Browsing Category

ଆଞ୍ଚଳିକ

ନାବଳିକାକୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ଓ ଧମକ ଦେବା ଅଭିଯୋଗରେ ଜଣେ ଗିରଫ…

ବ୍ରହ୍ମପୁର : ଗତକାଲି ଜୈନିକା ନାବାଳିକାର ମା ଗୋସାଇ ନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ । ଗୋସାଇନୁଆଁଗାଁ ଥାନା କେସ୍ ନମ୍ବର ୩୨୬/୨୦୨୩, ଅନୁଯାୟୀ ପୋଲିସ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ ହୋଇଥିଲା | ଅଭିଯୋଗକାରୀ ଲିଖିତ ଅନୁଯାୟୀ ତାଙ୍କର ୧୭ ବର୍ଷ ବୟସ୍କା ଝିଅକୁ ଉଲା ସାହୁ

ଡକାୟତି ମାମଲାରେ ୯ଜଣ ଅଭିଯୁକ୍ତ କୁ ଗିରଫ କଲା କେ. ନୂଆଗାଁ ପୋଲିସ, ଲାଇଭ୍ ଗୁଳି ଏବଂ ଖଣ୍ଡା ସହିତ ନକଲି ପିସ୍ତଲ…

ଚିକିଟି : କେ. ନୂଆଗାଁ ଥାନା ଅନ୍ତର୍ଗତ ନୁଆପଡା ଗାଁର ନରସିଂହ ପ୍ରସାଦ ପଣ୍ଡା @ ନାନା ପଣ୍ଡାଗତ୨୩ ତାରିଖ ସଂନ୍ଧ୍ୟା ୭.୩୦ ସମୟରେଚାନ୍ଦପୁର ବଜାରକୁ ଯାଉଥିବାବେଳେ ଅଭିଯୁକ୍ତ ମାନେ 4 ଟି ବାଇକ୍ରେ ଆସି ତାଙ୍କୁ ବନ୍ଧୁକ, ଖଣ୍ଡା ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରରେ ଅପହରଣ କରି ନିକଟ

ବାରହା ଫାସର ବିଦ୍ୟୁତ ଲାଗି ଶ୍ରମିକ ମୃତ…

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ବଡଖରିଡା ଗ୍ରାମପଞ୍ଚାୟତ ର ସୁବର୍ଣ୍ଣ ବରବଗଡ଼ ଗ୍ରାମ ଠାରେ ବାରହା ଶିକାର ପାଇଁ ପକାଯାଇଥିବା ଫାସରେ କବି ଭୁୟା ଙ୍କ ପୁତ୍ର ଦାମ ଭୂୟାଁ( ୨୨) ବର୍ଷ ଧାନ ବିଲର ପାଣି ଦେଖିବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ବରଣ

ପୁରୁଷୋତ୍ତମପୁର ବିଡ଼ିଓ ଭାବେ ମନୋଜ ନାୟକ ଯୋଗ ଦେଲେ…

ପୁରୁଷୋତ୍ତମପୁର : ଆଜି ପୁରୁଷୋତ୍ତମ ପୁର ବ୍ଲକ କାର୍ଯ୍ୟଳୟ ରେ ମନୋଜ ନାୟକ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ।ବ୍ଲକ ର ସମସ୍ତ କର୍ମଚାରୀ ଓ ସରପଞ୍ଚ, ସମିତି ସଭ୍ୟ ମାନେ ପୁଷ୍ପ ଗଚ୍ଛ ଦେଇ ସ୍ୱଗତ କରିଥିଲେ। ମନୋଜ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସରକାର ଙ୍କ ବିଭିନ୍ନ ଯୋଜନା ଗରିବ ଶ୍ରେଣୀ ର

ପାଞ୍ଚ ଦିନ ହେଲା ବ୍ରାହ୍ମଣୀଗାଁ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ଠପ୍…

ଦାରିଙ୍ଗବାଡ଼ି, ୨୬/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଏକ ମାତ୍ର ବିଏସଏନଏଲ ବ୍ରଡ୍ ବ୍ୟାଣ୍ଡ ସେବା ଠପ ହୋଇ ଯାଇଥିବା ଖବର ହସ୍ତଗତ ହୋଇଛି। ଏହି ସେବା ଗତ ୨୨ ତାରିଖରୁ ନଥିବା ଫଳରେ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା

ଧୁମଧାମରେ ଜଗତଜନନୀ ମା’ ଦୁର୍ଗାଙ୍କୁ ମେଲାଣି

ହିଞ୍ଜିଳିକାଟୁ (୨୬/୧୦) : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ମୃଣ୍ମୟୀ ରୂପରେ ପୂଜା ପାଇବା ପରେ ଶକ୍ତିସ୍ବରୁପିଣୀ, ଅଭୟ ବର ଦାୟିନୀ, ପାପ ନାସିନୀ ମା' ଦୁର୍ଗାଙ୍କୁ ହର୍ଷ ଉଲ୍ଲାସର ସହ ବିଦାୟ ଦେଇଛନ୍ତି

ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ…

ଫୁଲବାଣୀ : ଦରିଦ୍ର ସେବା କୁ ନାରାୟଣ ସେବା ବୋଲି ବ୍ରତ ରୂପେ ପାଳନ କରି ଆସିଛି ନିଖିଳ ଉତ୍କଳ ଖଡୁରା ସମାଜ,ଫୁଲବାଣୀ, କନ୍ଧମାଳ l ସଭାପତି ଓ ସମ୍ପାଦକଙ୍କ ପ୍ରଚେଷ୍ଟା ଓ ସଦସ୍ଯଙ୍କ ସହଯୋଗ ମନୋଭାବ ଯୋଗୁଁ ପ୍ରତ୍ୟେକ ପର୍ବ ପର୍ବାଣୀ ହିନ୍ଦୁ ଧର୍ମର ହେଉ କି ମୁସଲମାନ ଧର୍ମ ହେଉ ସବୁ ବର୍ଗର

୧୫ ତମ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ୪୦ ଜଣଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ସ୍ଥିତ ନେହରୁ ଯୁବ କେନ୍ଦ୍ର ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥ‌ିବା ଯୁବକ ଯୁବତୀ ଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଏକ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ମୃତ…

ହିଞ୍ଜିଳିକାଟୁ : ଶାରଦୀୟ ଦୁର୍ଗାପୂଜାର ମାହୋଲରେ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଦେଖା ଦେଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟାରେ ହିଞ୍ଜିଳି ଥାନା ତଥା ୫୯ ନମ୍ବର ଜାତୀୟ ରାଜପଥ ସାରୁ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ

ହିଞ୍ଜିଳିକାଟୁ ଉପ ଡାକଘରୁ ଚୋରି ଉଦ୍ୟମ…

ହିଞ୍ଜିଳିକାଟୁ ୨୫/୧୦ : ହିଞ୍ଜିଳିକାଟୁ ଉପ ଡାକଘର ପରିସରରେ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି। ସୂଚନା ପ୍ରକାରେ ଶନିବାର କର୍ମଚାରୀ ମାନେ ଚାବି ପକାଇ ଯାଇଥିବା ବେଳେ ସୋମବାର ସକାଳେ ପାର୍ସଲ ଗାଡ଼ି ଆସି ସେଠାରେ ପହଞ୍ଚିବା ପରେ ମୁଖ୍ୟ କବାଟ ଖୋଲା ଥିବା ଦେଖି