Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଭଗବାନଙ୍କ ଭରସା ରେ ଆସିକା ଅଙ୍ଗନବାଡି କେନ୍ଦ୍ର : ଅଫିସ ଭିତରେ ସୀମିତ ଅଧିକାରିଣୀ…
ବ୍ରହ୍ମପୁର: ୧୦-୨ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା କେତେକ ଅଙ୍ଗନବାଡି କେନ୍ଦ୍ର ଭଗବାନ ଭରସା ରେ ଚାଲିଛି। ଏହି କେନ୍ଦ୍ରରେ ଗୁଡ଼ିକ ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଦୀର୍ଘ ଦିନ ହେଲା ଆସୁନଥିବା ସମ୍ପର୍କ ରେ ସିଡିପିଓ ମହାଶୟା ଜାଣିଥିଲେ ବି ଚୁପଚାପ ରହିବା ନେଇ ସହର ରେ!-->…
ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୋଲିସ କନଷ୍ଟେବଳଙ୍କ ସମେତ ୪ ଗିରଫ : ୧୮ ଚକିଆ ଟ୍ରକ,ଜେସିବି ମ୍ୟାସିନ ଓ ବଲେରୋ…
ଦେବଗଡ଼,୯ା୨:ପ୍ରାୟ ୧୨ ବର୍ଷ ପୂର୍ବେ ଖଣି ବିଭାଗ ପକ୍ଷରୁ ଜବତ ହୋଇଥିବା ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ବାରକୋଟ ଥାନା ପୋଲିସ ବ୍ୟବହୃତ ଏକ ୧୮ ଚକିଆ ଟ୍ରକ, ଏକ ଜେସିବି ମ୍ୟାସିନ ଓ ଏକ ବଲେରୋ ଗାଡିଜବତ କରିଛି । ଏଥିସହ ଏ ଘଟଣାରେ ସୁନ୍ଦରଗଡ ଜିଲା ବଣାଇ ଜେଲରେ କାର୍ଯ୍ୟରତ ଜକେଇକେଳା!-->…
ଠକେଇ ମାମଲାରେ ଜଣେ ମହିଳାଙ୍କ ସମେତ ୨ ଜଣ ଦୋଷୀ ସାବ୍ୟସ୍ତ : ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ…
ଦେବଗଡ଼,୯ା୨:ମାନ୍ୟବର ଦେବଗଡ ଏସ୍ଡିଜେଏମ୍ ଲିଙ୍କିପ୍ରିୟା ସାହୁ ଏକ ଠକେଇ ମାମଲାର ବିଚାର କରି ଜଣେ ମହିଳାଙ୍କ ସମେତ ୨ଜଣ ଅଭିଯୁକ୍ତଙ୍କୁ ୩ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୩ ମସିହାରେ ବାରକୋଟ ଥାନା!-->…
ସ୍କୁଟିକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ଆହାତ, ଆଉ ଜଣେ ଗୁରତର
ଛତ୍ରପୁର : ଚମାଖଣ୍ଡି ଥାନା ଅର୍ନ୍ତଗତ ପୁଟବଗଡ ଛକ ରାଜପଥ ରେ ଏକ ସ୍କୁଟି କୁ ଧକ୍କା ଦେଲା ପିକଅପ ଭ୍ୟାନ । ଯାହାଫଳ ରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଆହତ ହୋଇଛନ୍ତି, ସ୍ୱାମୀଙ୍କ ଅବସ୍ଥା ଗୁରତର ଥିବା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ପଠାଯାଇଥିବା ଜଣାପଡିଛି, ସୂଚନା!-->…
ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ
ରାଜନଗର : ଦିବଙ୍ଗତ ରାଜନେତା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସ୍ମୃତି କମିଟି ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଡାଇନାମିକ୍ କ୍ରିକେଟ କ୍ଲବ୍ ବରିକୁ ୪ ଉଇକେଟରେ ହରାଇ ବାଲାବା କ୍ରିକେଟ କ୍ଲବ୍ ବିଜୟୀ ହୋଇ ପ୍ରଥମ ଦଳ ଭାବେ!-->!-->!-->…
ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ଛତ୍ରପୁର : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ର ଭିକାରୀପଲ୍ଲୀ ପଂଚାୟତ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱବଧାନ ରେ ବିଜୁ ଜନତା ଦଳର ବରିଷ୍ଠ ନେତା ମାନେ ତୃଣମୂଳ ସ୍ତର ରେ ଭୋଟ ର ଙ୍କ ପାଖକୁ!-->…
ନୂଆପାରାଠାରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୪ମହିଳା ଗୁରୁତର
ଉମରକୋଟ : ରାଇଘର ବ୍ଲକ କୁରବେଢ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଭାଟି ଗ୍ରାମର ନୁଆପାରାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ସୋନପୁର ଡିଏନକେ ଗ୍ରାମର ଦେବାନନ୍ଦ ମଣ୍ଡଳ ପିତା ଅମୁଲ୍ୟ ମଣ୍ଡଳଙ୍କ ଟ୍ରାକ୍ଟର ଯାହାର ନମ୍ୱର୍ ଓଡ଼ି ୨୪ଡି ୯୦୧୧ ନିଜ ଘର କାମ ଯୋଗୁଁ ଇଟା!-->…
ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର, ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ପଞ୍ଚାୟତରେ ଦୁର୍ନୀତି ଏବେ ସାରା ବ୍ଲକ୍ ରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅଧିକାର ତଥ୍ୟରୁ ଏହି ପଞ୍ଚାୟତ ର ଦୁର୍ନୀତି ଏବେ ଲୋକ ଲୋଚନ କୁ ଆସିଛି। ରାଜ୍ୟ ସରକାରଙ୍କ ଜଗନ୍ନାଥ ରଥ ପରିକ୍ରମା ପ୍ରକଳ୍ପ ନିମନ୍ତେ ହୋଇଥିବା!-->…
ଲକ୍ଷ୍ମୀଧର ଲେଙ୍କାଙ୍କ ସ୍ମୃତିଚାରଣ ଉତ୍ସବ ରାଜନଗର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ସେବାଶ୍ରମଠାରେ ଅନୁଷ୍ଠିତ
ରାଜନଗର : ଆଦର୍ଶ ଶିକ୍ଷକ, ଆଦର୍ଶ ରାଜନୀତିଜ୍ଞ ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ସ୍ମୃତିଚାରଣ ଉତ୍ସବ ରାଜନଗର ପୂଜ୍ୟପୂଜା ଓ ସ୍ମୃତିଚାରଣ କମିଟି ତରଫରୁ ରାଜନଗର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ସେବାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି। ସେବକ ବାବା ଅଭୟ ଦାସଙ୍କ ସଂଯୋଜନାରେ!-->!-->!-->!-->!-->…
ଟିବି ଚମ୍ପିୟାନମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସମେତ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ସ୍ମାରକ…
ଛତ୍ରପୁର : ଟିବି ଚମ୍ପିୟାନମାନଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ସରକାରୀ କାର୍ଯ୍ୟ କ୍ଷେତ୍ରରେ ମାସିକ ନିୟୋଜନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ଟିବି ଚମ୍ପିୟାନ ଗ୍ରୁପ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗତ 2019 ମସିହା ଠାରୁ!-->…