Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଏମ୍ ଭି ୭୯ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ମାଲକାନଗିରି : ଏମ୍ଭି ୭୯ ହାଇସ୍କୁଲ ଖେଳ ପଡିଆ ଠାରେ ୪ ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍ଟରେ ଆଠ ଟି ଦଳ ଭାଗ ନେଇଥିବା ବେଲେ, ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ପେଣ୍ଡୁଲବାଇ ଓ ଲାଛିପେଟା କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ!-->…
ବ୍ଲକ ପ୍ରଶାସନ ଓ ପିରାମଲ ସହଯୋଗରେ ରଜ ଉତ୍ସବ ପାଳନ
ମାଲକାନଗିରି : ଖଇରପୁଟ ବ୍ଲକ କଦମଗୁଡା ପଂଚାୟତ ପରିସରରେ ଋତୁସ୍ରାବ ସ୍ଵଚ୍ଛତା ନେଇ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ପିରାମଲ ଫାଉଣ୍ଡେସନ, ବ୍ଲକ ପ୍ରଶାସନ ଓ ଜିଲ୍ଲା ବନ ବିଭାଗର ମିଳିତ ପ୍ରୟାସରେ ରଜ ଉତ୍ସବ ପାଳନ କରାଯାଇଛି । ସରପଞ୍ଚ ସୂର୍ଯ୍ୟ ନାରାୟଣ ଝିଗିଡିଙ୍କ ପ୍ରତ୍ୟେକ୍ଷ!-->…
ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ୍ ଡିଭିଜନ ସହକାରୀ ଯନ୍ତ୍ରୀ ନିଲମ୍ବିତ
ଭୁବନେଶ୍ବର : ରାଜଧାନୀ ଡ୍ରେନ୍ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି।ଗତ ୧୮!-->…
ଶିଶୁ ଶ୍ରମିକ ନିରାକରଣ ସଚେତନତା ପ୍ରଚାର ରଥର ଶୁଭାରମ୍ଭ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମ ବିରୁଦ୍ଧରେ ମାସ ବ୍ୟାପି ସଚେତନତା ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର!-->!-->!-->!-->!-->…
ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା, ୫ ଗୁରୁତର , ୨ ଆହତ
ହିଞ୍ଜିଳିକାଟୁ : ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଚକ୍ଷୁ ଚିକିତ୍ସାଳୟ ନିକଟରେ ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା କଞ୍ଚୁରୁ ଗ୍ରାମର!-->…
୪୦ କିଲୋ ଗଞ୍ଜେଇ ସହ ଅଟୋ ଜବତ
ଫୁଲବାଣୀ : ବୁଧବାର ଦିନ ଅପରାହ୍ନ ଦିନ ୨ ଟା ବେଳେ ଅବକାରୀ ବିଭାଗ ର ପେଟ୍ରୋଲିଂ ବେଳେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡା ଘାଟିରେ ୪୦ କିଲୋ ଗଞ୍ଜେଇ ସହ ଗୋଟିଏ ଅଟୋ ଅବକାରୀ ଜବତ କରିଥିବା ସୂଚନା ମିଳିଛି।ସୂଚନା ମୁତାବକ ଫୁଲବାଣୀ ନଦୀ ଖଣ୍ଡି ସାହିର ଉମେଶ କୁମାର ସାହୁ ଏବଂ ବିହାର!-->…
ମ୍ୟାଲେରିଆ ନିରାକରଣ ନିମନ୍ତେ “ଆଇ.ଆର.ଏସ୍. ଅଭିଯାନ”ର ପ୍ରସ୍ତୁତି
ଫୁଲବାଣୀ : ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ଯାହାକି ସମାଜ ରେ ଗରିବ ପରିବାରର ଆର୍ଥିକ ସ୍ଥିତିକୁ ବିଗାଡିବା ରେ ମୂଖ୍ୟ ଭୂମିକା ନେଇଥାଏ । ସେଥିମଧ୍ୟରୁ ଯଦି କନ୍ଧମାଳା ଜିଲ୍ଲା କଥା ଚିନ୍ତାକରିବା ତେବେ ଶିକ୍ଷା ରେ ଅନଗ୍ରଶର ହୋଇଥିବା ରୁ ଜନ ସାଧାରଣଙ୍କ ନିକଟରେ ସଚେତନତାର ଅଭାବ!-->…
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭୟଭୀତ ଗ୍ରାମବାସୀ : ପୁରୁଷ ଶୂନ୍ୟ ହାତୀବେନା ଗାଁ
ଉମରକୋଟ : କଥାରେ ଅଛି "ଘର ଆମର ମାଲିକାଣି ଅନ୍ୟର " । ପ୍ରକୃତ ସେଟଲର ପଟ୍ଟାଧାରୀ ବ୍ୟକ୍ତି ଜେଲ ହାଜତରେ ଆଉ ଅନସେଟଲର ଅନୁପ୍ରବେଶ କାରୀ ଯାହାର କିଛିବି ପ୍ରମାଣ ପତ୍ର ନାହିଁ ବାହାରେ ଖୁଲାମ ଖୁଲା ଦାଦାଗିରି କରି ବୁଲୁଛି। ପୋଲିସ ପ୍ରଶାସନ ଆଇନର ରକ୍ଷକ ହୋଇ ପକ୍ଷପାତ ନକରି ସମସ୍ତଙ୍କୁ!-->…
ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ “ଟେବୁଲ ଟପ୍ ଏକ୍ସରସାଇଜ” ବୈଠକ ଅନୁଷ୍ଠିତ…
ସୁନ୍ଦରଗଡ଼, ୧୮/୦୬: ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତି ର ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ "ଟେବୁଲ୍ ଟପ୍ ଏକ୍ସରସାଇଜ" ବୈଠକ ଆଜି ସଦଭାବନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ!-->!-->!-->…
ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାମଚରିତ ମାନସ ପ୍ରବଚନ ଶୁଭାରମ୍ଭ
ହିଞ୍ଜିଳିକାଟୁ ୧୮।୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଙ୍ଗଳବାରଠାରୁ ୯ ଦିନିଆ ରାମଚରିତ ମାନସ ପ୍ରବଚନ ମହାଆଡମ୍ଵର ସହକାରେ ଶୁଭାରମ୍ଭ!-->…