Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜାମୁଝରି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକର ଅନ୍ତର୍ଗତ ଜାମୁଝରି ମୁଖ୍ୟାଳୟରେ ଥିବା ଜାମୁଝରି ଉଚ୍ଚ ବିଦ୍ୟାଳୟ, ଫୁଲବାଣୀର ଦ୍ବିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରୋହିତ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ!-->…
ନିୟମିତ ପିଇବା ପାଣି ଯୋଗାଣ,ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଚାରି ଦଫା ଦାବିନେଇ ବିକ୍ଷୋଭ
୨୪ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରତିଶୃତି ନେଇ ବୁଦ୍ଧିଜୀବୀଙ୍କ ପ୍ରଶ୍ନ
ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରତି ଅଂଚଳକୁ ପିଇବା ପାଣି ନିୟମିତ ଯୋଗାଣ, ବର୍ଦ୍ଧିତ ଘର ଟିକସ ଛାଡ଼, ଏମକେସିଜି ମେଡିକାଲ ପରିସରରେ ପାର୍କିଂ ଫି ଆଦାୟ ବନ୍ଦ,ରୋଗୀଙ୍କ ସୁବିଧା ପାଇଁ ମେଡିକାଲର ଦ୍ୱିତୀୟ ଗେଟ!-->!-->!-->…
ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ବିପିଏମ୍,ବିପିସି, ବିଏଲସି , ବିପିଏ, ଏସଡିସି ଓ ହିସାବ ରକ୍ଷକ ମାନେ (BPM,BPC ,BLC ,BPA -CA , SDC ଓ Accountant) ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଓଡିଶା ସରକାରଙ୍କ!-->!-->!-->…
ଶ୍ରୀଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କ ଜନ୍ମ ଜୟନ୍ତୀ ଏବଂ ସାଧାରଣ ସଭା
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ରାମକୃଷ୍ଣ ମନ୍ଦିର ପ୍ରାଙ୍ଗଣଠାରେ ଆଜି ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣଙ୍କ ୧୮୯ତମ ଜନ୍ମ ଜୟନ୍ତୀ ମହା ସମାରହରେ ବିଧିବଦ୍ଧ ଭାବରେ ପୂଜା ଅର୍ଚନା ସହ ପାଳନ କରାଯାଇଅଛି | ଉମରକୋଟ, ରାଇଘର, ଝରୀଗାଁ, ଚନ୍ଦାହାଣ୍ଡିରୁ ସହ ସହ ଭକ୍ତ ଯୋଗଦାନ କରିଥିଲେ,ଛତିଶଗଡ଼!-->…
ଫୁଲବାଣୀ ଓକିଲ ସଂଘର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ…
ଫୁଲବାଣୀ : ଓଡିଶା ଷ୍ଟେଟ ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀ ରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ଦୁଇ ଦିନ ଧରି ୧୧/୩/୨୪ ଓ ୧୨/୩/ ୨୪ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ!-->…
ଚିକିଟୀ ଏନ ଏ ସି ରେ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ…
ଚିକିଟୀ-- ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କ ଦ୍ଵାରା ଆଜି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଅଛି। ପ୍ରଥମେ ଚିକିଟୀ ଗଡ଼ ସ୍ଥିତ ୨ ନମ୍ବର ୱାର୍ଡରେ ଥିବା ଵାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ!-->…
ରାଷ୍ଟ୍ରୀୟ କଳାମଞ୍ଚ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ କଳାମଞ୍ଚର ପ୍ରତିଭା ସଂଗମ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । କଳା କ୍ଷେତ୍ରରେ ରୂଚି ରଖିଥିବା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ!-->!-->!-->…
ଗ୍ରୀଷ୍ମ ଋତୁ ପୂର୍ବରୁ ସଦନମେଣ୍ଢିରେ ପାଣି ସମସ୍ୟା : ଜାତୀୟ ରାଜପଥରେ ମହିଳା…
ଫୁଲବାଣୀ : ରାଜ୍ୟ ସରକାର ପାଣି ସମସ୍ୟା ନ ଉପୁଜିବା ପାଇଁ ବସୁଧା ଯୋଜନା କରିଛନ୍ତି, ଘରେ ଘରେ ସମସ୍ତେ ସ୍ୱଚ୍ଛ ପାଣି ପାଇବେ l ମୁଖ୍ୟ ଜାତୀୟ ରାଜପଥକୁ ଲାଗି ରହିଥିବା ସଦନମେଣ୍ଢି ଗ୍ରାମରେ ପାଣି ସମସ୍ୟାକୁ ନେଇ ୧୫୭ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ମାନେ ଅବରୋଧ କରିଥିବା ଦେଖିବାକୁ!-->…
କନେଷ୍ଟବଲ ଓ ହାବିଲଦାର ସଂଘର ନିର୍ବାଚନ : ସଭାପତି ବିଶ୍ଵମ୍ବର ସମ୍ପାଦକ ପ୍ରଭାତ
ଫୁଲବାଣୀ: କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ରଙ୍କ ଆଲୋଚନା ଏବଂ ତତ୍ବାବଧାନରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଶହରୁ ଉର୍ଦ୍ଧ୍ବ କନେଷ୍ଟବଲ ଓ ହାବିଲଦାର କର୍ମଚାରୀ ମାନଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଦିର୍ଘ ଛଅ ବର୍ଷ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ କିଛି କନେଷ୍ଟବଲ ଓ ହାବିଲଦାର!-->…
ମାଲକାନଗିରି ସହର ଉପକଣ୍ଠରେ ଭାଲୁ ପଲ, କାବୁ କରିବାକୁ ଉଦ୍ୟମ କରୁଛି ବନ ବିଭାଗ
ମାଲକାନଗିରି, ୧୧।୩ : ମାଲକାନଗିରି ସହର ଉପକଣ୍ଠରେ ଭାଲୁ ପଲ୍ଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ସଦର ମହକୁମାରୁ ଛତିଶଗଡକୁ ସଂଯୋଗ ପାଇଁ ଥିବା ମୁଖ୍ୟ ରାସ୍ତାରେ ଗୋଟିଏ ମା ଭାଲୁ ସହ ଦୁଇ ଶାବକ ସହ!-->…