Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁର୍ନୀତି ବିରୋଧରେ ବିଜେପିର ବ୍ଲକ ଘେରାଉ…
ଦାରିଙ୍ଗବାଡି,୨୩/୧୧ : ବିଜେଡ଼ି ସରକାରରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରର ବିରୋଧରେ ବିଜେପିର ବ୍ଲକ ଘେରାଉ ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଦାରିଙ୍ଗବାଡି ଶିବ ମନ୍ଦିରରେ ବିଜେପି କର୍ମୀ ଓ ନେତା ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସରକାର ଙ୍କ ବିଭିନ୍ନ!-->…
ରାଜ ରାସ୍ତାରେ ଗର୍ଜିଲେ ହଜାର ହଜାର ଚାଷୀ :ଦାବି ପୂରଣ ନହେଲେ ଆଗାମୀ ଦିନରେ ମହା ଆନ୍ଦୋଳନର ଚେତାବନୀ…
୫ ଦଫା ଦାବି ନେଇ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷସଙ୍ଘଦେବଗଡ଼, ୨୩|୧୧, ପ୍ରତିବାଦ, ଦାବିପତ୍ର ଓ ଦରଖାସ୍ତ ଦେଇ ନିଜର ହକ ମାଗିଛନ୍ତି ଚାଷୀ । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ।!-->…
ଶିଶୁ ଶିକ୍ଷାରେ ଭାଷା ଓ ଅଙ୍କଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…
ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଶିଶୁ ବାଟିକା ପକ୍ଷରୁ "ଶିଶୁ ଶିକ୍ଷାରେ ଭାଷା ଓ ଅଙ୍କ ଜ୍ଞାନ" ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ମୌସୁମୀ ବେହେରା ଉପସ୍ଥିତ ରହି ପ୍ରଦୀପ!-->…
ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ
ରାୟଗଡା : ଭାରତୀୟ ଜନତା ପାର୍ଟି ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲକା ଙ୍କ ତତ୍ବାବଧାନ ରେ କାଶୀପୁର ମଣ୍ଡଳ ସଭାପତି ପୁରେନ୍ଦର ନାୟକ , ଟିକିରି ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି ଓ ଡଙ୍ଗାସିଲି ମଣ୍ଡଳ ସଭାପତି ହରିଷ!-->…
କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ…
ହିଞ୍ଜିଳିକାଟୁ (୨୨ା୧୧) : ପୁଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ବୁଧବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ମଙ୍ଗଳବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ!-->…
ଭିନ୍ନ ଜାତିରେ ପ୍ରେମ ବିବାହ ଲାଗି ହରିଜନ ସଵର୍ଣ୍ଣ ମଧ୍ୟରେ ବାଛନ୍ଦ, ମାମଲା ଥାନାରେ…
ରାଜନଗର : ସମାଜରେ ବାସ କରୁଥିବା ମନୁଷ୍ୟ ଆଜି ତାର ହିତାହିତ ଜ୍ଞାନ ହରାଇ ଅମାନୁଷିକ ଭାଵେ ନିଜର ଅହଙ୍କାରକୁ ଚରିତାର୍ଥ କରିବାକୁ ଜାତି ଭେଦ ଭଳି କୁତ୍ସିତ କାର୍ଯ୍ୟ ଆପଣାଇବାକୁ ପଛଘୁଞ୍ଚା ଦେଵାକୁ ମନ ବଳେ ନାହିଁ। ଆଜିର ଦୁନିଆଁରେ ଵଦଳିଛି ଯୁଗ ଵଦଳିଛି ସମୟ ବଦଳିଛି ମାନସୀକତା ସହ!-->…
ପିଏମ୍ଇଜିପିରେ ଋଣରେ ଠକେଇ….
ନ୍ୟାୟ ପାଇଁ ରାଜ୍ୟ ଖାଉଟି ଅଦାଲତର ଦ୍ବାରସ୍ଥ ହେଲେ ଯୁବକ
ହିଞ୍ଜିଳିକାଟୁ (୨୨/୧୧) : ଯୁବକଯୁବତୀମାନଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ କରିବା ପାଇଁ ସୁବିଧାରେ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପିଏମଇଜିପି ଦ୍ବାରା ବହୁ ଯୁବକଯୁବତୀ ଋଣ ପାଇ!-->!-->!-->…
ଋଷିମାଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…
ଦାରିଙ୍ଗବାଡ଼ି (୨୨/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ୠଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (IYDP) ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା!-->…
ଆଦିବାସୀ ଯୁବ ବିନିମୟ ପାଇଁ ବିଏସଏଫ ମାଲକାନଗିରି ତରଫରୁ କୋଲକାତା ଗସ୍ତ…
ମାଲକାନଗିରି (୨୨ /୧୧) : ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଶୈଳେନ୍ଦ୍ର କୁମାର ସିହ୍ନା, ସେକ୍ଟର ହେଡକ୍ଵାଟର ବିଏସଏଫ ମାଲକାନଗିରି ୧୫ତମ ଆଦିବାସୀ ଯୁବ ଏକ୍ସଚେଞ୍ଜର ୫ମ ପର୍ଯ୍ୟାୟରେ ପତାକା ଉତ୍ତୋଳନ କରିଥିଲେ। ୮ ବାଳକ ଏବଂ ୧ ୨ ବାଳିକା ମୋଟ ୨୦ ଜଣ!-->…
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନଭାବେ ପ୍ରବେଶ କରିଥିବା ଟ୍ରଲରକୁ ଜବତ କଲା ଵନ ବିଭାଗ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାନପେଟା ବନାଞ୍ଚଳଙ୍କ କାର୍ଯ୍ୟାଳୟରେ ରେଞ୍ଜରଙ୍କ ତତ୍ଵାବଧାନରେ କ଼଼ଇଁଛଙ୍କ ସୁରକ୍ଷାର ସଚେତନତା ଶିବିର ଗତକାଲି ଅନୁଷ୍ଠିତ ହୋଇଥିଲା । ହେଲେ ୨୪ ଘଣ୍ଟା ନପୁରୁଣୁ କ଼଼ଇଁଛମାନଙ୍କୁ ଅସୁରକ୍ଷିତ କରିବାକୁ ସାମୁଦ୍ରିକ!-->…