Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି : ୪ ଗିରଫ
ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗତକାଲି ୫ଜଣ ଗଞ୍ଜେଇ ଚାଲାଣ କାରିଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଵେଳେ ଆଜି ୧୬୪କେଜି ୩୮୦ଗ୍ରାମ ତମ୍ବା ତାର ଜଵତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ!-->…
ମା’ ମଙ୍ଗଳା କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ମହ୍ଲାରବାହାଳ କ୍ରିକେଟ କ୍ଲବ ଚମ୍ପିୟାନ
ଦେବଗଡ଼,୧୩ା୨ : ତିଲେବଣି ବ୍ଲକ ବଣିଆକିଲିଣ୍ଡା ଗ୍ରାମ ପଂଚାୟତର ସୁନାମୁଣ୍ଡା ଗ୍ରାମରେ ମା’ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୮ ତାରିଖରୁ ଚାଲିଥିବା ମା’ ମଙ୍ଗଳା କ୍ରିକେଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଟାଇଁସର କ୍ରିକେଟ କ୍ଲବକୁ ୬୩ ରନରେ!-->…
ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସିଂହଶାଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ…
ଦେବଗଡ଼,୧୩ା୨ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର!-->…
ବିଭିନ୍ନ ଦାବୀରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ରାଇତାବାହାଳ ଗ୍ରାମପଂଚାୟତ ବାସୀ
ଦେବଗଡ଼,୧୩ା୨ : ରେଙ୍ଗାଳି ବହୁମୂଖି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ବାରକୋଟ ବ୍ଲକ ରାଇତାବାହାଳ ପଂଚାୟତର ବିଭିନ୍ନ ଗ୍ରାମକୁ ରାଜସ୍ୱ ଗାଁ ଘୋଷଣା କରିବା ସହ ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି । ଆଜି ମଧ୍ୟାହ୍ନରେ ରାଇତାବାହାଳ ଗ୍ରାମ!-->…
ଜିଲ୍ଲାପାଳ କଲେ ମା’ କୁରେଇଶୁଣୀଙ୍କ ନୂତନ ମନ୍ଦିର ଭୂମିପୂଜା
ଆର,ଉଦୟଗିରି : ଆର,ଉଦୟଗିରି ବ୍ଳକ ରାମଗିରି ଗ୍ରାମପଞ୍ଚାୟତରେ ସ୍ଥିତ ମା' କୁରେଇଶୁଣୀ ମନ୍ଦିର ପରିସରରେ ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ଦ୍ବାରା ମା' ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଉଛି । ସର୍ବପ୍ରଥମେ ରାମଗିରି ଶ୍ରୀ ରାମଶ୍ବର ବଣିକ ସଂଘ ତରଫରୁ!-->…
ସରକାରଙ୍କ ସହ ପ୍ରାଣିଚିକିତ୍ସକଙ୍କ ଆଲୋଚନା ବିଫଳ : ବଢିଲା ପ୍ରାଣିପାଳକଙ୍କ ଦୁର୍ଦ୍ଦଶା
ଫୁଲବାଣୀ : ଓଡ଼ିଶାର ପ୍ରାଣିଚିକିତ୍ସକମାନେ ଗତ ତା ୧୮.୦୧.୨୪ ରିଖ ରିଖ ଠାରୁ ଠାରୁ ଆଜି ସୁଦ୍ଧା ୨୬ ଦିନ ହେଲା ସମୂହ ଛୁଟିରେ ଅଛନ୍ତି । ସେମାନେ ଗତ ପ୍ରାୟ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ରାଜ୍ୟର ପ୍ରାଣିପାଳକ ମାନଙ୍କ ହିତରେ!-->…
ଟ୍ରେନ୍ରେ ଆଦିବାସୀ ଛାତ୍ରୀଙ୍କୁ ଅସଦ୍ ଆଚରଣ କରି ଶିକ୍ଷକ ଗିରଫ
ମାଲକାନଗିରି : ଆଦିବାସୀ ଛାତ୍ରୀଙ୍କୁ ଅସଦ୍ଆଚରଣ ଅଭିଯୋଗରେ ଶିକ୍ଷକ ଗିରଫ। ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗିରଫ ହୋଇଛନ୍ତି। ହଷ୍ଟେଲର ଜଣେ ଆଦିବାସୀ ଛାତ୍ରୀଙ୍କ ସହ ଅସଦ୍ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏକଲବ୍ୟ ଆଦର୍ଶ!-->…
ଘର ସମ୍ମୁଖରୁ ବାଇକ ଚୋରୀ : ସିସି ଟିଭି କ୍ୟାମେରାରରେ ଚୋରର ଫଟୋ
ଦେବଗଡ଼,୧୩ା୨ : ଦେବଗଡ ପୌରାଂଚଳ ୩ ନମ୍ବର ୱାର୍ଡ ବଣିଆସାହିରୁ ସୋମବାର ରାତ୍ରୀରେ ଏକ ବାଇକ ଚୋରି ହୋଇଥିବା ଜଣପଡିଛି। ଏନେଇ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ବଣିଆସାହିର ଅଶୋକ କୁମାର ନାୟକଙ୍କ ପୁଅ ପ୍ରିୟାଂଶୁ ନାୟକ ଗତକାଲି!-->…
ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର
ଆର,ଉଦୟଗିରି : ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ମାଉସୀ ଗୁରୁତ୍ବର ଆହତ ହୋଇଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଉପର କଝଟଙ୍ଗପଡା ଗ୍ରାମର ତ୍ରିଲୋଚନ ବେହେର୍ଦଳାଇ (23) ଓ ଆହତ ଜଣକ ଯୁବକଙ୍କ ମାଉସୀ ଯମୁନା କାର୍ଜୀ (30) । ତ୍ରିଲୋଚନ ନିଜ!-->…
ଗ୍ରାମ୍ୟ କୃଷି କର୍ମଚାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା
ଦେବଗଡ଼ : କ୍ୟାଡର ପୁନର୍ଗଠନ, ଗ୍ରେଡ ପେ’ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତନ, ଚାକିରୀରେ ପ୍ରବେଶ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ବିଜ୍ଞାନ, ଗମନାଗମନ ଓ ଅନ୍ୟାନ୍ୟ ଖର୍ଚ୍ଚର ଭାଉଚର ଯୋଗାଣ ଏବଂ ୬ ବର୍ଷକୁ ମୂଳ ଚାକିରିରେ ଗଣନା ଦାବୀରେ ଦେବଗଡ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ!-->…