Browsing Category

ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ…

ହିଞ୍ଜିଳିକାଟୁ : ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ପ୍ରମୁଖ ସଚିବ ଆର. ଭୀନିଲ କ୍ରୀଷ୍ଣା ଓ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ

କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଫୁଲବାଣୀ : ସ୍ବେଚ୍ଛାସବୀ ଅନୁଷ୍ଠାନ ସ୍ଵାତି , ସମନ୍ବିତ କୃଷି ଓ ରାଇକିଆ ମିଲେଟ୍ ମିଶନ୍ ର ମିଳିତ ଉଦ୍ୟମ ରେ ପେଟାପାଙ୍ଗା ଗ୍ରାମ ପଂଚାୟତ ଠାରେ ୦୫ ଗୋଟି ସୟଂସହାୟକ ଦଳ ର ୫୦ ଜଣ ମହିଳାଙ୍କୁ ନେଇ କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରୀୟାକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ର ସୁଭାରମ୍ଭ ହୋଇଯାଇଛି

କନ୍ଧମାଳ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ୍ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ୍ରୀଡା ସଂସଦର ଆୟୋଜନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଏହାର ଫାଇନାଲ ପ୍ରତିଯୋଗୀତାରେ ଫୁଲବାଣୀର ଜେଡି କ୍ଳବ ସହିତ ମୁକାବିଲାରେ ଟାଇ ବ୍ରେକର ଜରିଆରେ ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଅନ ହୋଇଛି । ଗତ ୮

ସଂକୁଳ କ୍ରୀଡାରେ ତୁମୁଡବନ୍ଧ ସରସ୍ବତୀ ଶିଶୁ ବିଦ୍ୟାର ସଫଳତା

ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି l ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ସାରଙ୍ଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରକୁ ନେଇ ଏହି ସଂକୁଳରେ 76 ଜଣ ଶିଶୁ ଭାଇ ଭଉଣୀ ଏଥିରେ ଭାଗ ନେଇଥିଲେ l

ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ସମାଜ ସେବା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୫/୧୧, ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଡିଗ୍ରୀ କଲେଜରେ ସମାଜ ସେବା କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ସ୍ଵଛ ଭାରତ, ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ, ବୃକ୍ଷ ରୋପଣ କରି ପ୍ରଦୂଷଣ ମୁକ୍ତ ସୁସ୍ଥ ଜୀବନ ଯାପନ କରିବାପାଇଁ ଏକ ଶୋଭାଯାତ୍ରାର ଆୟୋଜନ

ଦାରିଙ୍ଗବାଡିରେ ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୨୫/୧୧: ଦାରିଙ୍ଗବାଡି ଡ଼କ୍ଟର ବି.ଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼

ହନ୍ତାଲଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ମୃତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ଶ୍ରମିକ ଙ୍କ ମୃତ ଘଟିଥିବା ସୂଚନା ମିଳୁଛି।ଦୁଇଜଣ ଶ୍ରମିକ ଟିପର ତଳେ ଚାପି ହୋଇଥିବା ସୂଚନା ମିଳୁଛି।ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡା ରୁ

ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉପ ବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଫୁଲବାଣୀ : ପ୍ରଦକ୍ଷିଣ ଗୃହ ଠାରେ ଓକିଲ ସଂଘର ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ଵରେ ବାର ଆସୋସିଏସନର ସମସ୍ତ ସଦସ୍ୟ ନବ ନିର୍ବାଚିତ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା l ଏଥି ସହିତ ଉପସ୍ଥିତ

ଉପ ବାଚସ୍ପତି ଙ୍କୁ ଗାଁ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ବାଣ ଫୁଟାଇ ଖୁସି ମନାଇଲା ଅଞ୍ଚଳ ବାସୀ…

ଦାରିଙ୍ଗବାଡ଼ି, ୨୪/୧୧ (ନିପ୍ର) ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ଉପ ବାଚସ୍ପତି ନିର୍ଦ୍ୱନ୍ଦର ନିର୍ବାଚିତ ହୋଇ ଗାଁ ମାଟିର ପହଞ୍ଚିବା ପରେ ଦାରିଙ୍ଗବାଡି ବ୍ଲକ ବାସୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପଢୌକନ ଏବଂ ଫୁଲ ତୋଡ଼ା ଦେବା ସହିତ ବାଣ ଫୁଟାଇ ଖୁସି

ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ…

ଛତ୍ରପୁର ତା.୨୫.୧୧.୨୩ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ନିର୍ଭୁଲ ସଂ‌ଶୋଧନ କାର୍ଯ୍ୟ ଚାଲିଛି । ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ ଯେପରି ତୃଟିଶୂନ୍ୟ ରହିବ ସେଥି ସକେଶେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଗଞ୍ଜାମ