Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶାଳ…
ବ୍ରହ୍ମପୁର, ୬/୪ : ଭାରତୀୟ ଜନତା ପାର୍ଟିର ୪୪ ତ'ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ପଦଯାତ୍ରା ପୂର୍ବାହ୍ନରେ ଖଲ୍ଲିକୋଟ କଲେଜ ନିକଟରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା!-->…
ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ
ଛତ୍ରପୁର : ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି!-->…
ଦଣ୍ଡୁଆକୁ ନେଇ ଯାଉଥିବା ପିକପ ଭ୍ୟାନ ଦୁର୍ଘଟଣା : ୨ ମୃତ ୧୫ ଗୁରୁତର…
ହିଞ୍ଜିଳିକାଟୁ, ୬ା୨(): ଶନିବାର ଭୋର ପ୍ରାୟ ୪ ଘଣ୍ଟା ସମୟରେ ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଦଣ୍ଡଭୁକ୍ତା ମାନଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ(ଓଡି୧୩ଜେ ୯୩୪୩) ଭାରସାମ୍ୟ ହରାଇ ଜାତୀୟ ରାଜପଥ!-->!-->!-->…
ମାଲକାନଗିରିରେ ମୁଖ୍ୟ ଶାସନ ସଚିବଙ୍କ ନିର୍ବାଚନୀ ସମୀକ୍ଷା ବୈଠକ
ମାଲକାନଗିରି, ୫/୦୪/୨୪ : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ମାଲକାନଗିରି ଗସ୍ତରେ ଆସି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ!-->…
ପିତୃମାତୃ ବିହୀନ ଶିଶୁ ମାନଙ୍କ ପରିବାରକୁ ଥଇଥାନ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ପାଞ୍ଚ ଶିଶୁଙ୍କ ପ୍ରଥମେ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ମାସରେ ବାପା ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ପରେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ୍ ସଂସ୍ଥାର କର୍ମକର୍ତ୍ତା ପହଞ୍ଚି ତଦନ୍ତ କରିଥିଲେ। ଆଜି ଚାଇଲ୍ଡ ଲାଇନ ଓ ପ୍ରେମ!-->…
ପ୍ରବଳ ଖରା ଯୋଗୁ ସ୍କୁଲ ସମୟ ପରିବର୍ତ୍ତନ ଦାବି
ଫୁଲବାଣୀ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଶିକ୍ଷକ ସଙ୍ଘ ପକ୍ଷରୁ ସମୟ ନିର୍ଘଣ୍ଟ ବଦଳାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଜରିଆରେ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି l କୁନି କୁନି ପିଲାମାନେ ଦିନ ୧୧:୩୦ ବେଳେ ଘରକୁ ଫେରିଲା ବେଳକୁ ଝାଳ ରେ ଅସ୍ତ!-->…
ବ୍ରହ୍ମପୁର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର, : ଗୋସାଇଁନୂଆଗାଁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଜନତା ମଇଦାନ ଠାରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ. ଅନିଲ କୁମାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଗୋସାଇଁନୂଆଗାଁ ଗ୍ରାମବାସୀଙ୍କ!-->…
ଭରସାଯୋଗ୍ୟ ବିଜୁଳି ପାଇଁ ନୂତନ ଟ୍ରାନ୍ସଫର୍ମର ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଗ୍ରୀଷ୍ମ ପ୍ରବାହରେ ବିଜୁଳି ଯୋଗାଣ ଟିପିଏସ୍ଓଡିଏଲ୍(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପାଇଁ ଏକ ବଡ଼ ଆହ୍ୱାନ । ଏଣୁ କମ୍ପାନୀ ଏନେଇ ବ୍ୟାପକ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରଖିଛି । ଏହାସହ ନୂତନ ବିଜୁଳି ଭିତ୍ତିଭୂମି ମଧ୍ୟ ପ୍ରତିଷ୍ଠା ହେଉଛି ।!-->…
ଖଲ୍ଲିକୋଟ ରେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ତୀବ୍ରତର….
ବିଧାୟିକା ଙ୍କ ଟିକେଟ ବାତିଲ ନକଲେ ପରିସ୍ଥିତି ଭୟା ଭୟ ହେବ……!
ଵ୍ରହ୍ମପୁର: ୫-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ରୋଚକ ସ୍ଥିତି ରେ ପହଞ୍ଚିଛି। ସ୍ଥାନୀୟ ବିଧାୟିକା ଓ ତାଙ୍କ ସ୍ବାମୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ସୁଜ୍ଞାନ ଲିଗାସି ର!-->!-->!-->…
ବେଲପଦର ଆଶ୍ରମର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ : ଅବହେଳା ଯୋଗୁଁ ମୃତ୍ୟୁ ନେଇ ଗୋଛାପଡା ଥାନାରେ ଅଭିଯୋଗ କଲେ ପିତା
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବେଲପଦର ଆଶ୍ରମ ସ୍କୁଲରେ ଗୋଛାପଡା ଅଞ୍ଚଳର କାଲିମୁଣ୍ଡା ଗ୍ରାମର ଶୁଭଲକ୍ଷ୍ମୀ ଦେହୁରୀ, ଆଶ୍ରମରେ ରହି ନବମ ଶ୍ରେଣୀରେ ପଢୁଥିଲେ। ଗତ ୨ ତାରିଖ ଦିନ ତାର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା ।!-->…