Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳ ଦିବସରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ଓ ପାନୀୟ ବଣ୍ଟନ
ମାଲକାନଗିରି (କାଲିମେଳା) : ପବିତ୍ର ଉତ୍କଳ ଦିବସ ସାରା ରାଜ୍ୟରେ ବେଶ ଉତ୍ସାହ ର ସହ ପାଳନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳ ଦିବସକୁ ନିଆରା ଢଙ୍ଗରେପାଳନ କରାଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାଲିମେଳା ବ୍ଲକରେ ଥିବା!-->…
୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ : ଆଜି ସମଗ୍ର ରାଜ୍ୟରେ ପାଳିତ ହେଉଛି ଉତ୍କଳ ଦିବସ l ଏଥି ସହିତ ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ପରିସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ପାଳିତ ହୋଇଛି ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ । ପୋଲିସ ପକ୍ଷରୁ ଆର୍ମଡ ରିଜର୍ଭ ଇନ୍ସପେକ୍ଟର ବୀରସେନ ଶବର ଓ!-->…
ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ମହୋତ୍ସବ ପାଳିତ
ଛତ୍ରପୁର : ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ଇତିହାସରେ ଏକ ଅବି ସ୍ମରଣୀୟ ଦିବସ । ପ୍ରତି ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ଜନ୍ମ ନେଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ମହାରାଜା ଶ୍ରୀ!-->…
ରାଧେଶ୍ୟାମ ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ଓଡିଶା ଦିବସ ପାଳିତ
ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ
ଛତ୍ରପୁର : ଓଡିଶା ଦିବସ ଉତ୍କଳର ଗର୍ବ, ଗୈାରବ ଓ ଗାରିମାର ଦିବସ । ଯେଉଁ ମହାପୁରୁଷ ମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରୀ କରଣ କରିଥିଲେ ସେମାନଙ୍କୁ ଭକ୍ତିଭରା ପ୍ରଣତି ଜଣାଇବା ଓ ସ୍ମରଣ କରିବାର ଦିବସ । ଏହି ଅବସରରେ ଜିଲ୍ଲାର!-->!-->!-->…
ଛତ୍ରପୁର ଠାରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ପୋଲିସ ପଡିଆ ଠାରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଗଞ୍ଜାମ ପୁଲିସ ଜିଲ୍ଲା ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିର ଦିବସ ଓଡିଶା ପୋଲିସ ପାଇଁ ଗର୍ବ ଓ ଗୌରବର ଦିବସ । ଜନସାଧାରଣଙ୍କ ସେବା ମନଭାବ ନେଇ ନିଜକୁ ଉତ୍ସର୍ଗ କରିବା । ଏହି!-->!-->!-->…
ଆସିକାରେ ଉତ୍କଳ ଦିବସ ପାଳିତ…
ଆସିକା (୦୧/୦୪) : ଆସିକା ର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ କରାଯାଇଛି l ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଆଜି ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଛି । ଭାଷା ଭିତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ!-->…
ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ…
ମାଲକାନଗିରି : ଓଡିଶା ଦିବସ ହେଉଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗର ପ୍ରତୀକ। ୮୯ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବେ!-->!-->!-->!-->!-->…
ଉତ୍କଳ ଦିବସ ଅବସରରେ ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ପୁନଃରୁଦ୍ଧାର ପାଇଁ ପୂଜ୍ୟ ପୂଜା ସମିତିର ଆହ୍ୱାନ…
ବ୍ରହ୍ମପୁର, ତା.୧.୪.୨୦୨୪ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିଠାରେ ଉତ୍କଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଓଡ଼ିଆ ବରପୁତ୍ରଙ୍କ ସଂଗ୍ରାମମୟ ଇତିହାସକୁ ମନେପକାଇ ଉକ୍ତ!-->!-->!-->!-->!-->…
ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ତମ ପୋଲିସ ପ୍ରତିଷ୍ଠା ଦିବସ..
ବ୍ରହ୍ମପୁର :-ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ଯୋଗ ଦେଇ ଦେଶ ପାଇଁ ଜୀବନ ଦେଇଥିବା ସହୀଦ ମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ବଳିଦାନ!-->…
ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ନିରୋଦ ପାତ୍ରଙ୍କ ସଭାପତିତ୍ବରେ ଓ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ନେତୃତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବାର ପରିସରରେ ଥିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ!-->!-->!-->…