Browsing Category

ଆଞ୍ଚଳିକ

ରଣ୍ଡିବା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦ୍‌ଘାଟିତ

ଆର,ଉଦୟଗିରି : ଗଜପତି ଜିଲ୍ଲା ରଣ୍ଡିବା ଗ୍ରାମରେ ଦ୍ବିତୀୟ ପର୍ଯ୍ୟାୟ ଆମ ବ୍ୟାଙ୍କ ସେବା ଇକୋ ବ୍ୟାଙ୍କ ସି ଏସ୍ ପି ପ୍ଲସ୍ କୁ ମୁଖ୍ୟମନ୍ତୀ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏନେଇ ସରପଞ୍ଚ ବାଳକୃଷ୍ଣ ବେହେରଦଲାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଧଡ଼କ ବାଲି ଚାଲାଣ…

ଗ୍ରାମବାସୀଙ୍କ ସହ ଲିଜଧାରୀ ମୁହାଁ ମୁହିଁ ପରେ ଉତ୍ତେଜନା… ଵ୍ରହ୍ମପୁର : ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ଦିନ ରାତି ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ସରକାରୀ ନୀତି ନିୟମକୁ ଆଖି ମିଟିକା ମାରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅଧିନସ୍ତ ସନ୍ତୋଷ ପୁର ବାଲି ଶଯ୍ୟାର

ପୁଣି ବନବିଭାଗ କଵ୍ଜାରେ ଜଣେ ବେପାରୀ : ୨୦ ବସ୍ତା ବାତେରା ଓ ଗରାଣି ଚେର ଜବତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଵାତେରା ଓ ଗରାଣି ଚେର ରାକେଟ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ମୂଲ୍ୟବାନ ଚେର ବାହାର ମାର୍କେଟରେ ବହୁ ଅର୍ଥରେ ବିକ୍ରି ହେଉଥିବାରୁ ଯେତେ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଛତ୍ରପୁର : ଆଜି (ମାର୍ଚ୍ଚ ୧, ୨୦୨୪) ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସହର ଉପକଣ୍ଠସ୍ଥ ଭଞ୍ଜବିହାର ଠାରେ ଅବସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ

ଓଡ଼ଗାଁ ଅଞ୍ଚଳରେ ସବୁ ଘରକୁ ୨୪ଘଣ୍ଟିଆ ପିଇବା ପାଣି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ସହରାଞ୍ଚଳର ସମସ୍ତ ଲୋକଙ୍କୁ ଆନ୍ତର୍ଜାତୀୟ ସହର ପରି ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ପୁରୀ, କଟକ, ବ୍ରହ୍ମପୁର ଆଦି ବଡ଼ ବଡ଼ ସହରରେ ଏହି କାର୍ଯ୍ୟକ୍ରମ ହୋଇ ସାରିଥିବା ବେଳେ ଓଡ଼ଗାଁ ଅଞ୍ଚଳ ପାଇଁ ୨୪

ଵିକାଶର ଆଢୁଆଳରେ କଣ୍ଡିରା ଗ୍ରାମ : ତାରିଣୀ ମନ୍ଦିର ଛକରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଵ୍ରିଜ୍…

ରାଜନଗର -ଆମ ରାଜ୍ୟ ଓଡିଶା ବିକାଶର ବିଶ୍ବକର୍ମା ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ରାଜ୍ୟ ତଥା ଜନସାଧାରଣଙ୍କ ଵିକାଶ ପାଇଁ ବହୁଵିଧ ଯୋଜନା ମାଧ୍ୟମରେ ସଫଳତାର ପାହାଚ ଅତିକ୍ରମ କରି ଵିକାଶର ମାନଚିତ୍ର ସୃଷ୍ଟି କରି

କାଳିଭଞ୍ଜ ଡିଆରୁ ବନବିଭାଗ ବୋଟ ସହ ୫୦ବସ୍ତା ଗରାଣି କାଠ ଜଵତ, ୪ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ଅଞ୍ଚଳରେ ଦିନକୁ ଦିନ ଗରଣି ଓ ବାତରା କାଠ ରାକେଟ୍ ବଳବତ୍ତର ରହୁଥିବା ବେଳେ ବନ ବିଭାଗର ଆଖିରୁ ନିଦ ହଜାଇ ଦେଇଛି। ଯେତେ ଥର ଦୁର୍ଵୁତମାନେ ଏହି କାଠ ଚୋରି କରୁଛନ୍ତି ସେତେଥର ଵନଵିଭାଗ କଵ୍ଜାରେ ଖସି ପାରୁନାହାନ୍ତି।

ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ରାସ୍ତା ଅବରୋଧ

ବେଲଗୁଣ୍ଠା, 29/02 : ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ 40 ବର୍ଷ ହେବ ପିଡବ୍ଳ୍ୟୁଡ଼ି ରାସ୍ତା ଠାରୁ କୀରାପଲ୍ଲୀ ଗ୍ରାମକୁ ଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗର

ସଗିସାହି ରାସ୍ତା ନିର୍ମାଣ ଦାବି ନେଇ ୮ ଘଣ୍ଟା ଧରି ପାରଳାଖେମଣ୍ଡି – ମୋହନା ମୁଖ୍ୟ ରାସ୍ତା ଅବରୋଧ

ଆର,ଉଦୟଗିରି : ଗାଁ ଗାଁକୁ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କରାଯାଉଛି । ଗମନାଗମନ ସୁବିଧା ହେଲେ ଜରୁରୀ କାଳୀନସେବା ପାଇପାରିବେ ଗ୍ରାମବାସୀ ଲୋକଙ୍କ ଆର୍ଥିକସ୍ଥିତି ସୁଧାରିବ । ମାତ୍ର ଆଜିବି ଅନେକ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଏହିପରି ନୁଆଗଡ

ଜାତୀୟ ବିଜ୍ଞାନ ଦିବସ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଵୁଧବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ମହାରଣା ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର