Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଧାନଚୋରି ଘଟଣାରେ ୪ ନାବାଳକଙ୍କ ସମେତ ୫ ଗିରଫ…
୪୬ କ୍ୱିଣ୍ଟାଲ ଧାନ ଜବତ, ଅଟୋ ଓ ବାଇକ୍ ଜବତ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଘଟିଥିବା ଧାନ ଚୋରି ଘଟଣାରେ ଉମରକୋଟ ପୋଲିସ ତ୍ୱରିତ ପଦକ୍ଷେପ ନେଇ ୪ ଜଣ ନାବାଳକଙ୍କ ସମେତ ମୋଟ ୫ ଜଣଙ୍କୁ ଧରିଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୪୬ କ୍ୱିଣ୍ଟାଲ ଧାନ ଜବତ ହୋଇଥିବା ବେଳେ!-->!-->!-->…
ତିନି ବର୍ଷ ହେଲା ଅଧାପନ୍ତରିଆ ହଷ୍ଟେଲ କୋଠା…
ସରକାରୀ ଅର୍ଥ ହରଲୁଟ.. ଯନ୍ତ୍ରୀ ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ କେବେ...??
ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ସମସ୍ତ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ; ଉଲ୍ଲଂଘନ କଲେ ହେବ କଠୋର…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେବା ସହ ରାସ୍ତାଘାଟ ଅବରୋଧ ଓ ଯାତାୟାତ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ଏହି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଜନସାଧାରଣଙ୍କ ସୁରକ୍ଷା ତଥା ଆଇନ ଶୃଙ୍ଖଳା ରକ୍ଷା!-->…
ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ମଦ ବିକ୍ରି ଅଭିଯୋଗ…
ବାଲିମେଳାରୁ ସାମ୍ନାକୁ ଆସିଲା ବିଦେଶୀ ଠିପି ବନ୍ଦ ମଦ ବିକ୍ରିର ଭିଡିଓ ।ମାଲକାନଗିରି : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଅବରୋଧ ଓ ଯାତାୟାତ ବାଧାପ୍ରାପ୍ତ ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି, ୧୨ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାର ସମସ୍ତ!-->…
ସାକ୍ଷରତାର ଆଲୋକ ବିତରଣ କଲା ‘ଉଲ୍ଲାସ’ : ବ୍ଲକ ସ୍ତରୀୟ ଜନସଚେତନତା ପଦଯାତ୍ରା
ବାଲିଗୁଡ଼ା : ହାତରେ ସଚେତନତାର ବାର୍ତ୍ତା, ମୁହଁରେ ସାକ୍ଷରତାର ସ୍ଲୋଗାନ ଏବଂ ମନରେ ଏକ ସୁନ୍ଦର ସମାଜ ଗଠନର ସଂକଳ୍ପ। ଏଭଳି ଏକ ଶିକ୍ଷାମୟ ପରିବେଶରେ ବାଲିଗୁଡ଼ା ସହରରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରା। ସାକ୍ଷରତା କେବଳ!-->…
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ…
ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା
ନୟାଗଡ଼,୧୨/୦୯(ନିସର୍ତ୍ତ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ!-->!-->!-->…
ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…
୫୧,୧୩୩ଟି ମାମଲାର ଆପୋଷ ସମାଧାନ
ବ୍ରହ୍ମପୁର, ତା. ୧୨/୦୯/୨୦୨୬: ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଜିଲ୍ଲାର ବିଭିନ୍ନ ଅଦାଲତରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ସମସ୍ତ!-->!-->!-->…
‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ…
ନୀଳ ଅର୍ଥନୀତି, ସୁସ୍ଥ ଓ ସ୍ଥାୟୀ ବିକାଶ, ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ବିକାଶ ତଥା ସାମୁଦ୍ରିକ ଗବେଷଣା ଉପରେ ସରକାରଙ୍କ ଗୁରୁତ୍ୱ
ପ୍ରକୃତି ମା’କୁ ଭଲ ପାଇବା ସହ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ : ଚିତ୍ରା ଆରୁମୁଗମ୍
ବ୍ରହ୍ମପୁର //ଗୋପାଳପୁର, ତା.!-->!-->!-->!-->!-->…
ଓଡ଼ଗାଁ ଏନଏସିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ : ୩୧ଶହ ଟଙ୍କା ଜୋରିମାନା ସହିତ ୧୨ କେଜି ପଲିଥିନ ଜବତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ପକ୍ଷରୁ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ପରିବେଶ ରକ୍ଷା ପାଇଁ ଏନଫୋର୍ସମେଣ୍ଟ ଟିମ୍ ତରଫରୁ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଚଢ଼ାଉ କରାଯାଇଥିଲା ।ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ସମୟରେ ଏକକ ବ୍ୟବହୃତ!-->…
ରଣପୁର ମୁସଲିମ ସାହିରୁ ୧୪୫ ଗ୍ରାମ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ
ନୟାଗଡ଼,୧୧/୦୯(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅନ୍ତର୍ଗତ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ମୁସଲିମ ସାହିରୁ ଗୁରୁବାର ୧୪୫ ଗ୍ରାମ ବ୍ରାଉନ ସୁଗାର ସହିତ ବେପାରୀକୁ ଗିରଫକରିଛି ରଣପୁର ଅବକାରୀ ପୋଲିସ l ସୂଚନା ଅନୁଯାୟୀ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ!-->!-->!-->…