Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସମସ୍ୟା ଘେରରେ ସ୍ୱାମୀ ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ବିଇଓଙ୍କୁ ଦାବୀପତ୍ର ଦେଲେ ଛାତ୍ରୀ ଛାତ୍ର
ମାଲକାନଗିରି ୨୨/୦୬ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ପିଲା ମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।!-->!-->!-->…
ନାବାଳିକାଙ୍କୁ ଅପହରଣ ଘଟଣା ଯୁବକ ଗିରଫ
ହିଞ୍ଜିଳିକାଟୁ : ଗାଁ ଯାତ୍ରାରେ ବୁଲୁଥିବା ବେଳେ ବିବାହର ପ୍ରଲୋଭନ ଦେଖାଇ ଜୈନିକା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣାର ୪ ଦିନ ପରେ ପାଟପୁର ପୁଲିସ ସଂପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ!-->…
ପାବନଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଉତ୍ସବ ଶନିବାର ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ ଟା ୩୦ ମିନଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତି କରାଯାଇ ବଲ୍ଲଭଭୋଗ, ଦ୍ୱାରପାଳ ପୂଜା!-->…
ଛତ୍ରପୁର ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ପାଳିତ
ଛତ୍ରପୁର ସହର ସମେତ ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ଦେବସ୍ନାନ ପୁର୍ଣିମା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି l ଶନିବାର ଛତ୍ରପୁର ସହର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜୀଉ ଙ୍କୁ ରିତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା l!-->…
ବଜ୍ରପାତରେ ଦୁଇ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରାକ ମୌସୁମୀ ଜଳବାୟୁ ର ପ୍ରବେଶ ଯୋଗୁଁ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବିଜୁଳି ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାତିରେ ମାଲକାନଗିରି ସଦର ନିକଟ ଚାଲାଣଗୁଡା ପଂଚାୟତ ଅନ୍ତର୍ଗତ ଗନ୍ଧୀପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକାଶୀୟ ବିଜୁଳି!-->…
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି : ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି ମହା ସମାରୋହରେ ମହାପ୍ରଭୁଙ୍କ ସ୍ନାନଯାତ୍ରା l ଆଜି ପବିତ୍ର ଜ୍ୟେଷ୍ଠମାସ ପୂର୍ଣିମା ଉକ୍ତ ଦିବସକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ l ଆଜି ପ୍ରାତଃ ନିତି କାନ୍ତି!-->!-->!-->…
ଗଞ୍ଜେଇ ସହ କାର, ମୋଟର ସାଇକଲ ଜବତ ୪ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ କନ୍ୟା ଆଶ୍ରମ ନିକଟରେ ଭୋଳା ନାଥ ପଣ୍ଡା ଓ ଏକ ଟିମ୍ ସକାଳ ସମୟରେ ପେଟ୍ରୋଲିଂ କରିବା ସମୟରେ ଗୋଟିଏ ଫର୍ଡ କାର ଓ ଗୋଟିଏ ପଲ୍ସର୍ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ସମୟରେ କାର ଭିତରୁ ୬୩କେଜି ଗଞ୍ଜେଇ ବାହାରିଥିଲା।!-->…
ସଙ୍ଗୀତ ଦିବସ ଅବସରରେ ସଙ୍ଗୀତ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : ବିଶ୍ଵ ସଙ୍ଗୀତ ଦିବସ 2024 ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ସାଧନା ଦ୍ଵାରା ଏକ ସଙ୍ଗୀତ ଉତ୍ସବ ସ୍ଥାନୀୟ ରୋଟାରୀ କ୍ଲବ,ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ତଥା ବିପ୍ର ଚରଣ ପାତ୍ର!-->…
ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ଓ ଗଜାନନ ବେଶ ଅନୁଷ୍ଠିତ
ଫୁଲବାଣୀ ୨୨/୦୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ମାଦିକୁନ୍ଦା ଛକ ନିକଟସ୍ଥ ଦଧିବାମନ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନ ବିଧୂ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁରଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ!-->…
ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରୀତିନୀତି ଅନୁସାରେ ୧୦୮ ଗରା!-->…