Browsing Category

ଆଞ୍ଚଳିକ

ଛତ୍ରପୁର ପୁଲିସ ପକ୍ଷରୁ ନିର୍ବାଚନକୁ ଦୃଷ୍ଟିରେ ସିଆଇଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍ ମାର୍ଚ୍ଚ

ଛତ୍ରପୁର : .ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜିଛି । ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୧୩ ରେ ଛତ୍ରପୁର, ଗୋପାଳପୁର,ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଏବଂ ମେ ୨୦ରେ ହିଞ୍ଜିଳି, ଆସିକା, ପୋଲସରା,ଖଲ୍ଲିକୋଟ, ସୋରଡା,କବିସୂର୍ଯ୍ୟନଗର,ସାନଖେମୁଣ୍ଡି ଓ ଭଞ୍ଜନଗର ।

୩୫ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ତମ ବାର୍ଷିକ

ଫୁଲବାଣୀ ଓକିଲ ସଂଘର ନିର୍ବାଚନ: ସଭାପତି ନିରୋଦ ଓ ସମ୍ପାଦକ କୁଞ୍ଜ

ଫୁଲବାଣୀ : ଓଡିଶା ଷ୍ଟେଟ ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ଯ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ଯ ହୋଇଥିଲା l ଠିକ୍ ସମୟରେ ସମସ୍ତ

ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହେଲା ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଯାତ୍ରା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଓଁ ଶ୍ରୀ ଶ୍ରୀ ଶ୍ରୀ ବାବା ମହାକାଳ ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳର ଭଞ୍ଜସାହିରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ଏହି ଦଣ୍ଡ ର ମୁଖ୍ୟ

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାଏତରେ ଦେଖିବାକୁ ମିଳିଛି ଏକ ମା ଜନନୀର ହୃଦୟ ବିଦାରକ ମର୍ମାନ୍ତୀକ କରୁଣ କାହାଣୀ । ସୂଚନା ପ୍ରକାରେ ହଳଦୀ ପଞ୍ଚାଏତର ଅଙ୍ଗନବାଡ଼ି ଠାରୁ ମାତ୍ର ପାଞ୍ଚ ସହ ମିଟର ଦୂରରେ ଥିବା ପୂଜାରୀପାରା ଗ୍ରାମର ଭୁବନ ମାଝିଙ୍କ

ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି ବିଜେଡ଼ି : ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ବିଜେପି ନେତା ଓ କର୍ମୀଙ୍କୁ ପୂର୍ବତନ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଧମକ ଦେବା ସହ ଭୟଭୀତ କରୁଛନ୍ତି । ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ

ପୋଡଙ୍ଗି ଗ୍ରାମର ଶ୍ୟାମଳାଇ ବିଦ୍ୟାପିଠ ନିର୍ମାଣରେ ମହାଦୁର୍ନୀତି : ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ହିଞ୍ଜିଳିକାଟୁ ୨୯/୩ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଡଙ୍ଗି ଗ୍ରାମ ଶ୍ୟାମଳାଇ ବିଦ୍ୟାପିଠ ଉନ୍ନତି କାମରେ ନିର୍ମାଣ ହେଉଥିବା କାର୍ଯ୍ୟ ଅତି ନିମ୍ନମାନର କାମ ହୋଇଥିବା ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି , ସରକାର ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ଉନ୍ନତି କ୍ଷେତ୍ରରେ ନିର୍ମାଣ କରିବା

ଆନ୍ତର୍ଜାତୀୟ କଲକି ଗୌରବ ପୁରସ୍କାରରେ ସମ୍ମାନିତ ହେଲେ ଓଡିଶା ଲେଖିକା

ଭୁବନେଶ୍ବର : ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ପ୍ରସିଦ୍ଧ ଲେଖିକା,ସାହିତ୍ୟକାର ସୁଭସ୍ମିତା ମହାଭୋଇଙ୍କୁ କାଲକି ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। କବିତା ଲିଖନି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ

ଶହୀଦ ଲକ୍ଷ୍ମଣ ନାୟକ ବଳିଦାନ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଯୋଗଦାନ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିଲେ l ମୁଖ୍ୟବକ୍ତା

ଚମାଖଣ୍ଡି ଥାନା ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ : ୯୫ ଲିଟର ଚୋରା ବିଦେଶୀ ମଦ ଜବତ ସହିତ ୨ ଅଭିଯୁକ୍ତ ଗିରଫ

ଛତ୍ରପୁର : ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉ ଅଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଥାନା ଅଂଚଳରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ସହିତ ଦାଗି ଓ ଜେଲ