Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ର ଜନୈକ ଅଧିକାରୀ ଯୁବତୀଙ୍କ ପଛରେ ବାୟା.. !
ଚାଲିଛି ଟୁଁଙ୍ଗୁରୁ ଭଳ ର ପାର୍ଟ ଟୁ ପ୍ରେମ କାହାଣୀ...!
କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ବୈଠକ…
ଫୁଲବାଣୀ - କନ୍ଧମାଳ ଜିଲ୍ଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ଆଜି ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଥିଲା l କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସମାଜ ସେବୀ କମଳାକାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଆଗାମୀ ପାଞ୍ଚ ତାରିଖ!-->…
ହୃଦଘାତରେ ଯୁବକଙ୍କ ଅକାଳ ବିୟୋଗ !
ହିଞ୍ଜିଳିକାଟୁ (୨୬/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନ କଲୋନୀ ରେ ଜଗନ୍ନାଥ ମିଶ୍ର(ଜଗା) (୨୮ ) ଙ୍କ ହୃଦଘାତରେ ଅକାଳ ବିୟୋଗ ହୋଇଛି | ସେ ଵୁଧବାର ରାତିରେ ହିଞିଳିକାଟୁ ଵରାହୀ ପାହାଡ଼ ଉପରେ ଅବସ୍ଥିତ ମାଁ କନକଦୁର୍ଗା ଙ୍କ ପୂଜା ସାରି ଘରକୁ ଫେରିବା ବେଳକୁ ତଳେ!-->…
ଚୋରାବାଲି ସମ୍ରାଟ ମୁଦୁଲି ଏବେ ପୋଲିସର କବ୍ଜାରେ… ସମ୍ରାଟର ଆଡ୍ଡା ଓ ଏଜେଣ୍ଟ ସାଜିଥିବା ମାଫିଆଙ୍କୁ ପୋଲିସ…
ପୋଲିସ ଭୟରେ ମାଫିଆ ଙ୍କ ଆଶ୍ରୟ ସ୍ଥଳୀ ଘରୋଇ ମେଡିକାଲ...!!
ଭୁବନେଶ୍ୱର (୨୬/୧୦) : ଚୋରା ବାଲି କାରବାର ସମ୍ପର୍କରେ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପରେ ଏବେ ପୋଲିସ ସିକାନଞ୍ଜା ରେ ବାଲି ସମ୍ରାଟ ମୁଦୁଲି। ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ହେଲା କୃପାସିନ୍ଧୁ ମୁଦୁଲି ଙ୍କ!-->!-->!-->…
କାର ବାଇକ ମୁହାଁମୁହିଁ ଧକ୍କା ; ୩ ଆହତ…
ଛତ୍ରପୁର : ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହାତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁ ର ବିଶ୍ୱନାଥ ନାହାକ ଓ ଶିବରାମ!-->…
ସେଚପ୍ରକଳ୍ପ ଜନିତ ଅଭିଯୋଗ ଶୁଣାଣୀ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା…
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଚାଷ ଜମିକୁ ଜଳ ଯୋଗାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଶୁଣାଣୀର ପଦକ୍ଷେପ ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଗୁରୁବାର ସମୀକ୍ଷା କରିଥିଲେ । ଚଳିତ ଖରୀଫ୍ ଚାଷ ସକାଶେ ଆବଶ୍ଯକୀୟ ବର୍ଷା କମ୍!-->…
ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀଙ୍କ ଯୋଗଦାନ
ଭଞ୍ଜନଗର : ଆଜି ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର , ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ!-->…
ମେରୀ ମାଟି ମେରା ଦେଶ ଅମୃତ କଳସ ଶୋଭାଯାତ୍ରା
ମାଲକାନଗିରି, ୨୬/୧୦/୨୩ : ଆଜି ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଛି। ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ!-->…
ଜିଲ୍ଲା ସୀମାନ୍ତରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ…
ମାଲକାନଗିରି,୨୬।୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅଞ୍ଚଳରେ କାର୍ଯ୍ୟରତ ଦୁଇ ସକ୍ରିୟ ମାଓବାଦୀ ନକ୍ସଲବାଦ ତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ!-->…
ଜନଶୁଣାଣିକୁ ଲୋକଙ୍କୁ ଆଣିଥିବା ଗାଡ଼ିର ପ୍ରାପ୍ୟ ମିଳିବ କେବେ.. ?
ବ୍ରହ୍ମପୁର (୨୬/୧୦) : ଗତ ସେପ୍ଟେମ୍ବର ମାସରେ ଗଞ୍ଜାମ ଜିଲ୍ଲା କୁ ତିନି ଦିନିଆ ଗସ୍ତରେ ଆସିଥିଲେ ଭି.କେ ପାଣ୍ଡିଆନ ଜଣ ଶୁଣାଣି କରିବା ପାଇଁ। ସେପ୍ଟେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ହୋଇଥିବା ଏହି ଜନ ଶୁଣାଣି ପାଇଁ ମିଶନ ଶକ୍ତି ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଯୋଗରେ ଲୋକ ଙ୍କୁ!-->…