Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ମାଲକାନଗିରି, ୨୯।୧୨ : ମାଲକାନଗିରି ଡିଏନକେ ଖେଳ ପଡିଆ ଠାରେ ଆଜି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୌରରିଷଦ ସମେତ ୭ ଗୋଟି ବ୍ଲକର କ୍ରୀଡ଼ାବିତ୍ତ ମାନେ ଅଂଶଗ୍ରହଣ କରିଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ!-->…
ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିରେ ଅନିୟମିତତାକୁ ନେଇଁ ସିଡ଼ିପିଓ ଅଫିସ ଘେରିଲେ ଗ୍ରାମବାସୀ
ଦାରିଙ୍ଗବାଡି,୨୯/୧୨ ,କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଯୋଗୁଁ ଗତକାଲି ସିଡିପିଓ ଅଫିସ ଘେରାଉ କଲେ ଗ୍ରାମବାସୀ । ଅଙ୍ଗନବାଡ଼ି ସହାୟିକା ପଦବୀ ପୂରଣ ନିମନ୍ତେ ୩ ଜଣ!-->…
ଗଞ୍ଜାମ ଜିଲ୍ଲାର ଚୌକି ମୋହ ଛାଡିବାକୁ ବାବୁ ମାନେ ନାରାଜ..! ପିସି ଓ କ୍ଷମତା ଲାଳସା ଗଞ୍ଜାମ ରେ ନିଆରା…!
ଅବସର ପରେ ବି ଥଇ ଥାନ ଆଉ କିଛି ଜିଲ୍ଲାର ମାଗୁଣି ର ଶଗଡ଼...!!
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ଶ୍ରୀ ଗୋପାଳଜୀଉ ଓ ଶ୍ରୀ ଝାଡେଶ୍ୱର ମନ୍ଦିରକୁ…
ଦେବଗଡ,୨୮ା୧୨: ଆଗାମୀ ଜାନୁୟାରୀ ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଗୁରୁବାର ଦେବଗଡ ସହରର ଶ୍ରୀ ଗୋପାଳଜିଉ ମନ୍ଦିର ଓ ଶ୍ରୀ ଝାଡେଶ୍ୱର ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି । ପୂରୀରୁ!-->…
‘ଫିର୍ ଆଏଗା ମୋଦି’ ଗୀତ, ଭିଡିଓ ଏବଂ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ
ଦେବଗଡ,୨୮ା୧୨: ଦେବଗଡ ଜିଲା ଭାଜପା କାର୍ଯ୍ୟାଳୟରେ ଗୁରୁବାର ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ କାର୍ଯ୍ୟ ଆଧାରରେ ‘ ଫିର୍ ଆଏଗା ମୋଦି’ ପ୍ରଚାର ଗୀତ , ଭିଡିଓ ଏବଂ ନୂଆଁବର୍ଷ କ୍ୟାକେଣ୍ଡର ଉନ୍ମୋଚିତ ହୋଇଯାଇଛି । ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ!-->…
ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର : ଆହତଙ୍କ ଟଙ୍କା ଓ ମୋବାଇଲ ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ
ହିଞ୍ଜିଳିକାଟୁ : ଗୁରୁବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ଜୟପୁର ଏଲଆଇସି କଲୋନୀର ସରୋଜ କୁମାର ଗୌଡ!-->…
ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ କଲେ ବିଏସଏଫ…
ମାଲକାନଗିରି, ୨୮।୧୨ ମାଲକାନଗିରି ଜିଲ୍ଲାରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ସର୍ଚ ଅପରେସନ ବେଳେ ଆଜି ଏକ ବଡ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି!-->!-->!-->…
ପୁଣି ବାଲି ମାଫିଆ ସକ୍ରିୟ : ରାତ୍ର ସମୟରେ ଆନ୍ଧ୍ର କୁ ବାଲି ଚାଲାଣ…!
ପ୍ରଶାସନ ନିରବ ଦ୍ରଷ୍ଟା...
ବ୍ରହ୍ମପୁର : ଗଞ୍ଜାମ ଚୋରା ବାଲି ସମ୍ରାଟ ଗିରଫ ପରେ କିଛି ଦିନର ନୀରବତା ପରେ ପୁଣି ବାଲି ମାଫିଆ ସକ୍ରିୟ ହୋଇଥିବା ଜଣାପଡିଛି। ଆସିକା, ଶେରଗଡ଼ ଓ ହିଞ୍ଜିଳି ଅଞ୍ଚଳ ରୁ ରାତ୍ର ସମୟ ରେ ଟ୍ରକ ଓ ହାଇୱା ରେ ଗଳାବାଟ ଆନ୍ଧ୍ରକୁ ଚାଲାଣ ଓ ବ୍ରହ୍ମପୁର ର କେତେକ!-->!-->!-->…
ଧର୍ମ ପରାୟଣ ମହିଳାଙ୍କ ପରଲୋକ…
ଵ୍ରହ୍ମପୁର : ଵ୍ରହ୍ମପୁର ମହାନଗର ନିଗମ ଉପକଣ୍ଠ ଭାବିନିପୁର ଗ୍ରାମ ନିବାସୀ କୁନ୍ତଳା ମାଳା ଶତପଥୀ ଙ୍କ୯୧ ବୟସରେ ବିୟୋଗ ଘଟିଛି। ସେ ଜଣେ ମିଷ୍ଟଭାଷୀ, ପରଉପକାରୀ, ଧର୍ମପରାୟଣ, ମେଳାପୀ ମହିଳା ଥିଲେ।ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତଶଯ୍ୟା ନିକଟ ରେ ତାଙ୍କର ଚାରି!-->…
ଗୁପ୍ତି ପ୍ରାଥମିକ ଚିକିତ୍ସାଳୟକୁ ନୂତନ 108 ଆମ୍ବୁଲାନ୍ସକୁ ସ୍ବାଗତ…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଏକ ନୂତନ 108 ଆମ୍ବୁଲାନ୍ସ ସେବା ରୋଗୀଙ୍କ କଲ୍ୟାଣ ନିମନ୍ତେ ଯୋଗାଇ ଦିଆ ଯାଇଛି। କିପରି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଗୁରୁତ୍ୱର ରୋଗୀମାନେ ସଠିକ୍ ଭାବେ!-->…