Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ
ମାଲକାନଗିରି : ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ର ତରଫରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରେ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ!-->…
ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିସଭା
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡ଼ିଆ କଥା ସାହିତ୍ୟର ସମ୍ରାଟ ତଥା ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୬ତମ ତିରୋଧାନ ଦିବସକୁ ଯଥା!-->!-->!-->!-->!-->…
ସାଇନ୍ସ ପାର୍କରେ ରଜପର୍ବ ୨୦୨୪ ପାଳନର ଶୁଭାରମ୍ଭ
ଫୁଲବାଣୀ : ଏହି ରଜପର୍ବ ହେଉଛି ପ୍ରତି ଓଡିଆ ମାନଙ୍କର ଗର୍ବ ଉଲ୍ଲାସର ଗଣ ଉତ୍ସବ । ପ୍ରତି ବର୍ଷ ଆସାଢ ମାସ ଆରମ୍ଭରେ ଏହି ପର୍ବକୁ ପ୍ରତିଟି ଓଡିଆ ବିଭିନ୍ନ ପିଠାପଣାର ଆସର ସହିତ ଦୋଳି ଖେଳ, ପୁଚି ଖେଳ ଇତ୍ୟାଦି ମାଧ୍ୟମରେ ବଡ ଡ ଧୁମଧାମରେ ପାଳନ କରିଥାଆନ୍ତି । ସାଧାରଣତଃ ଏହା ପ୍ରଥମ ରଜ!-->…
ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହାମଲା କୁ ଦମନପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର…
ଛତ୍ରପୁର, : ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁଙ୍କ ଜୀବନ ହାନି ଘଟିଲା ।ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭାରତ ବାସୀ ଙ୍କ ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମିତ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପାଳଙ୍କୁ!-->…
ପାନୀୟ ଜଳ ସମସ୍ୟାଅରବିନ୍ଦ ନଗରବାସୀଙ୍କ ରାସ୍ତାରୋକ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ପୌରପରିଷଦ ଅନ୍ତର୍ଗତ ଏଫ ସି ଆଇ ନିକଟରେ ଥିବା ଅରବିନ୍ଦ ନଗରବାସୀ ଙ୍କ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ବାରମ୍ବାର ଅଭିଯୋଗ ସତ୍ତ୍ଵେକୌଣସି ସମାଧାନ ହେଉନଥିବାରୁ ଅଞ୍ଚଳବାସୀ ମାନେ ଗରା ମାଠିଆ ଓ ବାଲଟି ନେଇ ଫୁଲବାଣୀ ଠାରୁ ବୌଦ୍ଧ ଓ ଭୁବନେଶ୍ଵର!-->…
ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ନାହିଁ : ବିଦ୍ୟୁତ କାଟରେ ସହରବାସୀ ଅତିଷ୍ଠ
ହିଞ୍ଜିଳିକାଟୁ : ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ସାଉଥକୋକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ନିଶ୍ଚିତ ଉନ୍ନତି ଆସିବ ବୋଲି ଗ୍ରାହକଙ୍କ!-->…
ଜରୁରୀକାଳୀନ ସେବାରୁ ବଞ୍ଚିତ ଫୁଲବାଣୀ ସହର ବାସୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦାର ମହକୁମାରେ ହଟାତ ଝଡ ଫଳରେ ଅଧିକାଂଶ ୱାର୍ଡ ମାନଙ୍କରେ ସରକାରଙ୍କ ବସୁଧା ଜଳ ଯୋଜନାରୁ ମିଳୁଥିବା ପିଇବା ପାଣି ୪ ରୁ ୫ ଦିନ ନ ମିଳିବା ଫଳରେ ଜନସାଧାରଣ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିବାର ଦେଖାଯାଇଛି।କିନ୍ତୁ ଜରୁରୀକାଳୀନ ସେବା ଅଧିକାରୀ ଜାଣି!-->…
ମାଲକାନଗିରି ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ : ୪ ଶିଶୁ ଓ ୨ କିଶୋର ଶ୍ରମିକ ଉଦ୍ଧାର
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ୪ ଜଣ ଶିଶୁ ଓ ୨ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଥାଉ କି ଏହି ଶିଶୁ ଓ କିଶୋର ମାନଙ୍କୁ କାର୍ ୱାଶିଂ ସେଣ୍ଟର ଓ ଗାଡି ଗ୍ୟାରେଜରୁ ଉଦ୍ଧାର!-->…
ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ କୁସୁମ ବାହାଳ ଗାଁ
ଉମରକୋଟ : ଅବହେଳିତ ଅବସ୍ଥାରେ ବସବାସ କରୁଥିବା ଦୁଇଟି ସାହିର ମର୍ମାନ୍ତୀକ ଦୁର୍ଦଶା କହିଲେ ନ ସରେ । ସ୍ୱାଧୀନତାର ୭୬ବର୍ଷ ପରେ ବି ଦୃଷ୍ଟି ପଡୁ ନାହିଁ ସରପଞ୍ଚ, ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଓ ପ୍ରଶାସନର ।ଏହି ପରି ଏକ ଗ୍ରାମ,ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଳାପଦର ପଂଚାୟତ!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ସ୍ଥିତ ବ୍ଲକ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇ ଯାଇଛି । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ!-->…