Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଛତ୍ରପୁର : ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ୍ କାର୍ଯ୍ୟକାରିତା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ!-->!-->!-->…
ଥାନା ନିକଟରୁ ଲକ୍ଷାଧିକ ଟଙ୍କାର ଲୁଟ୍ : ବିରମିତ୍ରପୁରରେ ବିଏସଏଲ କର୍ମଚାରୀଙ୍କ ଘରୁ ସୁନାଗହଣା ସଫା
ବିରମିତ୍ରପୁର, ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ବିଏସଏଲ (BSL) କର୍ମଚାରୀଙ୍କ ବନ୍ଦ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ଥାନାଠାରୁ ମାତ୍ର!-->!-->!-->…
ସନ୍ଦେହ ଘେରରେ ଖେଳପଡ଼ିଆ ନିର୍ମାଣ କାର୍ଯ୍ୟ
କୋରାପୁଟ /କୋଟପାଡ଼ : ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ମନରେଗା ଯୋଜନାରେ ଗ୍ରାମାଞ୍ଚଳର ଗରିବ ଖଟିଖିଆ ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ କେନ୍ଦ୍ର ସରକାର 2005 ମସିହାରେ ଏହି ଆଇନ ପ୍ରଣୟନ କରିଥିଲେ l ଯାହାକୁ ବର୍ତମାନର ସରକାର ଚଳିତ ବର୍ଷରୁ ଭି ବି ଜି!-->!-->!-->…
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
ବାଲିଗୁଡା : ଗଣେଶ ଚତୁର୍ଥୀକୁ ନେଇ ଚଳଚଞ୍ଚଳ ହେଲାଣି ପୂଜା ବଜାର। ଆଉ କିଛି ଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଏହାକୁ ନେଇ ସହରଠାରୁ ଗାଁ ପର୍ଯ୍ୟନ୍ତ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଲାଗିଛି। ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି!-->!-->!-->…
ଦlମନଯୋଡ଼ିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ-ପରିବେଶ ଅନୁକୂଳ ବ୍ୟାଗ ଓ ଚାରା ବଣ୍ଟନ
କୋରାପୁଟ /ଦମନଯୋଡ଼ି : ପରିବେଶ ସଚେତନତା ଅଭିଯାନ-2026ର ଅଂଶ ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି), କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏମ୍/ଏସ୍ ନାଲ୍କୋ, ଦlମନଯୋଡ଼ିର ସହଯୋଗରେ ଦlମନଯୋଡ଼ିସ୍ଥିତ ନାଲ୍କୋ ସମ୍ମିଳନୀ କକ୍ଷଠାରେ “ପରିବେଶ!-->!-->!-->!-->!-->…
ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତ ମାଳିଆଝୋଲାର ବିପ୍ରଚରଣ ନାୟକ(୫୭) ଦୋକାନରୁ ସଉଦା କିଣୁଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର କୁସୁମ!-->…
ନକଲି ମଦ କାରଖାନାରେ ଚଢ଼ାଉ, ଜଣେ ଗିରଫ
ନୟାଗଡ଼,୦୯/୦୯ (ନିସର୍ତ୍ତ) : ନକଲି ମଦ କାରଖାନା ଉପରେ ଚଢ଼ାଉ କରା ଯାଇ ଜଣଙ୍କୁ ଗିରଫ କରାଯାଇଛି । ନୟାଗଡ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶରେ ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ ନରସିଂହପୁର ନିକଟ ରାଇସ ମିଲ ସାମନା କାଜୁ ଜଙ୍ଗଲଭିତରେ ଥିବା ଏକ ଘରେ!-->!-->!-->…
ଛତ୍ରପୁରରେ ଘରୋଇ ହିଂସା ଓ ପୋଷ୍ୟ ଆଇନ ସମ୍ପର୍କିତ ପ୍ରଶିକ୍ଷଣ
ଅନ୍ୟାୟ ବିରୋଧରେ ଚୁପ୍ ରହିବା ସବୁଠାରୁ ବଡ଼ ଅପରାଧ: ଅତିରିକ୍ତ ଜିଲ୍ଲାପାଳ
୧୦ କିମ୍ବା ଅଧିକ କର୍ମଚାରୀ ଥିବା ପ୍ରତିଷ୍ଠାନରେ ଆଇସିସି ଓ ‘ସି-ବକ୍ସ’ ପଞ୍ଜୀକରଣ ବାଧ୍ୟତାମୂଳକ
ଛତ୍ରପୁର : ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା!-->!-->!-->!-->!-->…
ଭିନ୍ନକ୍ଷମ ଅଧିକାର ସାମାଜିକ ଦାୟିତ୍ୱବୋଧର ପରିଚାୟକ : ବ୍ରହ୍ମପୁରରେ ଭିନ୍ନକ୍ଷମ ଅଧିକାର ସଚେତନତା ଶିବିର ଆୟୋଜିତ
ବ୍ରହ୍ମପୁର : ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ସଂପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଓଡିଶା ଉଚ୍ଚତର ଶିକ୍ଷା ନିର୍ଦ୍ଦେଶାଳୟଙ୍କ ମିଳିତ ଆନୁକୁଲ୍ୟରେ, ବ୍ରହ୍ମପୁର ସ୍ଥିତ ଶଶୀଭୂଷଣ ରଥ ସରକାରୀ ମହିଳା!-->…
ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ; ମାଫିଆ,ଅଧିକାରୀ ଓ ନେତା ସାମିଲ –…
କବିସୂର୍ଯ୍ୟନଗର,୦୮/୦୯: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢି ଚାଲିଛି । ଧର୍ମକୁ ଆଖିଠାର ଭଳି ଗାଡି ଧରାଯାଉଛି । ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତାଙ୍କ ସଂପୃକ୍ତି ରହୁଛି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା,ବାହୁଦା,ବଡ ନଦୀ ଓ ବାଘୁଆ ନଦୀ ଉପରେ ମାଫିଆଙ୍କ ନଜର ପଡିଛି । ମାଫିଆ!-->…