Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନାବାଳିକାକୁ ଦୁଷ୍କର୍ମ କରି ଯୁବକ ଗିରଫ…
ଦାରିଙ୍ଗବାଡି,୧୮/୧ ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗତକାଲି ଅଭିଯୁକ୍ତ ଗିରଫ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ଜଣକ ହେଲେ ଗ୍ରୀନବାଡ଼ି ଗ୍ରାମର ସ୍ମିତ କାର୍ଜୀ ଓରଫ ଚନ୍ଦନ । ପୋଲିସ ସୂଚନା ପ୍ରକାରେ, ନାବାଳିକା!-->!-->!-->…
ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…
ଚିକିଟୀ : ଚିକିଟୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ,!-->…
ପରିକ୍ରମା ପ୍ରକଳ୍ପ ନେଇ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ…
ମାଲକାନଗିରି : ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ ହୋଇଛି। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗୋଲ୍ଡେନ ମିଗ୍ କଳା!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ; ୫୫ ୟୁନିଟ ରକ୍ତ ସଂଗ୍ରହ…
ଜୟପୁର,: ଜାନୁଆରୀ: ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସାମାଜିକ ଦାୟିତ୍ୱବୋଧ ପ୍ରତିପାଦନ ସହ ନିଜ ସମ୍ପ୍ରଦାୟକୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିରର!-->…
ନଦୀରେ ବୁଡ଼ିଯାଇ ଶିଶୁ ମୃତ…
ହିଞ୍ଜିଳିକାଟୁ, ତା ୧୮/୧ : ଗୁରୁବାର ମଧ୍ୟାହ୍ନରେ ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଜଗନ୍ନାଥ ଗୌଡଙ୍କ ପୁତ୍ର ନୀଳମାଧବ ଗୌଡ (୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ - ୫/୨୪ ରେ ଏକ!-->…
ଆଜିଠାରୁ ପ୍ରାଣୀ ଚିକିତ୍ସକ ମାନଙ୍କ ସମୂହ ଛୁଟି ସହ ଆନ୍ଦୋଳନ
ମାଲକାନଗିରି, ୧୮।୧ ଚାରିଦଫା ଦାବି ନେଇ ଆଜିଠାରୁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଡାକରା କ୍ରମେ ମାଲକାନଗିରି ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତିା ଫଳରେ ଏହି ଆନ୍ଦୌଳନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଣିଥିବା ପ୍ରାଣୀଙ୍କ ଚିକିତ୍ସା!-->…
ନୂଆ -ଓ ଯୁବ ଓଡିଶା -ନବୀନ ଓଡିଶାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟଟିତ…
ହିଞ୍ଜିଳିକାଟୁ ୧୮/୧ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣ୍ଡଳା -ବେଲଗାଁ ପରିସରରେ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡାଙ୍କ ତତ୍ବାବଧାନରେ ନୂଆ ଓ ଯୁବ ଓଡିଶା ର ବିଶ୍ୱ ଓଡ଼ିଆ ଭାଷା ସର୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ!-->…
ଆରମ୍ଭ ହେଲା ମା ଆଦିଶକ୍ତି କ୍ରିକେଟ ଟୁର୍ନାମେଣ୍ଟ…
ବ୍ରହ୍ମପୁର : ରୟାଲ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହେଲା ଦଶ ଓଭର ବିଶିଷ୍ଟ ମ୍ୟାଚ | ଏହା ଚାରି ଦିନ ବ୍ୟାପି ଖେଳାଯିବ ଉଦଘାଟନ ଉଚ୍ଚବରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଆମନ୍ତ୍ରଣ ଅତିଥି ରୂପେ କର୍ପୋରେଟର ଦୁର୍ଗା!-->…
ଅପେରସନ ସୂର୍ଯ୍ୟଶକ୍ତିର କମାଲ
ଉମରକୋଟ: ଜ଼ିଲ୍ଲା କାଁକେର, ନାରାୟଣପୁର ଓ ଗଡ଼ଚୂରଳିରେ ସିଆରପିଏଫର ବଡ଼ ସଫଳତା | ନକ୍ସଲ ମାନଙ୍କ ଅନେକ ଗୁପ୍ତ ଠିକଣା ସନ୍ଧାନ କରି ଭାଙ୍ଗି ଦିଆଗଲା l ସୂଚନା ଅନୁସାରେ, ଜ଼ିଲ୍ଲା କାଁକେର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉର୍ଚାପାଳ, ପାରାଦୀ, ପଙ୍ଗୁର, ଟୀକାମେଟା, କୁକୁର ଇତ୍ୟାଦି ସ୍ଥାନରେ!-->…
ଦାରିଙ୍ଗବାଡ଼ି ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୧୭/୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ହୋମ ଯଜ୍ଞ କରାଯାଇଛି। ଏହି କାର୍ଯ୍ୟକ୍ରମରେ!-->…