Browsing Category

ଆଞ୍ଚଳିକ

ହିଞ୍ଜିଳିରେ ବିଶ୍ଵ ପରିବେଶ ଦିବସ ପାଳନ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଉତ୍ସବ ର ଉଦଘାଟନ କରିଥିଲେ । ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ବୃକ୍ଷ ରୋପଣ କରିବା ସହିତ ସୁରକ୍ଷା ପ୍ରଦାନ କଲେ

କାଲିମେଳା ରେଞ୍ଜ ପକ୍ଷରୁ ପୋର୍ଟରୁ ନର୍ସରି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଆଜି କାଲିମେଳା ରେଞ୍ଜ ପକ୍ଷରୁ ପୋଟେରୁ ନର୍ସରି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଦିନକୁ ଦିନ ପୃଥିବୀ ପୃଷ୍ଟ ରେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ପରିବେଶ ପ୍ରଦୂଷଣର ମୁଖ୍ୟ ଭୂମିକା ରହିଥିବା ବେଳେ ଆଗାମୀ ଦିନରେ କିଭଳି ଏହାକୁ ରୋକାଯିବା ସହ

ଫୁଲବାଣୀ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା ପରିଚାଳନା କମିଟି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାଂସଦୀୟ କ୍ଷେତ୍ରରେ ବିଜେପିର ବିପୁଳ ବିଜୟ ନେଇ ଚର୍ଚ୍ଚା ରେ ଥିବା ବେଳେ ସମଗ୍ର କନ୍ଧମାଳ l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସ୍ଥିତ ଦ୍ୱି ବାର୍ଷିକ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ରେ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର

ଉମରକୋଟ ନିର୍ବାଚନ ମଣ୍ଡଳି ରେ ବିଜେପିର ବାଜି ମାତ : ସୀମାନ୍ତ ଅଞ୍ଚଳ ପରଚିପାରା ରେ ଜନ ସମାଗମ..

ରାଇଘର(୦୫/୦୬/୨୦୨୪ ) ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ବିଜୟ ଲାଭ କରିବା ପରେ ପରଚି ପାରା ଗ୍ରାମ ଡି,ଏନ୍ ,କେ ରୁ ଏକ ବିଶାଳ ଖୁସିର ଶୋଭାଯାତ୍ରା ବାହାରି ବିଜେପି ଜୟ ହେବାର , ବାର୍ତ୍ତା ପ୍ରେରଣ କଲେ ଗ୍ରାମର ସରପଞ୍ଚ ଓ ଗ୍ରାମର ବିଜେପି ପାର୍ଟିର ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଏହି

ଟ୍ରକରେ ପିଟି ହୋଇ ବାଇକ୍ ଚାଳକ ମୃତ

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଟ୍ରକକୁ ଧକ୍କା ଦେଇ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାଟପୁର ଥାନା ଗୁଡିଆପାଟଣା ଗ୍ରାମର ପପୁନ ସାବତ (୩୦) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ

ବାଲିଗୁଡ଼ା : କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ ଟି ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ନିଜ ବିଧାୟକ ପଦ ବଜାୟ

ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣଚନ୍ଦ୍ର ନାୟକ

ଛତ୍ରପୁର : ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣ ଚନ୍ଦ୍ର ନାୟକ l କୃଷ୍ଣ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁବାସ ଚନ୍ଦ୍ର ବେହେରା ଙ୍କ ଠାରୁ ୧୧୨୬୫ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l ଛତ୍ରପୁର ବିଧାନସଭା ପାଇଁ ବିଜେପି ର କୃଷ୍ଣ ଚନ୍ଦ୍ର ନାୟକ ୭୪୬୨୭ ଭୋଟ

ଗ୍ରାମୀଣ ଉଦ୍ୟୋଗୀ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଛତ୍ରପୁର : ଗଞ୍ଜାମ ଅଲାରିଗଡ଼ ସ୍ଥିତ ଗ୍ରାମୀଣ ଉଦ୍ୟୋଗୀ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ପାଲାଡିଅମର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଆଇଟିଆଇ ପରିସରରେ ଚାଲିଥିବା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି l ଗତ ମେ ମାସ ୪ ତାରିଖରୁ ଚାଲିଥିବା ଏହି

ଖଜୁରୀ ଗଛରୁ ଝୁଲନ୍ତା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ବରଙ୍ଗ କଇଁଫୁଲିଆ ବନ୍ଧ ନିକଟରେ ଥିବା ଖଜୁରୀ ଗଛ ରୁ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ | ମୃତ ବ୍ୟକ୍ତି ଜଣକ ହେଲେ ବରଙ୍ଗ ଗ୍ରାମର ସୁରେନ୍ଦ୍ର ତରେଇ (47) | ତେବେ ସୁରେନ୍ଦ୍ର ଙ୍କୁ କିଏ ମାରିକି ଖଜୁରୀ ଗଛ ରେ ଝୁଲାଇଛି

ବିଜେଡି ବିଜୟୀ ପରେ ମଧ୍ୟ ବିଜେଡି ଶିବିରରେ ନିରାଶ ଓ ପରାଜୟ ବରଣ ସତ୍ତ୍ବେ ବିଜେପି ଶିବିରରେ ଉତ୍ସାହ ଭାବ

ହିଞ୍ଜିଳିକାଟୁ : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବାଜି ଉଠିଛି ଶୁଭ ଶଙ୍ଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମାତ୍ର ୪ ହଜାର ୬ ଶହ ୪୯ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ଭାବେ ୬ଷ୍ଠ