Browsing Category

ଆଞ୍ଚଳିକ

ତୁମୁଡିବନ୍ଧରେ ବାଲିଗୁଡା ସଂକୁଳର ବନବିହାର

ଫୁଲବାଣୀ : ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂଯୋଜନା ରେ ଜଳେଶପଟା ସ୍ଥିତ ଜଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁସାରେ ପରିଚାଳିତ ଏହି ବନବିହାର କାର୍ଯ୍ୟକ୍ରମରେ ବାଲିଗୁଡା ସଂକୁଳ ସ୍ଥିତ

ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ

ଆର,ଉଦୟଗିରି : ଗଜପତି ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକକରଣ ଚିତ୍ର । ଶାରୀରିକ ଅକ୍ଷମତା ସହ ଦାରିଦ୍ୟ କାରଣ ପରିସ୍ଥିତି ସତ୍ତ୍ବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା

ଐତିହାସିକ ସଫଳତା : ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ଆର, ଉଦୟଗିରି : ଗଜପତି ଜିଲ୍ଲା ଆର,.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୁବୁରିସିଂ ଗ୍ରାମ ଅଞ୍ଚଳକୁ ଏକ ଭୌଗଳିକ ସଂକେତ ମିଳିଥିବା ଦେଖିବାକୁ ମିଳିଛି। ଯାହାକି ଏହି ଅଞ୍ଚଳର ବାସିନ୍ଦାଙ୍କ ନିମନ୍ତେ ଏକ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ଗଜପତି ଜିଲ୍ଲାରେ ଆର, ଉଦୟଗିରି ବ୍ଲକ ଅଞ୍ଚଳରେ ଖଜୁରୀ ରେ

ଆମ ଓଡିଶା ଓ ନବୀନ ଓଡିଶା ଯୋଜନାରେ ସରପଞ୍ଚଙ୍କୁ ସାମିଲ କରାଯାଇଥିବା ଯୋଗୁଁ ପାଇଁ ସରପଞ୍ଚ ରାଜ୍ୟ ସଂଗଠନର ସ୍ୱାଗତ

ଆର,ଉଦୟଗିରି : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ

ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠା : ୨୪ ପ୍ରହର ପଞ୍ଚମହା ଯଜ୍ଞ ଆରମ୍ଭ

ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠାରେ ୨୪ ପ୍ରହର ପଞ୍ଚମହା ଯଜ୍ଞ, ରବିବାର କଳସ ଶୋଭାଯାତ୍ରାର ଆରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଶୁଭଲଗ୍ନେ ଦାରିଙ୍ଗବାଡ଼ି ସ୍ଥିତ ଲୋହରା ସାହିରେ ସପ୍ନାଦେଶ ହୋଇ ବିଜେ ହୋଇଥିବା

ଆସିକା ସହର ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା…

ସହର ଉନ୍ନତି କରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କାହା ସ୍ୱାର୍ଥ ରେ…… ବ୍ରହ୍ମପୁର: ୧୨-୨ ରାଜ୍ୟ ସରକାରଙ୍କ ପକ୍ଷରୁ ସହରର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆସିକା ସହରରେ ଥିବା ବିନାୟକ ବଜାରରେ ଏହି ରାସ୍ତା ଦେଇ ଯାଇଥିବା ନାଳଦୀର୍ଘ ଦିନ ହେଲା ଭାଙ୍ଗି

ଜିଲ୍ଲା କଂଗ୍ରେସ ସଭାପତି, ହେଲେ ଚନ୍ଦ୍ର ପରିଡ଼ା…

ଫୁଲବାଣୀ : ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଦଳରେ ଚାଲିଛି ଘନ ଘନ ପରିବର୍ତ୍ତନ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାୟିତ୍ଵରେ ପୂର୍ବରୁ ଥିବା ଅନାମ ନାୟକଙ୍କ ସ୍ଥାନରେ ଅନ୍ୟତମ ପ୍ରମୁଖ ନେତା ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପରିଡ଼ାଙ୍କୁ ନୂତନ କନ୍ଧମାଳ ଜିଲ୍ଲା ସଭାପତି

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ …

ଫୁଲବାଣୀ: ଆଜି ସକାଳ ସମୟରେ ଫୁଲବାଣୀ ଏନ ଏଚ୧୫୭ ସ୍ଥିତ ଗୋପାଳ ସାହି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇ ଜଣଙ୍କର ଘଟଣା ସ୍ତଳରେ ମୃତ୍ୟୁ ଘଟିଛି । ଏକ ହାଇବା ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଘଟଣା ସ୍ତଳରେ ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତି ଜଣକ ହେଲେ ଶେଷଦେବ