Browsing Category

ଆଞ୍ଚଳିକ

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଜିଲ୍ଲା ସମ୍ମିଳନୀ…

ହିଞ୍ଜିଳିକାଟୁ (୨୦/୧୦) : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୩ୟ ଜିଲ୍ଲା ସମ୍ମିଳନୀ ସଫଳତାର ସହ ଉଦଯାପିତ ହୋଇଯାଇଛି। ସାଲିସବିହୀନ କେନ୍ଦ୍ରୀୟ ସଂଗଠନ ଟିୟୁସିଆଇ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ହିଞ୍ଜିଳିକାଟୁ ରଙ୍ଗୁଣି

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ବୈଠକ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦେଶ କ୍ରମେ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ଅଭିଯାନରେ ଦ୍ବିତୀୟ ରାଜନୈତିକ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ…

ବାଲିଗୁଡା : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କୁ ନେଇ ଭିଡ଼ିଓ କନଫରେନସି ମାଧ୍ୟମରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୩ ପାଳନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକର ଅନୁଷ୍ଠିତ

ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ : ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା

ବାଲିଗୁଡା : ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏହି ଡାକରା କୁ ସମର୍ଥନ ଜଣାଇ ବାଲିଗୁଡା ଘରୋଇ ବସ ମାଲିକ ସଂଘ ସମସ୍ତ ଘରୋଇ ବସ ବନ୍ଦ ରଖିଛି l ଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର…

ଦାରିଙ୍ଗବାଡି,୨୦/୧୦ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ୧୦୭ ଜଣ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ନେଇଥିବା ବେଳେ ଦ୍ଵିତୀୟ

ଫୁଲବାଣୀକୁ ରେଳପଥ ସଂଯୋଗ ନେଇ ଆନ୍ଦୋଳନ କରିବାକୁ କନ୍ଧମାଳ ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଜବାଜ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରେସ କ୍ଲବ ଠାରେ କମଳା କାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ଆସନ୍ତା ମାସ ପ୍ରଥମ ସପ୍ତାହରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଜିଲ୍ଲା ସମବାୟ ସଂଘ ପକ୍ଷରୁ ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଜିଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ

ବିଧାନସଭା ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ପୋଷ୍ଟର ଲଗାଇ ଚେତାବନୀ…

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମାଓବାଦୀ ସଂଗଠନ ଦ୍ୱାରା ଲିଫଲେଟ, ପୋଷ୍ଟର ଲଗାଇ ଭୋଟ ବର୍ଜନ କରିବା ସହ ରାଜନେତାଙ୍କୁ ଚେତାବନୀ ।ସୀମାନ୍ତ ରାଜ୍ୟ ଛତିଶଗଡର ଘୋର ମାଓ ପ୍ରଭାବିତ ଅଞ୍ଚଳ କାଙ୍କେର ଜିଲ୍ଲାର କୋୟଲିବେଡି ଥାନା ଅଞ୍ଚଳରେ ମାଓବାଦୀ ସଂଗଠନ

ରାଜ୍ୟ ସରକାର ଶେଷରେ ଆଦିବାସୀ, ଅନ୍ଧ,ମୁକ ଏଵଂ ବଧିରଙ୍କ ମେଧାବୃତ୍ତି ଟଙ୍କାକୁ ଖାଇଗଲେ ! – ବିଜେପିର ପ୍ରତିବାଦ

ବ୍ରହ୍ମପୁର, ୨୦/୧୦ : ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ସରକାର କିପରି କେନ୍ଦ୍ର ସରକାର ମେଧାବୃତ୍ତି ଏବଂ ପିଏମ୍ ସ୍କୋଲାର୍ସିପ୍ ପାଇଁ ଦେଉଥିବା ଟଙ୍କାର ବ୍ୟାପକ ଘୋଟଲା କରିଛନ୍ତି ଏବଂ ଲକ୍ଷ୍ଯ ଲକ୍ଷ୍ଯ ଯୁବକ ମାନଙ୍କ ଦକ୍ଷତା ବିକାଶ ପାଣ୍ଠିକୁ