Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଯୁବକ ଗୁରୁତର ଆହତ.. !
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ପୋଗ୍ରାପୋଷ ଜନ ସେବା କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଯୁବକ ଗୁରୁତର ଆହତ ହୋଇଛନ୍ତି ! ସୁବାସ ମିରୀ ୨୩ ବର୍ଷ ବାଇକ ନମ୍ବର OD 14A!-->!-->!-->…
ନଗର ବିଜେଡି ଓ ସଂଖ୍ୟାଲଘୁ ସେଲ ପକ୍ଷରୁ ସାଂସଦ ମୁନ୍ନା ଖାଁଙ୍କୁ ସମ୍ବର୍ଦ୍ଧନା…
ଫୁଲବାଣୀ :ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ଘୁ. ଉଦୟଗିରି ଉପ ନିର୍ବାଚନରେ ପ୍ରଚାରର ଅନ୍ତିମ ଦିନରେ ଯୋଗ ଦେବା ପାଇଁ ଫୁଲବାଣୀ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ରେ ପହଂଚି ଥିଲେ l ନଗର ବିଜୁ ଜନତା ଦଳ ଓ ସଂଖ୍ୟାଲଘୁ ସେଲ ତରଫରୁ ସାଂସଦ ମୁନ୍ନା ଖାଁ ଙ୍କୁ କର୍ମକର୍ତାଙ୍କ ଉପସ୍ଥିତ ରେ!-->…
ସାଇପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ…
ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ସ୍ଥିତ ସାଇ ପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ!-->…
ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ…
ହିଞ୍ଜିଳିକାଟୁ୨୬!୧୧ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ ରଵିବାର ହୋଇଯାଇଛି। ରବିବାର ଅସ୍ଥାୟୀ ମନ୍ଦିରରୁ ମା'ଙ୍କୁ ବିଦାୟ ଦିଆଯାଇଛି। ପ୍ରଥମ ଦିବସ ୧୯ ତାରିଖରେ ମା'ଙ୍କୁ ଆବାହନ ପରେ ପ୍ରତି!-->…
ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ…
ଦେବଗଡ଼,୨୬ା୧୧: ଦେବଗଡ ପୌରାଂଚଳ ୩ ନମ୍ବର ୱାର୍ଡ ମଠସାହିର ଜଣାଶୁଣା ବ୍ୟକ୍ତି ତଥା ବିଚାର ବିଭାଗର ଅବସରପ୍ରାପ୍ତ ବରିଷ୍ଠ କିରାଣି ଓ ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖରଙ୍କ ପିତା ପ୍ରଫୁଲ୍ଲ ଝାଙ୍କର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଦେବଗଡ ସହରର ବିଭିନ୍ନ ମହଲରେ!-->…
ମାଲକାନଗିରି ମହାବିଦ୍ୟାଳୟରେ ସବ୍ ଇନିସ୍ପେକ୍ଟର ପଦ ପାଇଁ ପରୀକ୍ଷା ଅନୁଷ୍ଠିତ
ମାଲକାନଗିରି ତା 26.11.2023ରିଖ ଓଡିଶା ପୋଲିସ ପ୍ରଶାସନ ତରଫରୁ ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସବ୍ ଇନିସ୍ପେକ୍ଟର ପରୀକ୍ଷା ଏସ. ପି ମାଲକାନଗିରିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ. ପି ତପନ ନାରାୟଣ ରଥ ଙ୍କ ନେତୃତ୍ୱରେ ମାଲକାନଗିରି ମହାବିଦ୍ୟାଳୟରେ 152ଜଣ!-->!-->!-->…
ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ସ୍ଥାନୀୟ!-->…
ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ(୨୬/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ ରଵିବାର ହୋଇଯାଇଛି। ରବିବାର ଅସ୍ଥାୟୀ ମନ୍ଦିରରୁ ମା'ଙ୍କୁ ବିଦାୟ ଦିଆଯାଇଛି। ପ୍ରଥମ ଦିବସ ୧୯ ତାରିଖରେ ମା'ଙ୍କୁ ଆବାହନ ପରେ ପ୍ରତି!-->…
ଆସିକା ସରକାରୀ ଚିକିତ୍ସାଳୟ ମୁଖ୍ୟ ଫାଟକ ନିର୍ମାଣଧିନ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର…ଏହାହିଁ 5T…
ବ୍ରହ୍ମପୁର : ୨୬-୧୧ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧିନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର। ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡେର ରେ ଚାଲିଛି। ଫାଇବ ଟି!-->…
ବହୁମୁଖୀ କଳା ପ୍ରତିଭା ଏଲ .ଶେଷାଦ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗ…
ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେଡ୍ଡୀ ସାହି ନିବାସୀ ତଥା ବହୁମୁଖୀ କଳାପ୍ରତିଭାର ଅଧିକାରୀ ରେକିମାଷ୍ଟର ଏଲ. ଶେଷାଦ୍ରୀ ରେଡ୍ଡୀ (୬୨)ଙ୍କର ଶୁକ୍ରବାର ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଶୁକ୍ରବାର ଦିନ!-->!-->!-->…