Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କମଳା ପ୍ରକାଶନୀ ପକ୍ଷରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ
ଫୁଲବାଣୀ : ଫୁଲବାଣୀ ସହରରେ ଚାଲିଥିବା ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରାର ବିଦାୟ ସମୟ ଏବଂ ରଜ ମଉଜର ଉତ୍ସବ ଆରମ୍ଭ ସମୟମଜା ନେବା ପାଇଁ ଘରେ ଘରେ କୁଣିଆଙ୍କ ପ୍ରବଳ ଜନସମାଗମ ତା ସହିତ ଗ୍ରୀଷ୍ମ ପ୍ରବାହରେ ଗୁଳୁଗୁଳିଆ ପାଗ ଦିନରେ ଘର ଭିତରେ ଫ୍ୟାନ ଲଗାଇଲେ ସେଥିରୁ ବାହାରୁଛି ଗରମ ପବନ!-->…
ମିଳୁନି ମୁନ୍ଦେ ପାଣି: ହାଣ୍ଡି-ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକେ
କନ୍ଧମାଳ: ପ୍ରବଳ ଖରାକୁ ମୁନ୍ଦେ ପାଣି ପାଇଁ ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଉପର ସାହି ବାସିନ୍ଦାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମୁନ୍ଦେ ପାଣି ପାଇଁ ସେମାନେ କଲବଲ ହେଉଛନ୍ତି। କୂଅ, ନଳକୂଅରୁ ପାଣି!-->…
ପୋଷ୍ଟାଲ ଚାକିରି ପାଇଁ ଜାଲ ପ୍ରମାଣପତ୍ର: ଓଡ଼ିଶାରେ ସିବିଆଇର ଖୋଳତାଡ଼
ଭୁବନେଶ୍ବର : ଓଡ଼ିଶାରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି!-->…
ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ…
ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଥିବା ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଉକ୍ତ ପ୍ଲାଣ୍ଟର ମୁଖ୍ୟାଂଶ ବ୍ୟାଗରେ କାର୍ଯ୍ୟରତ ମିସ୍ତ୍ରୀ ଓ ଶ୍ରମିକମାନେ!-->…
ପରଠାରେ ଉଭା ହେଲେ ଜଗନ୍ନାଥ
ମାଲକାନଗିରି, ୧୧।୬ : ମାଲକାନଗିରି ଜିଲ୍ଲା ସଦରରେ ଥିବା ଟେକବାଡି ସାହିରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ସଞ୍ଜୁକ୍ତା ଓରା ନାମକ ମହିଳା ନିଜ ଘରେ ଭୋଜନ ପାଇଁ ପରଠା ପ୍ରସ୍ତୁତ କରୁଥିବା ବେଳେ ହଟାତ ଗୋଟିଏ ପରଠାରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଦେଖିବାକୁ ପାଇଥିଲେ!-->…
ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ !
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡନବସକ ସମ୍ମୁଖରେ ଯାଉଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୁଆଁରମୁଣ୍ଡା ରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ବାଇକ ଯାହାର ନମ୍ବର ଓଡି ୧୪ ଇ ୧୦୫୨କୁ ଏକ ବସ ଧକ୍କା ଦେଇ ଘଟଣାସ୍ଥଳ ରୁ!-->…
ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ସମ୍ପନ୍ନ
ହିଞ୍ଜିଳିକାଟୁ : ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ହିଞ୍ଜିଳିକାଟୁ ସହର ସମେତ ଆଖ ପାଖ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ!-->…
ବି.ଏସ୍.ଏଫକୁ ସଫଳତା : କମ୍ବିଂ ସମୟରେ ଯବାନଙ୍କ ଦ୍ଵାରା ମାଓ ଡମ୍ପ ଜବତ
ମାଲକାନଗିରି, ୧୧।୬ : ମାଲକାନଗିରି ଜିଲ୍ଲାରେ ବି.ଏସ୍.ଏଫ କୁ ମିଳିଛି ବଡ ସଫଳତା । ତଲାସି ଅଭିଯାନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ମାନେ । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଗ୍ରାମ ନିକଟ ଜଙ୍ଗଲରେ ବି.ଏସ୍.ଏଫ ଜବାନଙ୍କ ଦ୍ୱାରା ମାଓ ଡମ୍ପ ଜବତ କରା ଯାଇଛିା!-->…
କାର ଓ ଟ୍ରେଲର ମୁହାଁ ମୁହିଁ ଧକ୍କାରେ କାର ଚାଳକ ମୃତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ କାର ଓ ଦଶ ଚକିଆ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ କାର ଚାଳକର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ସୂଚନା ଅନୁଯାଇ ବୀରମିତ୍ରପୁର ରୁ ରାଉଲକେଲା!-->…
ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମାପନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶୈବପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ରୁଦ୍ରାଭିଷେକ, ହୋମ ଯଜ୍ଞ ପରେ ହର ପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବ ରେ ବର!-->…