Browsing Category

ଆଞ୍ଚଳିକ

ପୋଲିସ ଓ ପରିବହନ ବିଭାଗର ମିଳିତ ଗାଡ଼ି ଯାଞ୍ଚ…

ଦାରିଙ୍ଗବାଡି,୧୦/୧୦ : ପ୍ରତ୍ୟେକ ମଙ୍ଗଳବାର ଦିନକୁ ପରିବହନ ବିଭାଗ ପକ୍ଷରୁ ଜିରୋ ଟଲରେନ୍ସେ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଗାଡ଼ି ଯାଞ୍ଚ କଡାକଡି କରାଯାଉଛି। ମଙ୍ଗଳବାର ଦିନ ଦାରିଙ୍ଗବାଡି ହିଲଭିୟୁ ଛକ ଓ କଫି ବଗିଚା ଛକରେ ଦାରିଙ୍ଗବାଡି ପୋଲିସ ଓ ଫୁଲବାଣୀ ଆଞ୍ଚଳିକ ପରିବହନ

ଭଗଵତ କଥା ଦିତରଣ ପରିଷଦ ଟ୍ରଷ୍ଟ, ତରଫରୁ ମେଧାବୀ ପ୍ରତିଯୋଗିତା

ହିଞ୍ଜିଳିକାଟୁ ୧୨/୧୦/। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଏକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ

ହେମଗିର ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼, ୦୯/୧୦ : ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ହେମଗିର ବ୍ଲକ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଲୋକଙ୍କର ଅଭିଯୋଗ ଆଦିର ଶୁଣାଣି କରିଥିଲେ। ଆଜି

ଚୋରି ବାଇକ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର : ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ବାଇକ କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଦୁଇ ଜଣ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଖାଜା ସାହି ଅଂଚଳ ର ସେକ ଆସିଫ ଓ ସେକ ସଦାମ ବୋଲି

ମୋସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ୭ ଦଫା ଦାବିପତ୍ର ପ୍ରଦାନ

ଫୁଲବାଣୀ : ମୋ ସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୭ ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଉଲ୍ଲେଖ ରହିଛି ଯେ କନ୍ଧମାଳ ଜିଲ୍ଲାର ରାଜ୍ୟ ସରକାରଙ୍କ ମଞ୍ଜୁର ପ୍ରାପ୍ତ ୧୨ ଗୋଟି ବ୍ଲକ ଅଧୀନ

ହିଞ୍ଜିଳିକାଟୁ ପୌରାଞ୍ଚଳର ୩ ୱାର୍ଡରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପର ଲୋକାର୍ପଣ…

ହିଞ୍ଜିଳିକାଟୁ (୯/୧୦): ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୫ଟି ସହରରେ ସୁଜଳ ପରିକଳ୍ପନାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣର ଶୁଭାରମ୍ଭ କରିବା ସହ ୧୩ଟି ସହରରେ ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆନ୍ଧ୍ର ପ୍ରଦେଶ ଓଡିଆ କଳାକାରମାନଙ୍କ କଳାକାର ହିତୈଷୀ ଦାବି…

ବ୍ରହ୍ମପୁର //ମଞ୍ଜୁଷା : ସ୍ଥାନୀୟ କଳାକାର ହିତୈଷୀ ପ୍ରତିଷ୍ଠାନ 'ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘ' ପକ୍ଷରୁ ଆନ୍ଧ୍ର ଅନ୍ତର୍ଗତ ବିଛିନ୍ନାଞ୍ଚଳ ଓଡିଆ କଳାକାର ମାନଙ୍କ ହୀତ ଉଦ୍ଦେଶ୍ଯରେ କିଛି କଳାକାର ହିତୈଷୀ ଦାବି ମହାସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପ୍ରରୋଚନା

ଛତ୍ରପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ…

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସ ଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ଏହି ଅବସର ରେ ଟ୍ରଷ୍ଟ ର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର ଙ୍କ ତତ୍ୱବଧାନ ରେ ଛତ୍ରପୁର

ସିଏସପି ପ୍ଲସ ପ୍ରଦାନ କରିବା ସମେତ ୭ଦଫା ଦାବି ନେଇ, ଗଂଜାମ ଜିଲ୍ଲା ମୋ ସେବା ପରିଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ…

ଛତ୍ରପୁର : ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମ୍ପାଦକ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ୱାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ୍ କୁ ମୋ ସେବା କେନ୍ଦ୍ରକୁ ପ୍ରଦାନ କରିବା ସମେତ ୭ଦଫା ଦାବୀ ନେଇ

ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା…

ଛତ୍ରପୁର : ଛତ୍ରପୁର ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା ଚାଲୁ ରହିଛି ହୋଇଛି । ଆଜି ମା ଇସାନୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l l ଦୈନନ୍ଦିନ ଆଳତି, ଚଣ୍ଡି ପାଠ, ହୋମ ଏବଂ ମହାପୂଜା ସହ ସକାଳୁ ସୂର୍ଯ୍ୟପୂଜା,