Browsing Category

ଆଞ୍ଚଳିକ

ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟସ୍ତରରେ ମାଲକାନଗିରି ଜିଲ୍ଲା ପୁରସ୍କୃତ

ମାଲକାନଗିରି : ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଉତ୍କୃଷ୍ଟତା ପ୍ରଦର୍ଶନ କରି ଆସିଛି । ଉତ୍କୃଷ୍ଟ ସ୍ବାସ୍ଥ୍ୟ ପ୍ରଦାନ ନିମନ୍ତେ ଆଜି ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ବରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ…

‘ଆମ ଓଡିଶା -ନବୀନ ଓଡିଶା’ ସହରୀ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫ଟି ପଦକ୍ଷେପ ଅଧିନରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତ ଯୋଜନା ସଚେତନତା ନେଇ “ଆମ ଓଡିଶା -ନବୀନ ଓଡିଶା” ସହରୀ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା…

ମାତୃପିତୃ ପୂଜନ ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୂକୁଲ୍ୟରେ, ଫୁଲବାଣୀ ହାଟପଦା,ଠାରେ ଥିବା ଶ୍ରୀ ମା ନାରାୟଣୀଙ୍କ ଠାକୁରାଣୀ ଯାତ୍ରା ପଡିଆ ସଭାଗୃହ ମଧ୍ୟରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଥିଲା । ସହରର ବହୁ ପିତାମାତା ଅଭିଭାବକ, ଅଜା,ଆଇ , ଜେଜେ ଜେଜେମା ସେମାନଙ୍କ ସନ୍ତାନ ମାନଙ୍କ ସହ…

କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ବୁଢାପାଳ କ୍ରିକେଟ କ୍ଲବ ଚମ୍ପିୟାନ

ଦେବଗଡ଼,୧୪ା୨ : ରିଆମାଳ ବୁଢାପାଳ ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ହାଇସ୍କୁଲ ପଡିଆଠାରେ ବୁଢାପାଳ ଜୁନିୟର କ୍ଲବ ଆନୁକୂଲ୍ୟରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲାର କଳମଛୁଇଁ (ତାଳଚେର) କ୍ରିକେଟ…

କେନ୍ଦୁନାଳୀ ଗ୍ରାମରେ ଜିଲା କୃଷକ ସଂଘର୍ଷ ସଂଘର ବୈଠକ

ଦେବଗଡ : ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦୁନାଳୀ ଗ୍ରାମରେ ଦେବଗଡ ଜିଲା କୃଷକ ସଂଘର୍ଷ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଜିଲା କୃଷକ ସଂଘର୍ଷ ସଂଘର ସଭାପତି ସେମ୍ ହେମ୍ରମ ଯୋଗଦେଇ ସମ୍ପୃକ୍ତ ଅଂଚଳର ଚାଷୀ ମାନଙ୍କ ସହ…

ପ୍ରେମ ଦିବସରେ ପ୍ରେମିକ ଗିରଫ : ବିବାହ ପ୍ରତିଶୃତି ଦେଇ ପ୍ରତାରଣା

ଦେବଗଡ,୧୪ା୨ : ବାରକୋଟ ଥାନାଂଚଳର ଜଣେ ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ବିବାହ ପ୍ରତିଶୃତି ଦେଇ ଶାରୀରୀକ ସମ୍ପର୍କ ଓ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ଓ ପ୍ରତାରଣା କରିଥିବା ଜଣେ ପ୍ରତାରକ ଯୁବକକୁ ବାରକୋଟ ଥାନା ପୋଲିସ ବୁଧବାର ପ୍ରେମ ଦିବସ ରେ ପ୍ରେମିକ କୁ ଗିରଫ କରି କୋର୍ଟ ଚାଲାଣ…

ରାସ୍ତା ନାହିଁ ତ ଭୋଟ ନାହିଁ

ଆର,ଉଦୟଗିରି : ଗଜପତି ଜିଲ୍ଲା ପାରଳାଖେମଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ତୁରନ୍ତ ରାସ୍ତା ନିର୍ମାଣ ଦାବିରେ ଆର,ଉଦୟଗିରି ବ୍ଲକର ଅନଗାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁମନ୍ତ ରାସ୍ତା ନିର୍ମାଣ ଦାବି…

ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା

ଚିକିଟୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚିକିଟୀ ପେଣ୍ଠରେ ମା ବାଗ୍ ଦେବୀଙ୍କ ପୂଜନ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀକୃଷ୍ଣ ଚନ୍ଦ୍ର ସାହୁ ଉପସଭାପତି ସନ୍ତୋଷ କୁମାର ସାହୁ ସଦୟ ଉପସ୍ଥିତ ରହି ମା’ଙ୍କୁ ପୂଜନ କରି ଶିଶୁଙ୍କ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର…

ଜଳସେଚନ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ବିଦ୍ୟୁତ ଶକ୍ତି ଯୋଗାଣ କ୍ଷେତ୍ରରେ ୩୯୫୨ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନଗୋପାଳପୁରରେ ୨୭ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ବୃହତ୍‌…

ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ୍ କାଡ଼ଧାରୀଙ୍କୁ ବ୍ୟାଗ୍ ବଣ୍ଟନ

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୪/୨/ ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଠାରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ପ୍ରତ୍ୟେକ ରାସନ୍ କାଡ଼ ହିତାଧିକାରୀ ଙ୍କୁ ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଗମାଙ୍ଗ ସମିତି ସଭ୍ୟା ସୁଶ୍ରୀ ଶିବାନୀ ବେହେରଦଳାଇ ବ୍ୟାଗ୍…