Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟୀ ଲୋକନାଥପୁର ଶାସନର ମା ବଗଳାମୁଖୀ ପୀଠ…
ଓଁ ହ୍ଲିଂ ବଗଳାମୁଖୀ ଦେବ୍ୟେ ନମଃଓଡ଼ିଶାର ଏକ ମାତ୍ର ଶକ୍ତି ପୀଠ ମା ବଗଳାମୁଖୀ। ଏହି ଶକ୍ତି ପୀଠ ଗଞ୍ଜାମ ଜିଲ୍ଲା ର ଚିକିଟୀ ଲୋକନାଥ ପୁର ଶାସନ ଭୋଳାସୀଙ୍ଗି ଯିବା ରାସ୍ତାରେ ଅବସ୍ଥିତ।ବହୁକାଳରୁ ମା ଏଠାରେ ନିମ ଗଛ ମୂଳରେ ପୂଜା ପାଉଥିଲେ। ବର୍ତ୍ତମାନ ମାଁ ଙ୍କ ଆଶୀର୍ବାଦରୁ କଳ୍ପବୃକ୍ଷ!-->…
ଚାଷୀଙ୍କ ଜମିରେ କେନାଲ ପାଣି ନ ଦେଇ, ଜୋରଜୁଲୁମରେ ଚାଲିଛି ଖଜଣା ଆଦାୟ
ଉମରକୋଟ : ବର୍ତ୍ତମାନ ଯେତେ ଭୋଟ ପାଖେଇ ଆସୁଛି, ସରକାର ଜନତାଙ୍କୁ ବିଭିନ୍ନ ଯୋଜନାର ଆଳ ଦେଖାଉଛନ୍ତି, କିନ୍ତୁ ସାଧାରଣ ଜନତା, ବା ଚାଷୀ ଏଥିରେ କଣ ସନ୍ତୁଷ୍ଟ ? ନା ବିଭିନ୍ନ ସମସ୍ୟା ଘେରରେ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ତହସିଲ ଅନ୍ତର୍ଗତ ଖୁଟୁଗୁଡ଼ା, ଡଙ୍ଗରୀଗୁଡା,!-->…
ବାଲିଗୁଡ଼ାରୁ ଉତ୍ତର -ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶା ର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି!-->…
ଦାରିଙ୍ଗବାଡିରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ
ଦାରିଙ୍ଗବାଡି,୧୨/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଂଚଳରେ ସାଇବର ସୁରକ୍ଷା ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ରଥକୁ ଦାରିଙ୍ଗବାଡି ପୋଲିସ ସମେତ ଛାତ୍ରଛାତ୍ରୀ, ବ୍ଲକ ପ୍ରଶାସନ ଓ ଅଞ୍ଚଳବାସି ଭବ୍ୟ ସ୍ଵାଗତ କରିଥିଲେ। ଏହାପରେ ଚାରି ଛକ ଠାରୁ ତିନି ଛକ!-->…
ଚିକିତ୍ସା ପଦ୍ଧତିରେ ସମ୍ପୃକ୍ତ ଅଧିକାରୀଗଣ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ଆହ୍ଵାନ
ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ।କ୍ରମର ସମୀକ୍ଷା ଏବଂ ଆୟୁଷ୍ମାନ ଭାରତ ଅଧୀନରେ ବିଦ୍ୟାଳୟର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅ।ଭିମୁଖ୍ୟ ସମ୍ପର୍କରେ ଆଲୋଚନାଛତ୍ରପୁର : ଗଞ୍ଜାମ ଜିଲ୍ଲାର ଲୋକଙ୍କ ସ୍ୱାସ୍ଥ୍ୟ।ବସ୍ଥାର ସୁଧାର ସକାଶେ ସରକାରଙ୍କ!-->…
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ହିଞ୍ଜିଳିକାଟୁ ର ଜିତୁ ସ୍ବାଇଁ ସମ୍ବର୍ଦ୍ଧିତ
ହିଞ୍ଜିଳିକାଟୁ (୧୨/୧୦) ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,ବ୍ରହ୍ମପୁର ରକ୍ତ ଭଣ୍ଡାର ତରଫରୁ ରକ୍ତଦାନ ଦିବସରେ ସ୍କୁଲ ଅଫ ନର୍ସିଂ ସମ୍ମିଳନୀ କକ୍ଷ ପରିସରରେ ଵୁଧବାର ଦିନ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ!-->…
କନ୍ଧ ଗୌଡ ସମାଜ ବିକାଶ ପରିଷଦର ସାଧାରଣ ବୈଠକ
ଫୁଲବାଣୀ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକର ଏକତାଳ ଠାରେ କନ୍ଧ ଗୌଡ ସମାଜ ବିକାଶ ପରିଷଦ ବୌଦ୍ଧର ଏକ ସାଧାରଣ ବୈଠକ ସଭାପତି ସୁରେଶନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶାର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜିବି!-->…
ମାଲକାନଗିରି ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ, ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା
ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋର ଅତି ପ୍ରିୟ ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା!-->!-->!-->…
କୀଟନାଷକ ମେଡ଼ିସିନ ଖାଇ ଆତ୍ମହତ୍ୟା କଲେ ବୃଦ୍ଧ।…
ଦାରିଙ୍ଗବାଡି,୧୨/୧୦, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମାଣ୍ଡୂବାଡ଼ି ଗ୍ରାମର ଜଣେ ୫୬ ବର୍ଷୀୟ ବୃଦ୍ଧ କୀଟନାଷକ ମେଡ଼ିସିନ ଖାଇ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ମାଣ୍ଡୂବାଡ଼ି ଗ୍ରାମର କାଳୀଚରଣ ନାୟକ(୫୬) । କାଳୀ ଚରଣ ଗୁରୁବାର ଦିନ ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର!-->!-->!-->…
ଫୁଲବାଣୀ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ ।ଏହି ଅନୁଷ୍ଠାନରେ ପ୍ଲମ୍ବର୍ ଟ୍ରେଡରେ ପଢୁଥିବା ଛାତ୍ରୀ ସଙ୍ଗୀତା ପ୍ରଧାନ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ - ୨୦୨୩ ରେ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ!-->…