Browsing Category

ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ : ଡ୍ରାଇଭର ଆହତ

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ l ଡ୍ରାଇଭର ଆହତ l ଗତ କାଲି ବିଳମ୍ବିତ ରାତ୍ରରେ କୋଲକତା ରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଟି ଏନ ଏ ଡବ୍ଲୁ 2350 ନମ୍ବର ବିଶିଷ୍ଠ ଏକ ଲୁହା କଏଲ ବୋଝେଇ 14 ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି

ସ୍ୱାଗତ ସମ୍ବର୍ଦ୍ଧନା ଜୈବବିଜ୍ଞାନ ଛାତ୍ରଛାତ୍ରୀଙ୍କୁ

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ସ୍ନାତକ ଓ ସ୍ନାତକୋତ୍ତ ର ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଡ଼ ଅଶୋକ କୁମାର ଷଡ଼ଙ୍ଗୀ,

ହସନପୁର ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହସନପୁର ରାଉରକେଲା -୧ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ବିଶ୍ରାଶିକ୍ଷା କାର୍ଯ୍ୟାଳୟର ଏ ବି ଇ ଓ ଶ୍ରୀଯୁକ୍ତ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି !ଏଥିରେ ୨୫ଟି ବିଜ୍ଞାନ ପ୍ରକଳ୍ପ

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ..!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି !ଯେପରିକି ଆଜି ରାଏବଗାର

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ…

ମାଲକାନଗିରି : ତା ୧୮/୧୧ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ପଞ୍ଚାୟତ ଏରାକୋଣ୍ଡା ଗ୍ରାମ ନିକଟସ୍ଥ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଏରାକୋଣ୍ଡା ଗ୍ରାମର ଭୀମା ମାଢିଙ୍କ ସ୍ତ୍ରୀ ଗାଙ୍ଗି ମାଢି ଗତକାଲି

ଝାରଖଣ୍ଡ ରାଜ୍ୟର ବାସିନ୍ଦା ହେବା ପାଇଁ ବାଧ୍ୟ ହେବେ ରୋଚାକନା ଗ୍ରାମ ବାସୀ : ଦାଇ ରହିବେ ଜିଲ୍ଲା ପ୍ରଶାସନ ଏବଂ ଓଡିଶା…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ମୋଝାପଡ଼ା ପଞ୍ଚାୟତ ଅନ୍ତର୍ଗତ ରୋଚାକୋନା ଗ୍ରାମ ଦେଇ ଝାରଖଣ୍ଡ ରାଜ୍ୟର ଛିଡାନଦୀ ବହୁଛି ! ଏହି ଗ୍ରାମରେ ବସ ବାସ କରୁଥିବା ୧୦୦ ପରିବାର ଲୋକଙ୍କ ଜୀବନ ମରଣ ଜନ୍ତ୍ରା ପାଲଟିଛି !ସ୍ଥାନୀୟ ଲୋକଙ୍କର ସୂତ୍ରରୁ

ଯେଉଁ ସଂସ୍ଥା କାର୍ଯ୍ୟ ଶେଷ ନକରିଅଧାରୁ ଛାଡ଼ି ଚାଲିଯାଉଛନ୍ତି ସେମାନଙ୍କୁ କଳା ତାଲିକା ଭୁକ୍ତ କରାଯାଉ : ଡଃ.ସାମନ୍ତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି(ପଞ୍ଚମ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି

୧୨ ଘଣ୍ଟିଆ ବନ୍ଦ ଡାକରା କୁ ନେଇ ସାମ୍ବାଦିକ ସମ୍ମିଳନୀ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା କୋଶଳ ଷ୍ଟେଟ ୟୁଥ ଦେଇଛି ! ଏହାକୁ ନେଇ ହଳଦିଆ ଦଫେଇର ଦୁର୍ଗା ମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ କୋଶଳ ଷ୍ଟେଟ ୟୁଥ ସୂଚନା ଦେଇଥିଲେ ! କମିଟିର ସଂଯୋଜକ ଶ୍ରୀ ସୁମିତ ଦାସ,ରାଜ୍ୟ ସମ୍ପାଦକ ହୃଦାନନ୍ଦ