବାର୍ଷିକ ମହୋତ୍ସବ ଭବ୍ୟ ସମାହାରରେ ସମାହିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଅନୁଷ୍ଠାନର ସଭାପତି ସୁସାହିତ୍ୟିକ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।!-->…
ଏଏନଏମ ଓ ନର୍ସିଂ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା
ନବରଙ୍ଗପୁର : କୋଲକାତା ରେ କାର୍ଯ୍ୟରତ ଏକ ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ପ୍ରତିବାଦ ରେ ସାରା ଦେଶ ରେ ପ୍ରତିବାଦ ତିବ୍ରତର ହୋଇ ଚାଲିଛି । ଏନେଇ ପ୍ରତିବାଦ ସ୍ବରୂପ ନବରଙ୍ଗପୁରରେ ରବିବାର ଏଏନଏମ ଓ ନର୍ସିଂ ଛତ୍ରୀ ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା କରିଥିଲେ । ସ୍ଥାନୀୟ ଦଶହରା ପଦା!-->…
ସୀମା ସୁରକ୍ଷାବଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି ୩ ସ୍ଥିତ ସୀମା ସୁରକ୍ଷାବଳ ଶିବିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୀମା ସୁରକ୍ଷା ବଳର ଉପ ନିରୀକ୍ଷକ ବିଜୟ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହାପୁଣ୍ୟ ଓ ରକ୍ତର ବିକଳ୍ପ କେବଳ ଏକ ମଣିଷ ହିଁ!-->…
ବନଜ୍ୟୋସ୍ନା ସାହିତ୍ୟ ସଂସଦର ଆଗାମୀ ଗୁରୁଦିବସ ପାଇଁ ପ୍ରସ୍ତୁତି ବୈଠକ : ସମ୍ବର୍ଦ୍ଧିତ ହେବେ ଜିଲ୍ଲାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଗାମୀ ସେପ୍ଟେମ୍ବର ୫ ତାରିଖ (ଗୁରୁବାର) ଅପରାହ୍ନରେ ଜିଲ୍ଲା ସ୍ତରୀୟ ଗୁରୁ ପୂଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ!-->…
ମାନସିକ ସ୍ୱାସ୍ଥ୍ୟ ଏବଂ ପ୍ରତିବନ୍ଧକ ସମ୍ପର୍କିତ ଆଲୋଚନା ଚକ୍ର…
ଫୁଲବାଣୀ : ଫୁଲବାଣୀ ଜନ ସଚେତନତା ଅଭାବରୁ ସମଗ୍ର ପୃଥିବୀ ମଧ୍ୟରେ ଦିନକୁ ଦିନ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ସଂଖ୍ୟ ବୃନ୍ଧି ହେବାରେ ଲାଗିଛି । ମଣିଷ ମଧ୍ୟରେ ଥିବା ମାନସିକ ଅସୁସ୍ଥତାକୁ ଚିହ୍ନିବା ସହଜ ବିଷୟ ହୋଇ ନ ଥିବାରୁ ଲୋକମାନେ ଚିକିତ୍ସାରେ ଅବହେଳା କରିଥାନ୍ତି । ଯାହାର!-->!-->!-->…
ଲ୍ୟାମ୍ପସ ଏମ ଡି ଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…
ଉମରକୋଟ /ଝରୀଗାଁ (୧୮/୦୮/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ହେଇଥିବାରୁ ତାହାର ସୁଯୋଗ ନେଇ , ସରଳ ସିଧା ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କ ବଡ଼ ବଡ଼ ଶିକ୍ଷିତ ବାବୁ ମାନେ ଦିନ ଦ୍ବିପ୍ରହରେ ଲୁଟି ମାଲାମାଲ ହୋଇଥିବାରୁ ନଥି ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ!-->!-->!-->…
ନାବାଳିକାଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ଥାନାରେ ଏତଲା…
ଫୁଲବାଣୀ; ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏପଟେ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥବା ନେଇ ଥାନାରେ ଏତଲା ଦେଇଛନ୍ତି। ମୃତ ନାବାଳିକାଙ୍କ ନାମ ସୁବି ଦିଗାଲ (୮ବର୍ଷ) । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା!-->!-->!-->…
କୃଷକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ କୃଷ୍ଣ ପାତ୍ର
ଫୁଲବାଣୀ : ଓଡ଼ିଶା ସରକାରଙ୍କର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲା ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଜି ସମୀକ୍ଷା କରିଛନ୍ତି!-->!-->!-->…