Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି (୧୮।୧୦) : ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୁର୍ୱାହ୍ନରେ ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ଏକ ବିଶାଳ!-->!-->!-->…
ପାର୍ବଣରେ ଡିଜେ ବନ୍ଦ…
ହିଞ୍ଜିଳିକାଟୁ (୧୮/୧୦) : ଆଗାମୀ ଦୁର୍ଗାପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଆନନ୍ଦ ଉଲ୍ଲାସ, ଶାନ୍ତିପୂର୍ଣ୍ଣ ଏବଂ ସୌହାର୍ଦପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବା ନିମନ୍ତେ ଵୁଧବାର ଦିନ ହିଞିଳି ଥାନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ!-->…
ଦୁର୍ଘଟଣାରେ ଛିଟିକି ପଡିଥିବା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସମାଜସେବୀ…
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ପକନା ଗାଁ କନ୍ୟାଶ୍ରମ ସମ୍ମୁଖରେ ଏକ ବାଇକକୁ ବାଇକ ଧକ୍କା ହେବାରୁ ବାଇକରେ ବସିଥିବା ବ୍ଯକ୍ତି ଜଣଙ୍କ ଛିଟିକି ପଡିଥିଲେ l ଫଳରେ ଗୋଡ ହାତ ମୁଣ୍ଡରେ ମାଡ ହୋଇ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା l ଏହି ସମୟରେ ସେହି!-->…
ଜୁଆ ଆଡ୍ଡା ଉପରେ ଚଢଉ ୬ ଜୁଆଡି ଗିରଫ, ୪ମୋବାଇଲ ଜବତ…
ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ ଟିମ୍ ପହଞ୍ଚି!-->…
କଳାଉତ୍ସବ ସହ ଚିକିଟୀରୁ ସୁରଭି ୨୦୨୩ ଛୁଟିଲା ଜିଲ୍ଲାକୁ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଦ୍ୟାଳୟ ମହାବିଦ୍ୟାଳୟ , ସରକାରୀ ସ୍ୱୀକୃତ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀ ଆସି ବ୍ଲକ ସ୍ତରୀୟ କଳା ଉତ୍ସବର ପାରମ୍ପରିକ ରାଗ ଆଧାରିତ କଣ୍ଠ ସଙ୍ଗୀତ , ଲୋକଗୀତ,ବାଦ୍ୟ ଓ ସ୍ୱର ଯନ୍ତ୍ର , ଲୋକ ନୃତ୍ୟ ଓ ନାଚ,!-->…
ଜାତୀୟ ଆଥଲେଟିକ୍ସରେ ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା…
ଛତ୍ରପୁର :. ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟ ଏ ଇ ସି ଏସ,ଓସ୍କମ୍ ଏବେ ଜାତୀୟ ସ୍ତରର କ୍ରୀଡା ରେ ସଫଳତା ଲାଭ କରି ଚର୍ଚ୍ଚା ରେ ରହିଛି । ରାଜସ୍ଥାନର କୋଟା ସ୍ଥିତ ରାୱାତଭାଟା ରେ ଆୟୋଜିତ ଜାତୀୟ ସ୍ତରର ଅନ୍ତଃ ବିଦ୍ୟାଳୟ ଅଥଲେଟିକ୍ ପ୍ରତିଯୋଗିତା ରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ର!-->!-->!-->…
ଗାଁକୁ ରାସ୍ତା ନଥିବାରୁ ଘାଟି ମଧ୍ୟରେ ଅଟକିଲା ଶୋବ ବୋଝେଇ ଆମ୍ବୁଲାନ୍ସ : ସରକାର ଙ୍କ ଗାଁ ଗାଁ କୁ ରାସ୍ତାର ନଗ୍ନ…
କାଶୀପୁର : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ କଣ୍ଟାମାଳ କୋରଳ ଗ୍ରାମରେ।ଏହି ଦୁଃଖଦ ଘଟଣା ଟି ଘୋଟିଛି ଆଜି ଏହି ଗ୍ରାମର କାର୍ତିକ ଝୋଡିଆ ଙ୍କର ହଠାତ ଦେହ ଅଶୁସ୍ଥ ହେବାରୁ ପୋରିବାର ଲୋକେ ତତକାଳୀନ ଆମ୍ବୁଲାନ୍ସ ଗାଡିକୁ ଫୋନ!-->…
ଛତ୍ରପୁର ରେ ଘନ ଘନ ଚୋରି ଭୟ ରେ ସାଧରଣ ଜନତା : ବ୍ୟାଙ୍କ ରେ ଲୋକର ଉପଲବ୍ଧ ନାହିଁ କହି ଅଧିକାରୀ ଦେବାକୁ…
ଛତ୍ରପୁର:୧୮-୧୦ ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଏଠାରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମେତ ବହୁ ସରକାରୀ ମୁଖ୍ୟ ଦପ୍ତର ରହିଛି।ଏଠାରେ ଅଧିକାଂଶ କରି ସରକାରୀ ଅଧିକାରୀ ଓ କର୍ମଚାରୀ ରୁହନ୍ତି। ଗତ କିଛି ଦିନ ହେଲା ଛତ୍ରପୁର ଅଞ୍ଚଳରେ ନିର୍ଜନ ସ୍ଥାନରେ ଥିବା!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ…
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣ ରେ ଦୁଇ ଦିନ ଧରି ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀ ଜିଲ୍ଲା ର ଏସ୍ ସି ଏସ କଲେଜ ଭୁବନେଶ୍ୱର ର!-->…
ଭୁବନେଶ୍ବର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ପେନ କ୍ଲିନିକ ଆରମ୍ଭ
ଭୁବନେଶ୍ବର : ଯନ୍ତ୍ରଣା ହେଲେ ଲୋକ ରୋଗପ୍ରତି ସଚେତନ ହୁଅନ୍ତି ଏବଂ ଡାକ୍ତରଙ୍କ ପାଖକୁ ଯାଆନ୍ତି । ତାପରେ ଡାକ୍ତର ରୋଗ ନିରୂପଣ କରି ଚିକିତ୍ସା କରିଥାନ୍ତି । କିନ୍ତୁ କିଛି ରୋଗରେ ଯେପରିକି କ୍ୟାନସର ରୋଗରେ ବହୁଜଣ ରୋଗୀ ଅତ୍ୟଧିକ ପିଡାର ଶିକାର ହୋଇଥାନ୍ତି । କେତେ ଜଣଙ୍କୁ ଚିକିତ୍ସା!-->…