Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୋହନା ବ୍ଲକରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଆର,ଉଦୟଗିରି ( ୨୯/୨/ ବର୍ତ୍ତମାନ ରାଜ୍ୟସାରା ବିଜେଡି ସରକାରଙ୍କ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲଋଥିବା ବେଳେ ଗଜପତିଜିଲ୍ଲାରେ ମଧ୍ୟ କେତେକ ବ୍ଲକରେ ହୋଇସାରିଲାଣି। କୌଣସି କାରଣ ବଶତଃ ମୋହନା ବ୍ଲକରେ ଏହିକାର୍ଯ୍ୟକ୍ରମ ହୋଇ ପାରିନ ଥିଲା। ତେବେ ଆଜି ପ୍ରଥମ କରି ଏହି!-->!-->!-->…
ପ୍ରମାଣ ଅଭାବରୁ ୪ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଦେବଗଡ,୨୮ା୨ ବୁଧବାର ମାନ୍ୟବର ଜିଲା ଓ ଦୌରାଜଜ୍ ଗୌତମ ଶର୍ମା ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହା ନଭେମ୍ବର ମାସ ୧୬ ତାରିଖ ଦିନ ଲଇମୁରା ଥାନା(ତତ୍କାଳୀନ ଦେବଗଡ ଥାନା!-->…
ପ୍ରଗତି ସ୍ପୋର୍ଟିଂସ୍କୁ ୫୮ ରନ୍ରେ ହରାଇଲା ବଜରଙ୍ଗ୍ କ୍ରିକେଟ୍ କ୍ଲବ୍
ଦେବଗଡ,୨୮|୨ ଗତ ୨୪ ତାରିଖରୁ ସ୍ଥାନୀୟ ମହୁଲଢିପା ସାହି ନାଳ ପଡିଆରେ ମହାବୀର କ୍ଲବ୍ ତରଫରୁ ଚାଲିଥିବା ଅଲ୍ ଓଡିଶା ବଜରଙ୍ଗ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ର ୫ମ ଦିନରେ ପହଂଚି ଯାଇଛି । କ୍ଲବ୍ ସମ୍ପାଦକ ରାଜୀବ ଗଡନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ୧୫ ଓଭର୍ ବିଶିଷ୍ଟ ମ୍ୟାଚରେ ଅନଗୁଳ!-->…
କଣ୍ଡିରା ଗ୍ରାମର ତାରିଣୀ ମନ୍ଦିର ଛକରେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ଵ୍ରିଜ୍
ରାଜନଗର : ରାଜ୍ୟ ସରକାର ଜନସାଧାରଣଙ୍କ ଵିକାଶ ପାଇଁ ବହୁଵିଧ ଯୋଜନା ମାଧ୍ୟମରେ ସଫଳତାର ପାହାଚ ଅତିକ୍ରମ କରି ଵିକାଶର ମାନଚିତ୍ର ସୃଷ୍ଟି କରି ଚାଲିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇ ସାଢେ ଚାରିକୋଟି ଜନତାଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି ।!-->…
ପୌରପରିଷଦ କାର୍ଯ୍ୟନିର୍ବାହୀଙ୍କୁ ବାରମ୍ବାର ବଦଳି ଯୋଗୁ ସାଧାରଣ ଜନତା ହନ୍ତସନ୍ତ
ଉମରକୋଟ : ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କ ଭିତରେ ସେତେ ଗଣ ଦୌଡ ଦେଖିବାକୁ ମିଳୁଛି,ସମସ୍ତ ନେତାମାନଙ୍କ ଆଖି କେବଳ ଭୋଟବାକ୍ସ ଉପରେ, ଅଫିସ ଅଦାଲତରେ କଣ ହେଉଛି ତାହା ଆଉ ଦେଖିବାର ସମୟ ନାହିଁ | ସୂଚନା ପ୍ରକାରେ ଉମରକୋଟ ପୌର ପରିଷଦ ଅଫିସ ରେ ଦେଖିବାକୁ ମିଳିଛି ଏକ ବଡ଼!-->…
ରାଜନଗର ମିଶନ ଶକ୍ତି ତରଫରୁ ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁସାସୁର ପଞ୍ଚାୟତ ପଡିଆରେ ଗତକାଲି ରାଜନଗର ମିଶନ ଶକ୍ତି ତରଫରୁ ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ନେଇ ଵ୍ଲକ ସ୍ତରୀୟ ମିଶନଶକ୍ତି ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଶକ୍ତ ମହିଳା ଓଡ଼ିଶା କାର୍ଯ୍ୟକ୍ରମକୁ!-->…
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
ଛତ୍ରପୁର : ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାରେ ,ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I!-->…
ଜାତୀୟ ବିଜ୍ଞାନ ଦିବସ ପାଳିତ
ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,!-->…
କଂସାରୀଗଣ୍ଡ ଅନ୍ତଃସ୍ରୋତ ଜଳାଶୟ ପ୍ରକଳ୍ପ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଫଳକ ସ୍ଥାପନ
ଛତ୍ରପୁର : ଛତ୍ରପୁର ନିର୍ବାଚନ ମଣ୍ଡଳୀବାସୀଙ୍କ ବହୁ ବର୍ଷ ଧରି ରହିଥିବା ଆଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୂରଣ କରିଛନ୍ତି, କଂସାରୀଗଣ୍ଡ ଅନ୍ତଃ ସ୍ରୋତଜଳାଶ୍ରୟ ପ୍ରକଳ୍ପ (ପୋଟଲାମପୁର -ବରଦା )ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଗସ୍ତରେ!-->…
ବ୍ରାହ୍ମଣୀଗାଁ ଥାନା ଆମ ପୋଲିସ ସମିତି ବୈଠକ…
ଦାରିଙ୍ଗବାଡି,୨୮/୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଭାବେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହି ବୈଠକରେ ଥାନା!-->!-->!-->…