Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଲାରେ ଅଣଆଦିବାସୀଙ୍କ ଦଳୀୟ ଟିକଟ ବାତିଲ ଦାବୀରେ, ୧୬ ତାରିଖରେ କୁଈ ସମାଜସେବା ସମିତି ଦେବ ବନ୍ଦ ଡାକରା

ଫୁଲବାଣୀ,: ଆସନ୍ତା ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ସାଂସଦ ଏବଂ ସାତଟି ବିଧାୟକ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ସମସ୍ତ ତିନିଟି ମୁଖ୍ୟ ରାଜନୈତିକ ଦଳ ମାନେ ସେମାନଙ୍କର ପ୍ରାର୍ଥି ମାନଙ୍କର ନାମକୁ ଘୋଷଣା କରିସାରିଛନ୍ତି । ତେବେ ଏହି ଘୋଷଣା ପୁର୍ବରୁ ଜିଲ୍ଲାରେ

ମାଥିଲି ଥାନା ପୋଲିସଦ୍ଵାରା ଜଣେ ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନାର କର୍ମଚାରୀମାନେ ଛତିଶଗଡ଼ ସୀମାନ୍ତ ମୁଣ୍ଡାଗୁଡା ଫାଣ୍ଡି ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକର ଚାଲି ଚଳନ ଉପରେ ସନ୍ଧେହ କରି ପୋଲିସ କର୍ମୀମାନେ ଯୁବକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଯୁବକ ଜଣଙ୍କ ଧରିଥିବା

ବିଦ୍ୟାଳୟ ଶ୍ରେଣୀଗୃହର ପୁନଃ ଉଦ୍ଧାର ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ଅଭିଭାବକ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୱାର୍ଡ ନମ୍ବର ୧୨ରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ବର୍ଷ ହେବ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହାର ମରାମତି ସହ ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଅଭିଭାକ ଓ ସମାଜସେବି । ମିଳିଥିବା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଶିବରାମ ଆକ୍ଵା ଗାର୍ଡ଼ ପ୍ରଦାନ କଲେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ଶୁଦ୍ଧ ପାଣି ଯୋଗାଇବା ନେଇ ଏକ ଆକ୍ଵା ଗାର୍ଡ଼ ପ୍ରଦାନ କରିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ,ଭୁବନେଶ୍ବର ସ୍ଥିତ ଶ୍ରୀରାମ ପ୍ରଭାତ ଶାଖାର ସ୍ଵୟଂ ସେବକ ତଥା ଇଣ୍ଡିଆନ

ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ

ବାଲିଗୁଡ଼ା : ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଁଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଷ୍ଟ୍ରଙ୍ଗ୍

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ବିଧାୟକ ପ୍ରାର୍ଥୀ ହେଲେ ଗୁରୁନାଥ

ଛତ୍ରପୁର : ଛତ୍ରପୁର ବିଧାନସଭା ନିର୍ବାଚନ ନିମନ୍ତେ ପୂର୍ବରୁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ଶ୍ରମିକ ନେତା ଗୁରୁନାଥ ପ୍ରଧାନ ଙ୍କ ନାମ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବୈଠକ

ବ୍ରହ୍ମପୁର : ଆଜି ଗୋପାଳପୁର ଅନ୍ତର୍ଗତ ଗାରାମାପେଟା ଗ୍ରାମର ପ୍ରତ୍ୟକ୍ଷ ଦେବୀ ଗାରାମା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ ଭାଇ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ବନ୍ଧୁ ମିଳନ ଉତ୍ସବରେ ଗୋପାଳପୁର ବିଜେପି ବିଧାନସଭା ବିଧାୟକ

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ

ଛତ୍ରପୁର : ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତା ହରପ୍ରିୟା ଚୌଧୁରୀ ଙ୍କ (୯୪) ବର୍ଷରେ ନିଜ ବାସଭବନରେ ଆଜି ମଧ୍ୟାହ୍ନ ରେ ପରଲୋକ ଘଟିଛି | ସ୍ବାମୀ ସ୍ବର୍ଗତପୂର୍ବତନ ଶିକ୍ଷାଧିକାରୀ ତ୍ରିନାଥ ଚୌଧୁରୀ ଙ୍କ ଗାନ୍ଧୀ ବାଦି ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ | ସେ

ନରମିଲେ ବୀରେନ୍ଦ୍ର କହଁର ପଠାଇଲେ ଅନୁତାପ ବାର୍ତ୍ତା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ପାର୍ଥିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଗୋଷ୍ଠୀ ବିଦ୍ରୋହକୁ ଓହ୍ଲାଇଛନ୍ତି । ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ବିରୋଧୀ ସ୍ଲୋଗାନ

ପଲିଥିନ୍ କଟଣାକୁ ବେଖାତିର : ସହରରେ ଖୋଲାଖୋଲି ବିକ୍ରି ଚାଲିଛି

ପଲିଥିନ୍ କଟକଣା ଅଧପନ୍ତରିଆହିଞ୍ଜିଳିକାଟୁ : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ପ୍ରାୟ ସାଢେ ୪ ବର୍ଷ ବିତିବାକୁ ଯାଉଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ୧ବର୍ଷ ପର୍ଯ୍ୟନ୍ତ ହିଞ୍ଜିିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟିକ