Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାଜପା ପକ୍ଷରୁ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଘେରାଉ…
ଦେବଗଡ଼:ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୪ ତାରିଖରୁ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ଚାଲିଥିବା ବ୍ଲକ, ଏନ୍ଏସି ଓ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଦେବଗଡ ଜିଲାର ତିଲେଇବଣି!-->!-->!-->…
ଦାରିଦ୍ରତାର ତାଡନା:ସ୍ୱାମୀ ବଂଚି ଥାଉଥାଉ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ବୁଝିବାକୁ ଯାଇଥିଲେ ଅସହାୟ ସ୍ତ୍ରୀ…
ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ମହିଳା କାଉାନଶିଲର...
ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳିତ
ଫୁଲବାଣୀ : ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲା ସମବାୟ ବିଭାଗ ଓ ଜିଲା ସମବାୟ ସଂଘ ପକ୍ଷରୁ ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ!-->…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ
ବାଲିଗୁଡା : ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯାଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି। ରୋଜଗାରର ପନ୍ଥା!-->…
ପଞ୍ଚାୟତରେ ସରପଞ୍ଚକୁ ତାଲା : ପୋଲିସ ଓ ତହସିଲଦାରଙ୍କ ହସ୍ତକ୍ଷେପରେ ତାଲା ଖୋଲିଲା
ଦାରିଙ୍ଗବାଡ଼ି,୧୮/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତରେ ଭତା ହିତାଧିକାରୀଙ୍କୁ ନିୟମିତ ଓ ଠିକ ଭାବେ ଭତା ପ୍ରଦାନ କରାଯାଉ ନଥିବାରୁ ସମସ୍ତ ଭତା ହିତାଧିକାରୀ ମାନେ ଆଜି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ!-->…
ରାୟଗଡା ଜିଲ୍ଲାର ଥେରୁବାଲି ନିକଟରେ ହେବ ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟରପାର୍କ…
ରାୟଗଡ଼ା : ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏକ ୱାଟର୍ ପାର୍କ ନିର୍ମାଣ ନେଇ ଘୋଷଣା ହୋଇଛି । ଏଥିପାଇଁ ୱାଟର୍ ପାର୍କ ନିର୍ମାତା କମ୍ପାନୀ ପକ୍ଷରୁ ରାୟଗଡ଼ାସ୍ଥିତ ହୋଟେଲ ତେଜସ୍ୱିରେ ଏକ ପ୍ରିଲଞ୍ଚିଂ ସେରେମୋନି ଅନୁଷ୍ଠିତ!-->…
ଟିପିଏସ୍ଓଡିଏଲର ହ୍ୟାଣ୍ଡସ୍ – ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ
ବ୍ରହ୍ମପୁର : ଉତ୍କର୍ଷ ସେବା ଓ କାର୍ଯ୍ୟକ୍ଷେତ୍ର ସୁରକ୍ଷାକୁ ପ୍ରାଥମିକତା ଦେଇ ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ ଆମ୍ବଗଡଠାରେ ହ୍ୟାଣ୍ଡସ୍ - ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ ହୋଇଛି । ଶୁକ୍ରବାର କମ୍ପାନୀର ମୁଖ୍ୟ!-->…
ଆଵର୍ଜନାରେ ପାରମ୍ପାରିକ ଚିତ୍ରକଳା : ଜାତୀୟସ୍ତରକୁ ମନୋନୀତ ହେଲେ ଅର୍ପିତା
ହିଞ୍ଜିଳିକାଟୁ ୧୮/୧୧ : ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଅର୍ପିତା ଜେନା ନଡିଆ କତାରେ ତିଆରି ସାମଗ୍ରୀର ବିଭିନ୍ନ ପ୍ରକାରର ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନ କରି ପ୍ରଥମେ ସ୍କୁଲ, ପରେ ବ୍ଳକ ସ୍ତରୀୟ ଓ ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୩ରେ ଭାଗନେଇ!-->…
ଦୀର୍ଘ ୧୬ ବର୍ଷର ଅପେକ୍ଷା ପରେ ଭତ୍ତା ପାଇଲେ ଦାସୀନ୍ତା ବଳିୟାରସିଂ…
ଦାରିଙ୍ଗବାଡି, ୧୮/୧୧, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରି ଗ୍ରାମର ଦାସୀନ୍ତା ବଳିୟାରସିଂ ଦୀର୍ଘ ବର୍ଷ ଅପେକ୍ଷା ପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ଭତ୍ତା ପାଇ ଖୁସି ହୋଇଥିବା ପ୍ରକାଶ ପାଇଛି। ଆଜି ଗଦାପୁର ସରପଞ୍ଚ କୁମାରୀ ମଲିକ ଓ!-->…
ଶଙ୍ଖ ନଦୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ବସ୍ତି ଅଞ୍ଚଳର ଜନୈକ ବ୍ୟକ୍ତି ସ୍ୱର୍ଗୀୟ ବଏଯୁ ଖଡ଼ିଆଙ୍କ ପୁଅ ବାସୁ ଖଡ଼ିଆ ୪୩ ବର୍ଷ ଶ୍ରୀ ଗଣେଶ ପମ୍ପ ପାଖରେ ଥିବା ଶଙ୍ଖ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି |!-->…