Browsing Category

ଆଞ୍ଚଳିକ

ଜ଼ିଲ୍ଲାସ୍ତରୀୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ସଦର ମହାକୁମାଠାରେ ୨୯/୧୦/୨୦୨୩ ରିଖ ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ନଅଘଣ୍ଟା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ମହେଶ୍ୱର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ ପରେ ଏକ ବିଶାଳ ପଦଯାତ୍ରା

ବିଶ୍ବ ମିତବ୍ୟୟତା ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର : ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ସୋମବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଅତିରିକ୍ତ

ରେଳ ବିଭାଗ କୁ ଘାରିଛି ଶନିଙ୍କ ଦଶା : ଏପଟେ ଟ୍ରେନ ଦୁର୍ଘଟଣା ସେପଟେ ମନ୍ତ୍ରୀ ନର୍ବାଚନ ରେ ବ୍ୟସ୍ତ…!

ବ୍ରହ୍ମପୁର:୩୦-୧୦ ଗତ କାଲି ବିଶାକାପାଟଣା ମର୍ମତୁନ୍ତ ଟ୍ରେନ ଦୁର୍ଘଟଣା ଘଟିଛି। ବାହାନାଗା ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନି ପୁଣି ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି।ସାଧରଣ ଲୋକେ ଏବେ ଟ୍ରେନ ରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପଟେ ଟେ ଡିଜିଟାଲ ଇଣ୍ଡିଆ ର ପ୍ରଚାର ପ୍ରସାର

ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ଦାରିଙ୍ଗବାଡ଼ି (୨୯/୧୦) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ ହୋଇଛି ।ବିଡିଓ ପାତ୍ରଙ୍କ ସହିତ ତହସିଲଦାର ଶରତ ଶବର ଓ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ,ସ୍ବେଚ୍ଛାସେବୀ

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଦ୍ୱିତୀୟ ଦିନରେ

ଛତ୍ରପୁର : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଭ୍ରମଣରେ ସାମିଲ ହେଲେ

ଦାରିଙ୍ଗବାଡ଼ି,୨୯/୧୦, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ତୀର୍ଥଯାତ୍ରୀ ବ୍ଲକ ବୋଲେରୋ ଗାଡ଼ି ଯୋଗେ ଦାରିଙ୍ଗବାଡ଼ିରୁ

ଜିଲ୍ଲା ଆଦିବାସୀ ମହାସଂଘର ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି (୨୯।୧୦) : ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦରରେ ଥିବା ଦଣ୍ଡକାରଣ୍ୟ ଖେଳ ପଡିଆ ପରିସରରେ ଜିଲ୍ଲା ଆଦିବାସୀ ମହାସଂଘର ସମସ୍ତ ନବ ଗଠିତ କର୍ମକର୍ତ୍ତା ଓ ସହ ସହ ସଂଖ୍ୟାରେ ସଦସ୍ୟ ମାନେ ଯୋଗ

ସଡକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ…

ସୁନ୍ଦରଗଡ : ଆଜି ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ପୋଗରାପୋଷ ରାସ୍ତା ଉପରେ ଗୋଟିଏ ବାଇକ ନିଜର ଭାରସାମ୍ୟ ହରାଇଥିବା ରୁ ଦୁଇ ଜଣ ଯୁବକ ସଲିମ ଏକ୍କା (୨୪) ବର୍ଷ ଓ ଅଜିତ ମିଞ୍ଜ (୨୨) ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ! ରାଏବଗା

ଲେଖକ ସାମ୍ମୁଖ୍ୟର ଶାରଦୀୟ ସାହିତ୍ୟ ସୃଜନ ସମାବେଶ

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ ସାହିତ୍ୟ ସୃଜନ ତଥା ମାସାନ୍ତ ରବି ବାସରୀୟ ସାହିତ୍ୟ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନ ବିହାରୀ ନନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76 ତମ ଜୟନ୍ତୀ ପାଳନ କଲା ନବୀନ ପ୍ରତିଷ୍ଠାନ

ବ୍ରହ୍ମପୁର, : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବର୍ଷୀୟାନ୍ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76ତମ ଜୟନ୍ତୀ ଉପଲକ୍ଷେ ଶନିବାର ପୂର୍ବାହ୍ନରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା