Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା…
ମାଲକାନଗିରି : ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ବିଏସଏଫର ମିଳିତ ସହଯୋଗରେ କୁଡୁମୁଲୁଗୁମ୍ମାସ୍ଥିତ ଡ଼ାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଛି | ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ!-->…
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ IYDP ତଥା NUA-ଓ ର ପ୍ଲାଷ୍ଟିକମୁକ୍ତ ଓ ସଫେଇ ଅଭିଯାନ
ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ତରଫରୁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶାଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମ ଅଧୀନରେ ପ୍ଲାଷ୍ଟିକମୁକ୍ତ ଓ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ!-->…
୨୦୨୪ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରତିଷେଧକ ବ୍ୟବସ୍ଥା
ଫୁଲବାଣୀ : ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ବୟ ରକ୍ଷା କରିବା ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ!-->…
ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମର ଉଦ୍ଘାଟନ
ଚିକିଟୀ : ରାଜ୍ୟ ସରକାର ଯୁବ ପ୍ରତିଭାଙ୍କ କ୍ରୀଡା,ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଯୁବଗୋଷ୍ଠୀଙ୍କ ରାଜ୍ୟର ବିକାଶରେ ଅଂଶୀଦାର କରିବା ପାଇଁ ଆରମ୍ଭ କରିଛନ୍ତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆ-ଓ । ବୁଧବାର ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ!-->…
ଫୁଲବାଣୀରେ ୬୧ ତମ ହୋମଗାର୍ଡ ଦିବସ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ଙ୍କୁ ନେଇ ୬୧,ତମ ହୋମଗାର୍ଡ ଦିବସ ବହୁ ଆଡମ୍ବରରେ ପାଳିତ ହେଇଯାଇଛି l ଏହି ଅବସରରେ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜେନେରାଲ!-->!-->!-->…
ସହରାଞ୍ଚଳରେ ଧୂସର ଜଳ ପରିଚାଳନା ତଥା ତାଲିମ ଶିବିର…
ହିଞ୍ଜିଳିକାଟୁ, ୬/୧୨ (): ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ସହରାଞ୍ଚଳ ଗୁଡିକରେ ଧୂସର ଜଳ ପରିଚାଳନା ଏବଂ ଏହାର କାର୍ଯ୍ୟକାରୀ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ!-->…
ବି ଆର ଆମ୍ବେଦକରଙ୍କ ୬୭ ତମ ମହାପରି ନିର୍ବାଣ ଦିବସ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୭ ତମ ମହାପରି ନିର୍ବାଣ ଦିବସ ମହାସମାରୋହ ରେ ପାଳନ କରାଯାଇଥିଲା l ସକାଳ ଆଠଟାରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବାବାସାହେବଙ୍କ ଏକ ତୈଳ ଫୋଟ ଚିତ୍ର!-->…
ଖଇରପୁଟଠାରେ ଚାଷୀ ମଣ୍ଡିରେ ଧାନ ବିକିବା ନିମନ୍ତେ ସଚେତନତା ଓ ତାଲିମ କାର୍ମଶାଳା…
ମାଲକାନଗିରି ,୬।୧୨ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଏଲଏମ ବୈଠକ ଗୃହରେ ୨୦୨୩ ବର୍ଷର ଚାଷୀ ସଚେତନତା ଓ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାର ସଭାପତିତ୍ୱ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶାନି କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ!-->…
ନିଆଁ ପୁଇଁବା ବେଳେ ଅଘଟଣ :୯ବର୍ଷର ଶିଶୁକନ୍ୟା ମୃତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ୯ ବର୍ଷର ଶିଶୁକନ୍ୟା ମୃତ। ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ!-->…
ଉତ୍କଳ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ପ୍ରଥମ କିଡନୀ ପ୍ରତିରୋପଣ ରୋଗୀ…
ଭୁବନେଶ୍ବର : ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ବୁଧବାର ତା ୦୬-୧୨-୨୦୨୩ ଡିସ୍ଚାର୍ଜ ହୋଇଛନ୍ତି। ଏବଂ ଏବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ ମାନଙ୍କ ଭଳି କାମ!-->…