Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
“ଉଦ୍ୟୋଗପତି ଶେଖର ବିଶ୍ୱାସଙ୍କ ଆକସ୍ମିକ ମୃତ୍ୟୁରେ ରାଇଘର ବଣିକ ସଂଘର ଦୁଃଖ ପ୍ରକାଶ
ଉମରକୋଟ : ରାଇଘର ବ୍ଲକ ସଦର କୁମ୍ଭାରପାରା ସାହିରେ ଶେଖର ବିଶ୍ୱାସ ଘର କରି ନିଜର ବ୍ୟାପାର ବାଣିଜ୍ୟ କରି ସନ୍ମାନର ସହିତ ବସବାସ କରି ଆସୁଥିଲେ। ବିଗତ ୨୦/୦୩/୨୦୨୪ ରିଖ ବୁଧବାର ସକାଳେ ସବୁ ଦିନ ଭଳି ଗାଧୋଇବାକୁ ନିଜ ଘରର ବାଥରୁମରେ ଯିବା ପରେ ସେ ଆଉ ବାହାରି ନ ଥିଲେ। ଆନୁମାନିକ ଦୁଇ!-->…
କଂଗ୍ରେସର ସଂକଳ୍ପପତ୍ର ରାଜ୍ୟବାସୀଙ୍କ ନିକଟରେ
ଫୁଲବାଣୀ : ଜିଲ୍ଳା କଂଗ୍ରେସ କମିଟି ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ନେତାଜୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଏ ଆଇ ଏମ ସି ଏସ ଶ୍ରୀମତୀ ସସ୍ମିତା ବେହେରା ଉପସ୍ଥିତ ରହି କହିଲେ ଯେ ପ୍ରଦେଶ କଂଗ୍ରେସ!-->…
ପୂଜ୍ୟପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଦେହାନ୍ତ
ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟିବ୍ରହ୍ମପୁର : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତକାଲି ସନ୍ଧ୍ୟା ଏମକେସିଜି ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଦେହାନ୍ତ ହୋଇଯାଇଛି l ସେ ସହରରେ ଜଣେ ମେଳାପୀ, ସାଧୁପରାୟଣ ଓ ଦୃଢ଼!-->…
ଷଣ୍ଢ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ
ଛତ୍ରପୁର : ଷଣ୍ଢ ଆକ୍ରମଣରେ ଗଲା ମହିଳା ଜୀବନ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ବଡ଼ମାଧପୁର ଗ୍ରାମର ବି.କାମିଲି ପାତ୍ର | ଆଜି ସକାଳୁ ଏକ ଗାଇ କୁ ଷଣ୍ଢ ଗୋଡ଼ାଉ ଥିଲା ବେଳେ ମହିଳା ଉପରେ ଆକ୍ରମଣ କରିଥିଲା ଷଣ୍ଢ | ଘଟଣା ସ୍ଥଳରେ!-->…
ପରସ୍ପର ଖୁଆଖୁଇ ହେଲେ ମିଠା : ନିର୍ବାଚନ ମଣ୍ଡଳୀକୁ ଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ଧୃଵ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀକୁ ଅଂଶୁମାନ ମହାନ୍ତି ଵୁଧବାର ଦିନ ଏଣ୍ଟ୍ରି କରିଵେ ବୋଲି ଚର୍ଚ୍ଚା ଆରମ୍ଭ ହେଊଛି । ସେ ଶଙ୍ଖ ଭବନରେ ବିଜେଡିରେ ମିଶିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳକୁ ପାଦ ପକାଇ ନାହାନ୍ତି,ଏଵେ ଏକାକାର ହୋଇଥିବା ସମସ୍ତ ବିଜେଡି କର୍ମୀ!-->…
ପଟାପାରିଆରେ କାଳଵୈଶାଖୀର ତାଣ୍ଡଵରୁ ଅଳ୍ପକେ ବର୍ତ୍ତିଲେ କୈଳାସ ଓ ତାଙ୍କ ପରିବାର
ରାଜନଗର : ଅଦିନିଆ କାଳଵୈଶାଖି କୈଳାସଙ୍କ ପରିବାରକୁ ସର୍ବଶ୍ବାନ୍ତ କରିବା ସହ ଅଳ୍ପକେ ଵଡ ଦୁର୍ଘଟଣାରୁ ଵଞ୍ଚାଇ ଦେଲେ । ହଠାତ୍ କିଛି ନଥିଲା ମାଡିଆସିଲା କାଳଵୈଶାଖି ନାଦି ଦେଲା ବର୍ଷା , ମାଡିଆସିଲା ଦ୍ରୁତ ଗତିରେ ଵିଜୁଳି ଓ ଝଡପବନ । ଉଡାଇନେଲା ଆଜବେଷ୍ଟ ଛପର ସହ ଲୁଗାପଟା ଓ ଆସବାବପତ୍ର।!-->…
ଦୁର୍ଘଟଣାଗ୍ରସ୍ତ ଛାତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଇଲେ ଛତ୍ରପୁର ବିଧାୟକ
ଛତ୍ରପୁର : ଶନିବାର ଜାତୀୟ ରାଜପଥରେ ପଡ଼ିଥିବା ଦୁର୍ଘଟଣା ଗ୍ରସ୍ତ ଆହାତ ଛାତ୍ର ଙ୍କୁ ଉଦ୍ଧାର କରି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉତ୍ତମ ଚିକିତ୍ସା ନିମନ୍ତେ ନିଜ କାର ରେ ବ୍ରହ୍ମପୁର ମେଡିକାଲ ରେଚିକିତ୍ସା ନିମନ୍ତେ ଭର୍ତି କରି ମାନ ବିକତା ପରିଚୟ ଦେଖାଇଛନ୍ତି, ଉକ୍ତ ଛାତ୍ର!-->…
ସାଧାରଣ ନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ଇସ୍ତାହାର ଓ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ
ଦେବଗଡ଼ : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟୀ ପକ୍ଷରୁ ଦେବଗଡ ଜିଲାରେ ଶନିବାର ଆନୁଷ୍ଠାନିକ ଭାବେ ଇସ୍ତାହାର ପ୍ରକାଶ ପାଇଛି । ସ୍ଥାନୀୟ ଏକ ଘରୋଇ ହୋଟେଲରେ ଜିଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁଙ୍କ ଆବାହକତ୍ୱ ଓ ଜିଲା!-->…
ବମ୍ପରଡା ସାପ୍ତାହୀକ ହାଟରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ
ଦେବଗଡ଼ (୨୩ା୩) : ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଂଚାୟତ ମହାସଂଘ ଆନୁକୂଲ୍ୟରେ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀ ମାନଙ୍କୁ ନେଇ ବମ୍ପରଡା ସାପ୍ତାହୀକ ହାଟରେ ଏକ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଯାଇଛି । ଏହି ବିକ୍ରୟ କେନ୍ଦ୍ରକୁ ମୂଖ୍ୟ ଅତିଥି ଭାବେ ବମ୍ପରଡା ଗ୍ରାମ!-->…