Browsing Category

ଆଞ୍ଚଳିକ

ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି -୪୫ ଗ୍ରାମରେ ଚାଲିଥିବା ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା…

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମାଛଚାଷ ପାଇଁ ୬ ପୋଖରୀ ନିଲାମଧାରୀଙ୍କୁ ପ୍ରଦାନ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୯ ଟି ପୋଖରୀରୁ ୬ ଟି ପୋଖରୀରେ ମାଛ ଚାଷ ପାଇଁ ପ୍ରଥମ ଥର ନୋଟିସ ଅନୁସାରେ ନିଲାମ ଡାକି ନିଲାମକାରୀ ମାନେ ଅର୍ଥ ଜମା କରିବା ପରେ ସେମାନଙ୍କୁ ଚୁକ୍ତି ଭିତ୍ତିକ ପ୍ରକ୍ରିୟାରେ ପୋଖରୀ ହସ୍ତାନ୍ତର କରାଯାଇଛି । ଓଡ଼ଗାଁ ଏନଏସି…

୧୭ ତମ ଓଡ଼ଗାଁ କ୍ରିକେଟ ଲିଗ୍ ଉଦଘାଟିତ

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ୧୭ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)ର ଶୁଭାରମ୍ଭ ହୋଇଛି।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ଦିନ ଧରି ଚାଲିବାକୁ ଥିବା ବେଳେ ୩୨ଟି ଦଳ ଅଂଶଗ୍ରହଣ କରିବେ ଏବଂ ଫାଇନାଲ ମ୍ୟାଚ୍ ଆସନ୍ତା…

ଆସିକା ମୁଖ୍ୟ ଡାକଘର ଉପରେ ଥିବା ଡାକ ବିଭାଗ ଅଧିକ୍ଷଙ୍କ କାର୍ଯ୍ୟାଳୟ ରେ ବଡ଼ ଧରଣର ଅଗ୍ନିକାଣ୍ଡ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ରସ୍ଥଳୀରେ ଥିବା ମୁଖ୍ୟ ଡାକ ଘରର ଉପର ମହଲା ରେ ଥିବା ଡାକ ବିଭାଗୀୟ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ସଟ ସାର୍କିଟ ଯୋଗୁଁ ଭୟା ବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି। ଆଜି ଅପରାହ୍ନ ରେ ଅଚାନକ ଅଗ୍ନି ଝରକା ପଟେ ଅଗ୍ନି ଲାଗିଥିବା ସମ୍ପର୍କ…

ଆସିକାର କୁନି ବୈଜ୍ଞାନିକ ଏ. ଆଲିଶା ଆଚାରୀ ଶ୍ରୀହରିକୋଟାରେ, ଗଞ୍ଜାମ ପାଇଁ ଗୌରବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ ତଥା କୁନି ବୈଜ୍ଞାନିକ ଏ. ଆଲିଶା ଆଚାରୀ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରିଛନ୍ତି।ଆସିକା ହାଟପାଦ ଅଞ୍ଚଳର ଏ କେଦାର…

କାଗଜ କଲମରେ ସବୁଜିମା, ବାସ୍ତବରେ ଶ୍ମଶାନ ପାଲଟିଛି ଜଙ୍ଗଲ : ଝରୀଗାଁ ବନ ବିଭାଗର ବୃକ୍ଷରୋପଣ ପ୍ରହସନ ଓ ପରିବେଶ…

ବିଶ୍ୱ ପରିବେଶ ଦିବସର ଉତ୍ସବ ମୁଖରିତ ପରିବେଶ ମଧ୍ୟରେ ଯେତେବେଳେ ସାରା ଦେଶ ବୃକ୍ଷରୋପଣ ଏବଂ ପ୍ରକୃତିର ସୁରକ୍ଷା ପାଇଁ ଶପଥ ନେଉଛି, ସେତିକିବେଳେ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ଅଞ୍ଚଳରୁ ଆସିଥିବା ଏକ ଅତ୍ୟନ୍ତ ଉଦ୍‌ବେଗଜନକ ଚିତ୍ର ସରକାରୀ ଦାବି ଏବଂ ପ୍ରଶାସନିକ ତତ୍ପରତାର ଅସଲ ମୁଖା ଖୋଲି…

ବୃକ୍ଷରୋପଣ ସହ ବିଶ୍ୱ ପରିବେଶ ଦିବସ ପାଳନ କଲା ଟିପିଏସ୍ଓଡିଏଲ୍

ଟାଟା ସଷ୍ଟେନେବିଲିଟି ମାସ ଆରମ୍ଭ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗୋପାଳପୁରସ୍ଥିତ ଜେଏନ୍ ଟାଟା ଟେକ୍ନିକାଲ୍ ଇନଷ୍ଟିଚ୍ୟୁଟ୍ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।…

ଆସିକା ପୋଲିସ କବ୍ଜାରେ ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କ ୧୦ ଟି ଚୋରି ବାଇକ ସହ ତିନି ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସକୁ ବଡ଼ ସଫଳତା । ଆସିକା ଏରୋଗଲା ବସ୍ତି ରୁ ୧୦ ଟି ଚୋରି ବାଇକ ଜବତ ସହ ତିନି ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ l ତିନି ଗିରଫ ଅଭିଯୁକ୍ତ ହେଲେ ଗଣ୍ଡପଲ୍ଲୀ ଗ୍ରାମର ଏ.ସନ୍ତୋଷ, ଡି. ଚିନା ଓ ଠେଙ୍ଗାତମ୍ବା ପଲ୍ଲୀ ଗ୍ରାମର…

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ ପରେ ବିଚାର ବିଭାଗୀୟ ହାଜତକୁ ଗଲା

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମ ବାଙ୍କତରା ନବବଧୂ ଶୁଭଶ୍ରୀ ମହାପାତ୍ର (୨୨)ଙ୍କ ହତ୍ୟାକାରୀ ସ୍ବାମୀ ଦୀପକ କୁମାର ମହାପାତ୍ରଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ଦୀପକକୁ ବିଚାର ବିଭାଗୀୟ ହାଜତକୁ ପଠାଇ…

ବାଲିଗୁଡା ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ବାଲିଗୁଡା : ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଶନିବାର ସକାଳୁ ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ୪ଟି ସ୍ଥାନ ସମେତ ବାରିପଦା,…