Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ବ୍ରିଜ୍, ୩୨୬ ନଂ ଜାତୀୟ ରାଜପଥ ଠପ୍
୫ଟି ତଳୂଆ ବ୍ରିଜ୍ ଜଲ ମଗ୍ନ ହେଲେ ୪୦ରୁ ଅଧିକ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା
ମାଲକାନଗିରି, ୧୧/୦୯: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛି ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର!-->!-->!-->…
ବ୍ରହ୍ମପୁରରେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ : ଅଯୋଧ୍ୟା ଓ ବାରାଣସୀ ଯାତ୍ରା କଲେ ୫ ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ
ଧାଡ଼ିର ଶେଷରେ ଥିବା ଲୋକଙ୍କ କଲ୍ୟାଣକୁ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି: ମନ୍ତ୍ରୀ ଶ୍ରୀ ମଲ୍ଲିକ
ବ୍ରହ୍ମପୁର, ୧୧/୯ : ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଗଞ୍ଜାମ ସମେତ ୫ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ!-->!-->!-->…
ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା
ପ୍ରତ୍ୟେକ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଓ ଜ୍ଞାନର ସଠିକ୍ ବ୍ୟବହାର କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ
ଛତ୍ରପୁର : ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଭାବେ ସଚେତନ କରିବା ସହ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ଓ ସାଇବର ଅପରାଧରୁ ସୁରକ୍ଷିତ ରହିବା ନେଇ ସଚେତନତା ସୃଷ୍ଟି!-->!-->!-->…
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ
ବାଲିଗୁଡ଼ା, ୧୦/୦୯ : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ!-->!-->!-->…
ବାଲିମେଳା ଜଳଭଣ୍ଡାରରୁ ପାଇପ୍ ଯୋଗେ ମିଳିବ ପାନୀୟ ଜଳ : ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ଆର.ଡବ୍ଲ୍ୟୁ.ଏସ.ଏସ. ନିର୍ବାହୀ…
ମାଲକାନଗିରି : ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସ୍ଥାୟୀ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ସଫଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଷୋୟୀଗୁଡ଼ା ଗ୍ରାମ ନିକଟସ୍ଥ ବାଲିମେଳା ଜଳଭଣ୍ଡାରର ଜଳ ଉପଲବ୍ଧତା ଓ ସ୍ଥିରତା ମୂଲ୍ୟାଙ୍କନ କରିବା ପାଇଁ ଏକ!-->…
ବର୍ଷାର ଲୁଚକାଳି ଖେଳ: ଦୀର୍ଘ ପ୍ରତୀକ୍ଷା ପରେ ରାଇଘରରେ ଆଶାର ବର୍ଷା, ଚାଷୀକୂଳରେ ଖୁସି
ଉମରକୋଟ/ରାଇଘର : ପ୍ରକୃତିର ଅଦ୍ଭୁତ ଖେଳ ମଧ୍ୟରେ ଆଜି ରାଇଘର ଅଞ୍ଚଳରେ ବର୍ଷାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଦୀର୍ଘ ଦିନର ବର୍ଷା ଅଭାବ ଯୋଗୁଁ ଚାଷୀଙ୍କ ସମେତ ସାଧାରଣ ଲୋକେ ଘୋର ଚିନ୍ତାରେ ରହିଥିବା ବେଳେ ଆଜିର ବର୍ଷା ସମସ୍ତଙ୍କ ମନରେ ଆଶା ଓ ଉତ୍ସାହ ଭରିଦେଇଛି।
ସକାଳୁ!-->!-->!-->!-->!-->…
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା
କନ୍ଧମାଳ : ଅନ୍ତର୍ଜାତିକ ପକ୍ଷ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧୁକାରୀ, କନ୍ଧମାଳ ଙ୍କ ଅନୁରୋଧ କ୍ରମେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ପତାକା ଦେଖାଇ!-->…
‘ଅପରେସନ୍ ଅନ୍ୱେଷଣ’କୁ ବଡ଼ ସଫଳତା: ୧୭ଟି ରାଜ୍ୟରୁ ଉଦ୍ଧାର ହେଲେ ୧୦୧ ଓଡ଼ିଆ ଶିଶୁ
ଭୁବନେଶ୍ୱର: ବାହାର ରାଜ୍ୟରେ ନିଖୋଜ ଥିବା, ଶିଶୁ ଶ୍ରମରେ ନିୟୋଜିତ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଫସି ରହିଥିବା ଓଡ଼ିଆ ଶିଶୁଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’କୁ ମିଳିଛି ବଡ଼ ସଫଳତା। ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା!-->…
ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ସୀମା ଟପିଲେ ବିଧାୟକଙ୍କ ଦୁଇ ପୁଅ… !
ଆସିକା ଥାନାରେ ଅଭିଯୋଗ ହେଲା ସନ୍ଦୀପ-ସଂଗୀତ- କାଳିଆ ନାମରେ……!
ପୋଲିସ ର ପଦକ୍ଷେପ କୁ ନେଇ ସାଧାରଣ ରେ ଦୃଷ୍ଟି...!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପଞ୍ଚାୟତ ସମିତି ର ଅଷ୍ଟମ ବୈଠକରେ ଆସିକା ବିଧାୟକ ଉପସ୍ଥିତି ରେ ତୁମ୍ବି ତୋଫାନ ସହ ହୋ ହାଲ୍ଲା ହୋଇଥିବା ଦେଖିବାକୁ ମିଳିଛି।!-->!-->!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ “ଦିଶା’ ସମାବର୍ତ୍ତନ ଉତ୍ସବ
୧୫ତମ ସଂସ୍କରଣରେ ସାମିଲ ହେଲେ ୫୨୧ଜଣ ମହିଳା
ବ୍ରହ୍ମପୁର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ‘ଦିଶା’ ସମାବର୍ତ୍ତନ ଉତ୍ସବର ୧୫ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ୬ଟି ଭିନ୍ନ ଭିନ୍ନ!-->!-->!-->!-->!-->!-->!-->…