Browsing Category

ଆଞ୍ଚଳିକ

ମୋହନାକୁ ଏନଏସି ଘୋଷଣା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସଦର ମହକୁମା ମୋହନା ଗ୍ରାମ ପଞ୍ଚାୟତର ମୋହନା ଗ୍ରାମକୁ ବିଜ୍ଞାପିତ ଅଞ୍ଚଳ ପରିଷଦ( ଏନ ଏ ସି) ଘୋଷଣା କରିବା ଦାବିରେ ମୋହନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ର ନାଏବ ସରପଞ୍ଚ ରସାନନ୍ଦ ପାଣି ଙ୍କ ଆବାହକତ୍ୱରେ

ଏସଏଚଜି ମାଧ୍ୟମରେ ମହିଳାମାନଙ୍କ ଉନ୍ନତି ପାଇଁ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟାକରଣ…

ଆର,ଉଦୟଗିରି : ଗଜପତି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସମେତ ଖାଦ୍ୟ ନିରାପତ୍ତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବହୁମୂଲ୍ୟ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ କରା ଯାଉଥିବା ଜଣାଯାଇଛି

ବରିଷ୍ଟ କଂଗ୍ରେସ ନେତା ରବୀନ୍ଦ୍ରନାଥ ଶର୍ମା ତଥା ଆଇନଜୀବୀ ପୁଣି ମୈଦାନ ଆସିଲେ

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀଆସିକା : ଆସିକା ରେ କଂଗ୍ରେସ ଦଳ ତାର ହୃତଗୌରବ ଫେରେଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ତାଙ୍କୁ ସକ୍ରିୟ କରାଯିବା ସାଙ୍ଗକୁ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସମୟ ଆସିଯାଇଛି ବୋଲି ଆସିକା କଂଗ୍ରେସ ଦଳ

ପଡିଆରେ ସାମଜିକ ସମୀକ୍ଷା ଓ ଜନଶୁଣାଣି ବୈଠକ

ପଡିଆ, ୨୨/୦୨ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବିଭିନ୍ନ ଯୋଜନାର ହୋଇଥିବା ସମୀକ୍ଷାର ତଥ୍ୟ ଉପସ୍ଥାପନା କରାଯଇଥିଲା। ମୁଖ୍ୟତଃ ମନରେଗା,

ସରକାରଙ୍କ ପାତରଅନ୍ତର ନୀତି : ଦମକଳ ବାହିନୀ କର୍ମଚାରୀମାନେ ଚଳିବେ କେମିତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ସ୍ଥିତ ନାରାୟଣୀ ରୋଡ଼ ନିକଟସ୍ଥ ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଫାୟାର ମ୍ୟାନ ଏବଂ ହାବିଲଦାର କର୍ମଚାରୀ ଗତ ୨୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ଦମକଳ କେନ୍ଦ୍ରରେ କନ୍ଧମାଳ ଜିଲ୍ଲାର ଦଶଜଣ

କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେଶ ଗଠନରେ ଡିଜିଟାଲ ମିଡିଆର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ସଭାପତି କ୍ଷିତୀଶ ମଲିକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା

ବାବୁଶାନ୍ – ଏଲିନାଙ୍କ ‘ପାବାର’ ଫିଲ୍ମର ସୁଟିଂ ଆରମ୍ଭ ହେଲା କନ୍ଧମାଳ ରେ

ଫୁଲବାଣୀ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ

ଆସିକାରେ ପାନୀୟ ଜଳସଙ୍କଟ ଲୋକେ ଏବେଠାରୁ ଡ଼ହଳ ବିକଳ……!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଆସିକା ସହରର ଉଭୟ ପାର୍ଶ୍ଵ ରେ ଋଷିକୂଲ୍ୟା ଓ ବଡ଼ନଦୀ ପ୍ରବାହିତ। ହେଲେ ସହରର କିଛି ୱାର୍ଡ଼ରେ ଗତ କିଛି ମାସ ହେଲା ସହ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି। ଆସିକା ସହରର ୫,୧୪,୧୫, ନମ୍ବର ୱାର୍ଡ଼ରେ ଘରୋଇ ସଂଯୋଗ ହୋଇଥିବା ପାଇପ

କନ୍ଧମାଳ ଜିଲ୍ଲା ଡିଡିସି କମିଟି ନଷ୍ଟ କଲା ୨୪୨୧ କିଗ୍ରା ଗଞ୍ଜେଇ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ବିଭିନ୍ନ ଥାନାରେ ଜବତ୍ ହୋଇଥିବା,୩୯ ଟି ମାମଲା ରେ ଜବତ ହୋଇଥିବା ୨୪୨୧ କିଗ୍ରା ୯୮୦ ଗ୍ରାମ ଗଞ୍ଜେଇ କୁ ପୋଡି ନଷ୍ଟ କରାଯାଇଛି। କନ୍ଧମାଳ ଜିଲ୍ଲା ଡିଡିସି କମିଟି ଦ୍ବାରା ଆଜି ଗଞ୍ଜାମ ଜିଲ୍ଲା ସେରଗଡ଼ ଠାରେ ଥିବା ପ୍ଲାଣ୍ଟ ରେ ନିସ୍କାସନ ପ୍ରକ୍ରୀୟା କୁ

ଚେପଟିଆମ୍ବାରେ ଚାଲିଥିବା ନବ ଦିନାତ୍ମକ ବାଲିଯାତ୍ରା ଶେଷ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଆଜିକୁ ନ ଦିନ ନ ରାତ୍ର ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହୋଇଯାଇଛି। ବାଲିଯାତ୍ରାର ଶେଷ ଦିନରେ ବିଶାଳ ଜନସମାଗମ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ