Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋଟପାଡ଼ରେ ବନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି କଲା ଠିକାଦାର ସଂଘ
କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବନଖଣ୍ଡ ଅଞ୍ଚଳରେ ବନ ବିଭାଗ ପକ୍ଷରୁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିନା କାମରେ ପ୍ରାୟ ୪୦ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରି ବିଭାଗୀୟ କର୍ତ୍ତୃପକ୍ଷ ଟଙ୍କା ଉଠାଇ ନେଇଥିବା ନେଇ!-->…
ଝୋଟ ଚାଷ ନିମନ୍ତେ ଚାଷୀ ସଚେତନା ଶିବିର…
ନୟାଗଡ଼: ସ୍ୱେଚ୍ଛାସେବୀ ଅନୁଷ୍ଠାନ ହମାସ୍ ର ଆୟୋଜନରେ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ନୁଆଗାଁ ବ୍ଳକର ସିକ୍ରୀଡା ଗ୍ରାମ ପଞ୍ଚାୟତ ଠାରେ ପ୍ରଥମ ଥର ଝୋଟ ଚାଷ ଅଗ୍ରଗତି ନିମନ୍ତେ ନୂଆଗାଁ , ଖଣ୍ଡପଡା ଓ ଦଶପଲ୍ଲା ବ୍ଲକର ଶତାଧିକ ଚାଷୀଙ୍କୁ ନେଇ ଗୋଟିଏ ସଚେତନ ଶିବିର ଅନୁଷ୍ଠିତ!-->…
ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ :ପ୍ରାଣୀ ସମ୍ପଦର ସୁରକ୍ଷା ହିଁ ଆମ ଅର୍ଥନୀତିର ମୂଳଦୁଆ…
ମାଲକାନଗିରି,୨୫/୪/୨୬:ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗ!-->…
ଜିଲ୍ଲାସ୍ତରୀୟ ପଂଚାୟତରାଜ ଦିବସ ପାଳିତ
ଛତ୍ରପୁର : ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା,!-->…
ସମ୍ପୂର୍ଣା ଶ୍ରୀ ମିଶନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଗଞ୍ଜାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ
ଗଞ୍ଜାମ ଜିଲ୍ଲାଗସ୍ତରେ ଉପମୁଖ୍ୟମନ୍ତ୍ରୀ : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ସମୀକ୍ଷା
ଛତ୍ରପୁର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ!-->!-->!-->…
ପ୍ରତି ପଞ୍ଚାୟତକୁ ଆର୍ଥିକ ଭାବରେ ସୃଦୃଡ଼ କରିବା ଆମ ଲକ୍ଷ୍ୟ ହେବା ଉଚିତ : କୋରାପୁଟ ଜିଲ୍ଲାପାଳ
ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ
କୋରାପୁଟ : ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ ହୋଇଯାଇଛି I ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇ ପଞ୍ଚାୟତ ସ୍ତରୀୟ ବିକାଶ ନିମନ୍ତେ ସରକାରଙ୍କ!-->!-->!-->!-->!-->…
ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୦୯ ମେ ୨୦୨୬ ରେ
ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ,ବ୍ରହ୍ମପୁର ପକ୍ଷରୁ ୦୯/୦୫/୨୦୨୬ ତାରିଖ ଶନିବାର ଦିନ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବ୍ରହ୍ମପୁର ସିଭିଲ କୋର୍ଟ!-->…
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ
ସଫଳ ସରପଞ୍ଚମାନେ ସମ୍ବର୍ଦ୍ଧିତ
ମାଲକାନଗିରି : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଗ୍ରାମୀଣ ସ୍ୱୟଂ ଶାସନ ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ!-->!-->!-->…
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ
ନୟାଗଡ଼(ନିସର୍ତ୍ତ) : ୧୯୯୩ ମସିହା ଏପ୍ରିଲ ୨୪ରେ ୭୩ତମ ସଂବିଧାନ ସଂଶୋଧନ ଲାଗୁ ହୋଇ ଗ୍ରାମ ପଞ୍ଚାୟତକୁ ସଂବିଧାନିକ ମାନ୍ୟତା ମିଳି ଥିଲା । ଫଳରେ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ରୂପେ ପାଳନ କରା ଯାଉଛି। ଏହି ପଞ୍ଚାୟତରାଜ ଦିବସ ସମଗ୍ର ଦେଶରେ ପାଳିତ ହେଉ ଥିବା ବେଳେ ନୟାଗଡ!-->…
ବାର୍ଷିକ ଉତ୍ସବ-୨୦୨୬ ମହକ ଉଦଘାଟିତ : ଶିକ୍ଷା ଦେଶ ବିକାଶର ଚାବିକାଠି
ନୟାଗଡ଼,୨୪/୪(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିସରରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ-୨୦୨୬ ମହକ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ!-->…