Browsing Category

ଆଞ୍ଚଳିକ

ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ…

ଫୁଲବାଣୀ :ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ କରାଗଲା। ଏହି ପ୍ରଦର୍ଶନ କେନ୍ଦ୍ର କୁ ଉପଜିଲ୍ଲାପାଳ ଫୁଲବାଣୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ

ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ

କନ୍ଧମାଳ ପୁଲିସ ଜିଲ୍ଲାରେ ଏସଆଇ ଓ ଏଏସଆଇ ସ୍ତରରେ ବ୍ୟାପକ ଅଦଳ ବଦଳ…

କନ୍ଧମାଳ : କନ୍ଧମାଳ ଜିଲ୍ଲାର ପୋଲିସ୍ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଅହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି

ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ, ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ…

ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ ହିଞ୍ଜିଳିକାଟୁ : ସମାଜରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ରହିଛି ଭକ୍ତି ଓ ବିଶ୍ୱାସର ପରମ୍ପରା । ହେଲେ କିଛି ଶିକ୍ଷକଙ୍କ ନିନ୍ଦନୀୟ କାର୍ଯ୍ୟ କଳାପରୁ ଶିକ୍ଷକ ସମାଜକୁ ଅପମାନିତ

ସରକାରଙ୍କ ଅଣ୍ଡା ଯୋଗାଣ ଯୋଜନା ଏକ ପ୍ରହସନ…

ଶିଶୁ, କିଶୋରୀ ଓ ମହିଳାମାନଙ୍କୁ ଅଣ୍ଡା ବଦଳରେ ଟଙ୍କା ଦିଆଯାଉଛି…..!ବ୍ରହ୍ମପୁର : ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ପ୍ୟାକେଜ ଘୋଷଣା କରିବା ସହ ମଠ ମନ୍ଦିର କୁ କୋଟି କୋଟି ଟଙ୍କା ଦେଉଛନ୍ତି। ପ୍ରଥମ ରୁ

ମହାମହିମ ରାଜ୍ୟପାଳଙ୍କ ସହ ସାକ୍ଷାତ କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି…

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଜୀ ଙ୍କୁ ଛତ୍ରପୁର ସାରକିଟ୍ ହାଉସ୍ ଠାରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସ୍ୱାଗତ

ମୋହନା ଉନ୍ନୟନ ପରିଷଦ ତରଫରୁ ଗଜପତି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା…

ଆର ଉଦୟଗିରି : ମୋହନା ଉନ୍ନୟନ କମିଟି ଆଜି ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ ଓ ଉପ ଜିଲ୍ଲାପାଳ ଲୋକ କୁମାର ପ୍ରଧାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ମୋହନା ସହରର ବିଭିନ୍ନ ସମସ୍ୟା ସମ୍ପର୍କେ ଅବଗତ କରାଇଥିଲେ । କମିଟିର ସଭାପତି ଦଣ୍ଡାସି ସାହୁ , ସଦସ୍ୟ ପ୍ରଶାନ୍ତ

ଗାଁ କୁ ରାସ୍ତା ନାହିଁ ଏବେ ବି ହନ୍ତସନ୍ତ ଝୁଲାସାହି ଗ୍ରାମବାସୀ…

 ଆର ଉଦୟଗିରି : ଦେଶ ସ୍ବାଧୀନତାର ୭୭ ବର୍ଷରେ ମଧ୍ୟ ଲୋକେ ଆଜି ସରକାରୀ ଯୋଜନାର ସୁବିଧା ପାଇବା କଷ୍ଟକର ହୋଇପଡୁଛି। ଏଥିରେ କାହାର ଅବହେଳା ରହୁଛି ତାହା କହିବା ମୁସ୍କିଲ। କେନ୍ଦ୍ର ହେଉ ଅବା ରାଜ୍ୟ ହେଉ ସାଧାରଣ ଲୋକଙ୍କ ଲାଗି ଯୋଜନା ପରେ ଯୋଜନା ମାଳମାଳ ପ୍ରସ୍ତୁତ କରି ଲୋକାର୍ପିତ

ଜରୁରୀକାଳୀନ ସୁବିଧାରୁ ବଞ୍ଚିତ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର : ରୋଗୀ ହନ୍ତସନ୍ତ, ତୁରନ୍ତ ପ୍ରତିକାର ପାଇଁ…

ବାଲିଗୁଡା : ସ୍ୱଚ୍ଛ ଭାରତ ମିସନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା। ଗାଁଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା। ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା। ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳ ଶୂନ। କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟ

ବନ ବିଭାଗର ଅତର୍କିତ ଚଢ଼ାଉ: ୮୦ ଖଣ୍ଡ ଶାଳ ପଟା ଓ ମେସିନ ଜବତ…

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୋହିବାଙ୍କ କୁମୁଟି ସାହିରେ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ୮୦ଖଣ୍ଡ ଶାଳ ପଟା ସହିତ କାଠ ସାମଗ୍ରୀ କାଟିବା ପାଇଁ ୧ଟି ରନ୍ଦା ମେସିନ , ଡ୍ରିଲ ମେସିନ କୁ ଜବତ କରିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ରୋହିବାଙ୍କ କୁମୁଟୀ ସାହିରେ ବେଆଇନ