Browsing Category

ଆଞ୍ଚଳିକ

‘ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ-୨୦୨୩’ର ସଫଳ ଆୟୋଜନ କରିଥିବାରୁ ଗଞ୍ଜାମ ଜିଲ୍ଲା ପୁରସ୍କୃତ…

ଛତ୍ରପୁର : ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ -2023ର ସଫଳ ଆୟୋଜନ ଏବଂ ଗଞ୍ଜାମ ଜିଲ୍ଲା ପକ୍ଷରୁ ସମଗ୍ର ରାଜ୍ୟ ରେ ସବୁଠୁ ଅଧିକା କାର୍ଯ୍ୟକ୍ରମ କରିଥିବା ହେତୁ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି | ଏନେଇ ଶୁକ୍ରବାର ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଏହି ପୁରସ୍କାର ପ୍ରଦାନ

ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନଂ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ ଗାଡ଼ି ଧରି ହୁମର ଗାଁର ମଦ୍ୟପାନ କରିଥିବା ଡ୍ରାଇଭର ଆଜି ସକାଳେ ଅବକାରୀ

ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ବୈଠକ ଅନୁଷ୍ଠିତ…

ସୁନ୍ଦରଗଡ:- : ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଳ କୁମାର ଲାକ୍ରା, ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ

ଜାତୀୟ ପ୍ରେସ ଦିବସ ପାଳିତ…

କାଲିମେଳା, ତା ୧୬/୧୧ : ମାଲକାନଗିରି ଜିଲ୍ଲା ଏମଭି ୭୯ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏମଭି ୭୯ ସ୍ଥିତ ଡଃ ଶ୍ଯାମା ପ୍ରସାଦ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ କରାଯାଇ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଓ ସମ୍ପ୍ରତି

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ:- ୧୬/୧୧- ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ,

ମଣ୍ଡିପୂର୍ବରୁ ପଡ଼ୋଶୀ ରାଜ୍ୟକୁ ଧାନ ଚାଲାଣ , ବେପାରୀଙ୍କ ରାଜୁତି !

ସବୁଜାଣି ପ୍ରସାସନ ନିରବ ! ମାଲକାନଗିରି, ୧୬/୧୧ ଗୋଟିଏ ପଟେ ଫସଲ ବେଳେ ପାଣି ପାଇଁ ଚାଷୀ ଗୁହାରୀ କରି ନୟାନ୍ତ ହୋଇଥିଲା ବେଳେ ଏବେ ଅମଳ ପରେ ବେପାରୀଙ୍କ ରାଜୁତିର ଶୀକାର ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା

୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଦିଗରେ ସର୍ବଦା ସାମ୍ବାଦିକ ମାନେ ଜାଗ୍ରତ

ଜନଜାତିମାନଙ୍କ ଭୂସମ୍ପତ୍ତି ବିକ୍ରିରେ ପ୍ରକୃତ ସ୍ୱାର୍ଥ କାହାର..! ସଂଶୋଧନ କାହା ପାଇଁ.. !

ଭୁବନେଶ୍ବର : ଗତ ୧୪ ନଭେମ୍ବର ୨୦୨୩ ରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଗଲା । ବିବୃତି ମୁତାବକ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨,୧୯୫୬ ଆଇନ

ବ୍ଲକସ୍ତରୀୟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର

ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ କ୍ରାଏ କୋଲକାତାଙ୍କ ମିଳିତ ସହଯୋଗରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ ଠାରେ “ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏବଂ ପୋଷଣ” ସଂପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ

ପୋଲିସ ଭ୍ୟାନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ : ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବାଳକୃଷ୍ଣପୁର ଓ ଡି ପାଟପୁର ମଧ୍ୟବର୍ତ୍ତୀ ରାସ୍ତାରେ ପୁଲିସ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା ବେଳେ ସାଥି ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଥାନା ଅଞ୍ଚଳର କାହ୍ନୁଚରଣ ଦାଶ ଓ ଗୁରୁତର ଆହତ ଜଣଙ୍କ