Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ…

ଦାରିଙ୍ଗବାଡ଼ି (୧/୧୧) : ଓଡ଼ିଶାରେ ଚାରିଟି ସ୍ଥାନରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆଜି ପ୍ରତିବର୍ଷ ଭଳି ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । ଏହାର ଉଦଘାଟନ କାର୍ଯ୍ୟକ୍ରମରେ

ସରକାରଙ୍କ କେଉଁ ଯୋଜନାରେ ସୁସ୍ଥ ହେବେ କ୍ୟାନ୍ସର ପୀଡ଼ିତ ସୁବର୍ଣ୍ଣ !

ମାଲକାନଗିରି/କୋରୁକୋଣ୍ଡା (୦୧/୧୧) : ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା, ସଂକଳ୍ପକୁ ସାକାର କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ନିଆଯାଇଥିବା ଅନ୍ୟତମ ପଦକ୍ଷେପ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବି.ଏସ୍.କେ.ୱାଇ. । ଯୋଜନା ମୁତାବକ ଏହି ଜରିଆରେ

ଏସୟୁଜେ ଓଡ଼ିଶା କନ୍ଧମାଳ ଜିଲ୍ଲା ବୈଠକ ଓ ବନ୍ଧୁମିଳନ…

ଫୁଲବାଣୀ ତା୦୧.୧୧: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା କନ୍ଧମାଳ ଜିଲ୍ଲାର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘର ସଭାପତି କୈଳାଶ

ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ

ଚିକିଟୀ : ଧାନଘର ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟସ୍ଥ ଟି ଭି ଏସ ସୋ ରୁମ ନିକଟରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ବାଇକ ଚାଳକ ମୃତ।ସୂଚନା ପ୍ରକାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର ଓ ଡି ୦୭ ଏ ଡି-୬୨୯୧ ରାମଚନ୍ଦ୍ରପୁର

ଟିଉସନ ସାରି ଫେରୁଥିବାବେଳେ ସାଇକେଲ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ର

ହିଞ୍ଜିଳିକାଟୁ (୩୧/୧୦) : ଟିଉସନ ସାରି ଫେରୁଥିବାବେଳେ ଛାତ୍ରଙ୍କ ସାଇକେଲ ଉପରକୁ ଚଢ଼ିଗଲା ଘରୋଇ ଵସ । ଘଟଣାସ୍ଥଳରେ ଚାପା ଉତ୍ତେଜନା । ହିଞ୍ଜିଳିକାଟୁ ରେଗିଡିସାହି ରୁ ସପ୍ତମ ଶ୍ରେଣୀରେ ପଢୁଥିବା ତିନି ଜଣ ଛାତ୍ର ଟିଉସନ୍ ସାରି ନିଜ ଗ୍ରାମ ଖରିଡା ଗ୍ରାମକୁ ସାଇକେଲରେ ରେ ଫେରୁଥିବା

ଲାଞ୍ଚ ଅଭିଯୁକ୍ତକୁ ଚାରି ବର୍ଷ ସଶ୍ରମ ଜେଲ ଓ ଜରିମାନା

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ବିଚାରଣ କରି ମାମଲାର ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମାର୍କଫେଡର ପୁର୍ବତନ ଏରିଆ ମେନେଜର ଦାୟୀତ୍ୱରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ଭୁବନ

ଜାତୀୟ ଏକତା ଦିବସ ପାଳିତ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ପୋଲିସ୍ ହାଇ ସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ତ୍ରିପାଠୀ

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ଆଜିଠାରୁ ୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ | ଏହି ଅବସରରେ ଆଜି ଲୋକସେବା ଭବନ ସଭାଗୃହରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ଏବଂ ରାଜ୍ୟର

ଆଞ୍ଚଳିକ ଲୋକ ସଂଗଠନ ଓ ମାନବ ଅଧିକାର ସଂଗଠନ ତରଫରୁ ୧୧ଦଫା ଦାବିପତ୍ର ସହ ଜିଲ୍ଲାକୁ ମରୁଡି ଘୋଷଣା ଦାବି…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ସୋମବାର ଦିନ ମାଲକାନଗିରି ମାନ ଅଧିକାର,ଆଞ୍ଚଳିକ ଲୋକ ସଂଗଠନର ସଭାପତି ଏରା ପଡିଆମୀଙ୍କ ନେତୃତ୍ବରେ ୧୧ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼, ୩୦/୧୦ : ଆଜି ବାଲିଶଙ୍କରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏବଂ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।ଆଜିର ଏହି ଜନ