Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ବ ଯୋଗ ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ଶିଶୁ ଓ ଆଚାର୍ଯ୍ୟ, ଅଚାର୍ଯ୍ୟାଗଣ ସାମୂହିକ ଯୋଗ କ୍ରିୟା କରି ଯୋଗର ମହତ୍ତ୍ୱ କୁ ଉପଲବ୍ଧି କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମ!-->…
ଜିଲ୍ଲାସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଯୋଗ - ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଆଭାସ ଦ୍ୱାରା ଅନେକ ଲାଭପ୍ରଦ ହୁଏ - ସାଂସଦ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଆଡମ୍ବର ସହକାରେ ଶୁକ୍ରବାର ପାଳିତ ହୋଇଯାଇଛି l!-->!-->!-->…
ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତ
ବାଲିଗୁଡ : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ!-->…
ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ…
ଫୁଲବାଣୀ : ରାଜ୍ୟ ଶ୍ରମ ଏବଂ କର୍ମଚାରୀ ବିମା ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ଶ୍ରମିକ ନିରାକରଣ ରଥକୁ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ମହୋଦୟ ଶୁଭାରମ୍ଭ କରିଥିଲେ । ଶିଶୁ ଶ୍ରମିକ ନିରାକରଣ ସଚେତନତା ଉପଲକ୍ଷେ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ!-->!-->!-->…
ଶ୍ୟାମ ସୁନ୍ଦର ବିଦ୍ୟା ପୀଠ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ…
ପାତ୍ରପୁର, : ପାତ୍ରପୁର ବ୍ଲକ ର ସୁରଙ୍ଗୀ ଗ୍ରାମ ପଞ୍ଚାୟତ ଶ୍ରୀ ଶ୍ୟାମ ସୁନ୍ଦର ବିଦ୍ୟା ପୀଠ ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପ୍ରଧାନ ଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ଟହଲଙ୍କ ଆନୁକୂଲ୍ୟରେ ପାଲିତ ହୋଇଯାଇଛି l ଯୋଗ ଏକ ସୁସ୍ଥ ଜୀବନ ଶୈଳୀ କାରଣ ଏହା ବ୍ୟକ୍ତିର ମାନସିକ,ଓ ଶାରୀରିକ ସନ୍ତୁଳନ!-->…
ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ କରିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ!-->!-->!-->…
ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ପାଳିତ…
ଯୋଗ ଏକ ସୁସ୍ଥ ଜୀବନ ଶୈଳୀ: ବିଧାୟକ ଉମା ମଲ୍ଲିକ..
ପୋଡ଼ଙ୍ଗିରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ହିଞ୍ଜିଳିକାଟୁ ବ୍ଳକ ପୋଡ଼ଙ୍ଗି ବିଦ୍ୟାଳୟରେ ଗୁରୁବାର ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବୁରୁପଡା ସରପଞ୍ଚ ସନ୍ତୋଷୀ ବେହେରା,!-->…
ଜାତୀୟ ରାଜପଥ ପାଲଟିଛି କାଞ୍ଜିଆହୁଦା : ପୌର ପ୍ରଶାସନ ନିରବଦ୍ରଷ୍ଟା
ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥଟି ବୁଲା ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି । ଏ ନେଇ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଇଗୋରୁଙ୍କୁ ଘରେ ରଖିବା ପରିବର୍ତ୍ତେ ମାଲିକମାନେ ନିଜର ସ୍ୱାର୍ଥ ହାସଲ ହେବା ପରେ!-->…
‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ଟିପିଏସ୍ଓଡିଏଲର ଆଲୋଚନା ଚକ୍ର
ବ୍ରହ୍ମପୁର : ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ ଅଫିସରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ହୋଇଥିବା!-->…