Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସିଲ୍ ହେଲା କାଜୁ ଫ୍ୟାକ୍ଟ୍ରି…
ଛତ୍ରପୁର (୨୦ା୧୦) : ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍ କରାଯାଇଛି।
ସୂଚନାଯୋଗ୍ୟ, ସେତେବେଳର!-->!-->!-->!-->!-->…
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ -୨୦୨୩ ଅନୁଷ୍ଠିତ…
ଛତ୍ରପୁର : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ,ଗଞ୍ଜାମ ଲୀନା କୁମାରୀ ଖେସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରି!-->…
ଅର୍ଥନୀତି ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…
ଫୁଲବାଣୀ : ଟିକାବାଲି ଏ. ଏମ.ସି.ଏସ ମହାବିଦ୍ୟାଳୟ ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ଅର୍ଥନୀତି ବିଭାଗର ସ୍ନାତକ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l!-->…
ସବୁଜ ଜୀବନ ଶୈଳୀକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଲର ୱାକାଥନ୍
୬ ଟି ସର୍କଲରେ ସାମିଲ ହେଲେ ୪୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ
ବ୍ରହ୍ମପୁର, ଅକ୍ଟୋବର : ଟିପିଏସ୍ଓଡିଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ସଷ୍ଟେନେବଲିଟି (ପରିବେଶ ଅନୁକୂଳ ଜୀବନଶୈଳୀ)ର ବାର୍ତ୍ତା ଦେବା ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ!-->!-->!-->!-->!-->…
ପୁଷ ମାସ ପାଲଟିଛି ପୋଲିସ ପାଇଁ ପାର୍ବଣ ଋତୁ :ଜୁଆ ଆଡ୍ଡା ଚାଲିଲେ ଲାଭ ଧରିଲେ ଲାଭ…!!
ବିଚରା ଏଠାରେ ଏଣ୍ଡୁଅ ହେଉଛି ବଦନାମ …..!
ବ୍ରହ୍ମପୁର: ୧୯-୧୦ ଗଞ୍ଜାମ ଜିଲ୍ଲାରେ ଦଶହରା ର ମାହୋଲ ଏବେ ସରଗରମ ଏପଟେ ପୋଲିସ ବାବୁ ମାନଙ୍କ ପକେଟ ଗରମ ବୋଲି ସବୁ ଆଡ଼େ ଚର୍ଚ୍ଚା ହେଉଛି। ବର୍ଷ ସାରା ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ଜୁଆ ଆଡ୍ଡା ସତର୍କତା ସହିତ ବିଭିନ୍ନ ସ୍ଥାନରେ!-->!-->!-->!-->!-->…
ଫିରିଙ୍ଗିଆ ବିଡିଓଙ୍କ ଦାୟିତ୍ବ ଗ୍ରହଣ…
ଫୁଲବାଣୀ : ଫିରିଙ୍ଗିଆ ବ୍ଲକ୍ରେ ବିଡିଓ ଭାବେ ଅନୁପ ଅଭିଷେକ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଗଜପତି ଜିଲ୍ଲା ଗୁମା ବ୍ଳକ୍ ବିଡିଓ ରହିଥିଲେ। ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇ ବଦଳି ହୋଇଯାଇଛି।!-->!-->!-->…
ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଆୟୋଜିତ…
ଫୁଲବାଣୀ:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ନିରଞ୍ଜନ ମିଶ୍ର(ଜିଲ୍ଲା ସହ କାର୍ଯ୍ୟ ବହ)।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ପୁରାତନ ଛାତ୍ର!-->!-->!-->…
ଯାଦବ ସମାଜର ସଧାରଣ ବୈଠକ ଅନୁଷ୍ଠିତ…
ରାୟଗଡା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ସଦରସ୍ଥିତ ହନୁମାନ ମନ୍ଦିରର ପ୍ରାଙ୍ଗଣରେ ଆଜି ଯାଦବ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କାଶୀପୁର ବ୍ଲକର ୨୪ ଟି ପଞ୍ଚାୟତର ଯାଦବ କୁଳ ମୁଖିଆ ମାନେ ଯୋଗ ଦେଇଥିବାବେଳେ ଏହି ବୈଠକରେ ପୁରାତନ କମିଟି ଭଙ୍ଗ କରି ନୂତନ!-->…
ଜିଲ୍ଲା ଗ୍ରସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ : ସ୍ଵାସ୍ଥ୍ୟସେବା ଅନୁଧ୍ୟାନ ସହ ସ୍ଵାସ୍ଥ୍ୟ…
ମାଲକାନଗିରି, ୧୯ ଅକ୍ଟୋବର ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଯାଇ ଉଭୟ ଜିଲ୍ଲାରେ ସ୍ଵାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ!-->!-->!-->…
ଶ୍ୟାମାକାଳୀ ପୂଜା ଲାଗି ଶୁଭଖୁଣ୍ଟି ସ୍ଥାପନ…
ଛତ୍ରପୁର : ଛତ୍ରପୁର ନୀଳକଣ୍ଠେଶ୍ଵର ସାହିର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ଶ୍ୟାମାକାଳୀ ପୂଜା ଧୂମଧାମ ରେ ପାଳନ କରିବା ନିମନ୍ତେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଏନେଇ ଗୁରୁବାର ସନ୍ଧ୍ୟାରେ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l କର୍ମକାଣ୍ଡ ବିଶେଷଜ୍ଞ!-->…